Breaking News

ମଝି ସମୁଦ୍ରରେ ଟଳ ମଳ ହେଲା ଡଙ୍ଗା ସମୁଦ୍ରକୁ ପଡିଗଲେ ଧୀବର – ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ ସୋସିଆଲ୍ ମିଡ଼ିଆ ରେ ଏକ ଭ୍ୟୁଜାଲ ଟି ଭାଇରାଲ ହେଉଛି । ସମୁଦ୍ର ର ଉତ୍ତାଳ ତରଙ୍ଗ ଦେଇ ନୌକା ଟି ସଙ୍ଘର୍ଷ କରୁଛି । କିନ୍ତୁ ହଠାତ୍ ଘତିଗଲା ଏକ ଅଘଟଣ । ସମୁଦ୍ର ଲହରୀ ରେ ଡ଼ଙ୍ଗା ଟି ସମ୍ପୁର୍ଣ୍ଣ ନଇଁ ପଡୁଛି । ଆଉ ଏହି ସମୟ ରେ ଯାହା ଘଟୁଛି ତାହା ଦେଖିଲେ ଆପଣ ଙ୍କୁ ବି ଡର ଲାଗିବ ।ନୌକା ରେ ଥିବା ଧିବର ସମୁଦ୍ର ପାଣି ରେ ଗଳି ପଡୁଛନ୍ତି । ଏହି ଭ୍ୟୁଜାଲ ଟି ଛାତି ଥରା ଭ୍ୟୁଜାଲ ଅଟେ ।

ଏହି ଭ୍ୟୁଜାଲ ଟି କେରଳ ର କୁଲମ୍ ଜିଲ୍ଲା ର । ପ୍ରବଳ ବର୍ଷା କାରଣ ପାଇଁ ସମୁଦ୍ର ଏବେ ଅଶାନ୍ତ ଓ ଅସ୍ଥିର ଘେର ରେ ରହିଛି । ସମୁଦ୍ର ଭୀତର କୁ ମାଛ ମାରି ବାକୁ ଯାଇଥିଲେ ଏହି ଧିବର ମାନେ । ଯେବେ ଅଶାନ୍ତ ସମୁଦ୍ର ଭୀତ ରେ ଫଶି ଯାଇଥିଲା ଏହି ନୌକା ଟି । ଏହି ନୌକା ଟି ସମୁଦ୍ର ଲହରୀ ନଇଁ ପଡୁଛି ଯାହା କୁ ଦେଖିଲେ ଯିଏ ନାହିଁ ସେ ଡରି ଯିବା । ତାହେଲେ ଥରେ ଭାବନ୍ତୁ ଏଠି ରେ ବସିଥିବା ଧିବର୍ ମାନଙ୍କ ଅବସ୍ଥା କିଭଳି ଥିବ ।

ଲହରୀ ରେ ନଇଁ ପଡୁଥିବା ନୌକା ଯୋଗୁ ଦିବର ମାନେ ଛିଟିକି ପଡିଛନ୍ତି ସମୁଦ୍ର ଭିତରକୁ । ସମୁଦ୍ର ଲହରୀ ଭିତର କୁ ପଡି ଯାଉଛନ୍ତି । କେରଳ ର କୁଲମ୍ ଜିଲ୍ଲା ର ଏହି ସମୁଦ୍ର ଏମିତି ହେଇଚି ଅଘଟଣ । ସମୁଦ୍ର ର ଅଶାନ୍ତ ଲହରୀ ଡ଼ଙ୍ଗା ଟିକୁ ଏମିତି ମାଡି ଦେଉଛି ଯେ ଛି଼ତିକି ପଡୁଛନ୍ତି ଧିବର୍ ମାନେ । ଏପରି ଭରେ ସମାନ ଘଟଣା କେରଳ ର 2 ଟି ସ୍ଥାନ ରେ ଘଟିଥିଲା । ସବୁଠାରୁ ସୋଭଗ୍ୟ ର କଥା ହେଲା କି ଏହି ଡ଼ଙ୍ଗା ରେ ଥିବା 4 ଟି ଧିବର୍ ଯେଉଁ ମାନେ ସମୁଦ୍ର ରେ ଖସି ପଡ଼ିଥିଲେ ।


ସେମାନେ ବହୁତ ଭଲ ଭାବରେ ଅଛନ୍ତି ଆଉ ସେମାନ ଙ୍କୁ ରକ୍ଷା କରାଯାଇଛି । 3 ଜଣ ପହଁରି ପହଁରି କୁଳ ରେ ଲାଗି ଯାଇଥିଲେ ଆଉ 1 ଜଣେ ପଛ ରେ ଆସିଲା ବେଳେ ଦିବର୍ ମାନେ ନୌକା ରେ ତାଙ୍କୁ ଆଣି ଥିଲେ । ତେବେ ଏହି ଭିଡିଓ ଟି ବହୁତ ମାତ୍ରା ରେ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ ।

ଏଥିରେ ସମୁଦ୍ର ଅଶାନ୍ତ ଥିବା ବେଳେ ଭିତକୁ ନଯିବା ପାଇଁ ପାଣି ପାଗ ବିଭାଗ ରୁ ସତର୍କ କରା ଯାଇଥାଏ । ଯାହା କି ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ।  ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

୫୨ ବର୍ଷିୟ ପ୍ରଫେସର ପ୍ରେ-ମରେ ପଡ଼ିଲେ ୨୦ ବର୍ଷିୟା ଛା-ତ୍ରୀ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ସମସ୍ତ ଙ୍କ ବେଶ୍ ପସନ୍ଦ …

Leave a Reply

Your email address will not be published. Required fields are marked *