Breaking News

ଭିନ୍ନକ୍ଷମ୍ ପିଲା ମାନଙ୍କ ସହିତ ଖୁସି ସମୟ ବିତାଇଲେ ହିରୋ ଆକାଶ(Akash) , ଦେଖିଲେ ଆଖିରୁ ଲୁହ ଆସିଯିବ … ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ହିରୋ ଆକାଶ ଙ୍କ ବିଷୟ ରେ ବହୁତ କିଛି ଜାଣିଥିବେ । ସେ ଓଲିଓଡ ଇଣ୍ଡଷ୍ଟ୍ରୀ ରେ ଜଣେ ଜଣାଶୁଣା ଅଭିନେତା ହେବା ସହ ସେ ଖୁବ ଲୋକପ୍ରିୟ ମଧ୍ୟ ହୋଇଛନ୍ତି । ତାଙ୍କ ର ଚର୍ଚ୍ଚା ସବୁବେଳେ ରହି ଆସିଛି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ।

ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଓ ସେ ସେମାନ ଙ୍କୁ ଭଲ ପାଇବା ମଧ୍ଯ ଦେଇଛନ୍ତି ଆପଣ ମାନେ । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଆକାଶ ଙ୍କ ର ଭୂମିକା ବହୁତ ରହିଛି । ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ସାରା ସିନେମା କରି ସାରିଛନ୍ତି । ଆଉ ତାଙ୍କ ସିନେମା ସବୁ ସୁପରହିଟ୍ ହେଇଚି ।

ଆପଣ ମାନେ ଆକାଶ ଙ୍କ ବିଷୟ ରେ ବହୁତ କିଛି ଜାଣିଥିବେ । ତେବେ ଆକାଶ ସେପ୍ଟେମ୍ୱର 17 ତାରିଖ 1981 ମସିହା ରେ ଜନ୍ମ ହୋଇଛନ୍ତି । ଏହି ହିରୋ ଙ୍କ ଘର ଜାଜପୁର । ଆକାଶ ଙ୍କ ବାପା ଙ୍କ ନାଁ ମାୟାଧର ନାୟକ ଓ ମାଆ ଙ୍କ ନାଁ ଇନ୍ଦିରା ଦାସ । ଆକାଶ ଜାଜପୁର କଲେଜ ରେ ଗ୍ରାଜୁଏଶନ୍ କରିଛନ୍ତି । ତାହା ସହ ସେ ଆକାଶ ଦିଲ୍ଲୀ ରେ ସାମ୍ବାଦିକତା ମଧ୍ୟ ପଢ଼ିଛନ୍ତି ।

ଆକାଶ ଓଡ଼ିଆ ଆଲବମ୍ ଜଗତ ରୁ ହିଁ ଅଭିନୟ ଆରମ୍ଭ କରିଥିଲେ । ସେ 2008 ରେ ମସିହା ରେ କଳିଙ୍ଗ ପୁତ୍ର ସିନେମା ରେ ପ୍ରଥମେ ଅଭିନୟ କରିଥିଲେ । ଆକାଶ ଓଡ଼ିଆ ସିନେମା 30 ରୁ ଅଧିକ କରି ସାରିଛନ୍ତି । ତାହା ସହ ଆକାଶ ବିଜେଡି ରେ ଜୋଗ ଦେବା ସହ 2014 ରେ କୋରେଇ ନିର୍ବାଚନ ମଣ୍ଡଳୀ ରୁ ବିଜୟୀ ହୋଇ ଥିଲେ ।

ଅଭିନେତା ଆକାଶ ଏକ ଜନ୍ ସେବା ପାଇଁ ନଜର ରେ ଆସିଛନ୍ତି । ଉଦ୍ରା ଚାରିଟବୋଲ୍ ଟ୍ରଷ୍ଟ୍ ରୁ 70 ଜଣ ଭିନ୍ନକ୍ଷମ୍ ପିଲା ଙ୍କୁ ନେଇ ଗୋଟିଏ ଭଲ ରେଷ୍ଟୁରାଂଟ ରେ ନେଇ ଖାଇବା କୁ ଦେଇଛନ୍ତି ଯାହାର ଏବେ ଭିଡିଓ ବହୁତ ମାତ୍ରା ରେ ଭାଇରାଲ ମଧ୍ୟ ହୋଇଛି । ଆକାଶ ଙ୍କ ସହ ନଜର ରେ ଆସିଛନ୍ତି ସମରେସ୍ ରାଓଟ ରାୟ୍ , ଦେବାସିସ୍ ପାତ୍ର , ପୋନମ୍ ମିଶ୍ର , ଶୁଭ୍ରଜ୍ୟୋତି ଯେଉଁ ଥିରେ ସେ ଆକାଶ ଙ୍କ ସହ ଏମାନେ ସମସ୍ତେ ବହୁତ ଖୁସି ଅଛନ୍ତି କି ପିଲା ମାନଂକୁ ବହୁତ ଖୁସି ଦେଇ ଥିବାର ଆଉ ସେହି ପିଲା ମାନେ ବହୁତ ଖୁସି ଅଛନ୍ତି ।

70 ଭିନ୍ନକ୍ଷମ୍ ପିଲା ମାନଂକୁ ଏକ ବଡ଼ ରେଷ୍ଟୁରାଂଟ ତାଙ୍କ ମନ ଇଛା ଖାଇବା ଦେଇଛନ୍ତି ଆଉ ଏହି କାମ ପାଇଁ ଅଭିନେତା ଆକାଶ ଶୁଭ୍ରଜ୍ୟୋତି ପୋନମ୍ ଦେବାଶିଷ ପତ୍ର ବହୁତ ଖୁସି ଅଛନ୍ତି ଆଉ ଏହାର ଫଟୋ ଓ ଭିଡିଓ ବର୍ତ୍ତମାନ ସମୟରେ ବହୁତ ନିଆଁ ଭଳି ଭାଇରାଲ ହେଉଛି ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *