ବନ୍ଧୁଗଣ ଆପଣ ମାନେ ଅନୁଭବ ମହାନ୍ତି ଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି । ସେ ଭଲ ଅଭିନେତା ହେବା ସହ ସେ ଜଣେ ସାଂସଦ ମଧ୍ୟ । ଅନୁଭବ ଙ୍କ ର ବହୁତ ଫାନ୍ ଅଛନ୍ତି ଆଉ ଅନୁଭବ ଙ୍କୁ ଖୁସି ରେ ସବୁ ଦର୍ଶକ ମାନେ ବା ତାଙ୍କ ର ଫାନ ମାନେ ଭାଇଜାନ ବୋଲି ଡାକନ୍ତି । ଆଉ ତାହା ସହ ଆପଣ ମାନେ ଜାଣିଥିବେ ଅନୁଭବ ପ୍ରାୟ ସମୟ ଦିଲ୍ଲୀ କୁ ଯାଇ ଥାନ୍ତି ।
ସେଠାରେ ସଂସଦରେ କିଛି ମିଟିଙ୍ଗ ଥିଲେ ସେଠାକୁ ଜାଆନ୍ତି ଆଉ ଦିଲ୍ଲୀ ରେ ତାଙ୍କ ଜଣେ ଭଲ ବାନ୍ଧବୀ ମଧ୍ୟ ଅଛନ୍ତି ଯାହାଙ୍କୁ ନାଁ ହେଉଛି ଜାଗୃତି । ଦୁହିଁ ଙ୍କ ର ମଧ୍ୟ ରେ ବହୁତ ଭଲ ବନ୍ଧୁତ୍ବ ମଧ୍ୟ ଅଛି । ଯାହାକୁ ନେଇ ସେ ଦୁହେଁ ପ୍ରାୟ ସମୟ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟି ଯାଇଛନ୍ତି । ଅନୁଭବ ମହାନ୍ତି ଙ୍କୁ ସବୁ ଖରାପ ସମୟ ରେ ସାଥ ଦେଇ ଥାନ୍ତି ଜାଗୃତି ।
ପୂର୍ବ ଥର ଅନୁଭବ ମଧ୍ୟ ତାଙ୍କ ର ମନ ର କିଛି ଯଥା ପୋଷ୍ଟ୍ ମାଧ୍ୟମ କହି ଥିଲେ ଜାଗୃତି ଙ୍କୁ ଯାହାକି ଖୁବ ଭାଇରାଲ୍ ହୋଇ ଥିଲା ଆଉ ଏହି ବିଷୟ ରେ ସମସ୍ତେ ବହୁତ ଭଲ ଭାବରେ ଜାଣନ୍ତି ଓ ଏହା ଖୁବ ଭାଇରାଲ ମଧ୍ୟ ହୋଇ ଥିଲା । ତେବେ ବର୍ତ୍ତମାନ ସମୟ ରେ ଜାଗୃତି ଭୁବନେଶ୍ଵର କୁ ଆସିଛନ୍ତି । ଆଉ ଭୁବନେଶ୍ଵର କୁ ଆସି କଣ କହିଛନ୍ତି ଆସନ୍ତୁ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବା ।
ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁ ଥିଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତେବେ ଭୁବନେଶ୍ଵର ର ନାଇଟ୍ ଫ୍ଲୀ ମାର୍କେଟ ରେ ଜାଗୃତି । ସେ ତାଙ୍କ ର ପୁରା ପରିବାର ସହ ବୁଲିବାକୁ ଆସି ଛନ୍ତି । ସେ ତାଙ୍କ ସଞ୍ଜୟ ଭାଇ ଆଉ ନିତୁ ଭାଉଜ ଙ୍କ ସହ ଆସିଛନ୍ତି ।
ଏଠାରେ ବୁଲି କି ବହୁତ ମଜ୍ଜା ମସ୍ତି କରୁଛନ୍ତି । ଇଣ୍ଟରନାସନାଲ ଫୁଡ ମଧ୍ୟ ଅଛି ଯାହାକୁ ଖାଇକି ମଜ୍ଜା ନେବେ । ଆଉ ତାଙ୍କର ବହୁତ ଇଚ୍ଛା କି ସେ ଓଡ଼ିଆ ଖାଇବା ଖାଇବେ । ଜାଗୃତି ହେଉଛନ୍ତି ସୁଦ୍ଧ ସାକାହାରୀ ତେଣୁ ସେ ଓଡିଆ ସାକାହାରୀ ଖାଦ୍ୟ ଖାଇବାକୁ ଚାହୁଁ ଛନ୍ତି । ସେ ନିଜେ ବହୁତ ଖୁସି ଅଛନ୍ତି କି ଏ ସବୁ ରେ ନିଜ କୁ ସମ୍ମିଳିତ କରି ପାରିଛନ୍ତି ।
ଆଗକୁ କୋଣାର୍କ ମନ୍ଦିର ଯିବେ ବୋଲି ବାକୁ ଏମିତି ସେ ବହୁତ ଲିଷ୍ଟ୍ କରି ଛନ୍ତି ସେ କେଉଁ କେଉଁ ଜାଗା ବୁଲିବେ ଆଉ ତାହାର ମଜ୍ଜା ନେବେ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।