Breaking News

ମଞ୍ଚ ଉପରେ କମେଡି ଷ୍ଟାର ପପୁଙ୍କ (Papu) ଚଡି ଷ୍ଟୋରି, ଦେଖିଲେ ହସି ହସି ଗଡିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଦର୍ଶକ ମାନ ଙ୍କୁ ଯଦି କିଏ ଅଧିକ ମନୋରଂଜନ କରାଇ ଥାଏ ଏହି ଅଭିନୟ ଦୁନିଆ ରେ ତ୍ ସେମାନେ ହେଉଛନ୍ତି ହାସ୍ୟ ଅଭିନେତା ମାନେ । କାରଣ ହାସ୍ୟ ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଲୋକ ମାନ ଙ୍କ ମନୋରଂଜନ କରାଇବା ସହ ଲୋକ ମାନ ଙ୍କୁ ହସାଇ ହସାଇ ହସାଇ ପେଟ ଦରଜ କରି ଦେଇ ଥାଆନ୍ତି ।


ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ୍ କମ୍ ହାସ୍ୟ ଅଭିନେତା ମାନେ ଅଛନ୍ତି , ଏହି ହାସ୍ୟ ଅଭିନେତା ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଜବରଦସ୍ତ କମେଡି ପାଇଁ ଓଡ଼ିଶା। ଘର୍ ଘରେ ପରିଚିତ । ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ମାନେ ଅନେକ ଷ୍ଟେଜ ସୋ କରି ଥାଆନ୍ତି ଓ ସେଠାରେ ଥିବା ଲୋକ ମାନ ଙ୍କ ମନୋରଂଜନ କରାଇ ଥାଆନ୍ତି ।

ତହେଲେ ବନ୍ଧୁଗଣ ଆଜି ଆମେ ଏମିତି ଏକ ହାସ୍ୟ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ଷ୍ଟେଜ ସୋ ରେ ନିଜ ଜବରଦସ୍ତ କମେଡି ଦେଖାଇ ଲୋକ ମାନ ଙ୍କ ମନୋରଂଜନ କରାଇବା ସହ ସେମାନ ଙ୍କ ପେଟ ଦରଜ କରାଇ ଛନ୍ତି ହସାଇ ହସାଇ । ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ହାସ୍ୟ ଅଭିନେତା ପପୁ ପମପମ୍ ।

ତାହେଲେ ଆପଣ ମାନେ ପପୁ ପମପମ୍ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଏହି ଅଭିନେତା ଜଣକ ନିଜ ଜବରଦସ୍ତ କମେଡି ପାଇଁ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଅନେକ ନାମ ଅର୍ଜନ କରିବା ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଛନ୍ତି । ଛୋଟ ପିଲା ଠାରୁ ବୃଦ୍ଧ ଲୋକ ମାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଅଭିନେତା ଙ୍କୁ ଜାଣିଛନ୍ତି , ଏହି ଅଭିନେତା ତାଙ୍କ ଅଭିନୟ ଜୀବନୀ ମଧ୍ୟ ରୁ ଆଜି ପର୍ଯ୍ୟନ୍ତ ଦର୍ଶକ ମାନ ଙ୍କୁ ହସାଇ ଆସୁଛନ୍ତି ।

ହଁ ବନ୍ଧୁ ଭିନ୍ନ ଭିନ୍ନ ଚରିତ୍ର ରେ ନଜର ଆସୁଛନ୍ତି କେତେବେଳେ ଚଳଚ୍ଚିତ୍ର ତ ଆଉ କେତେବେଳେ ରିଆଲିଟ ସୋ ରେ ନଜର ଆସି ବେଶ୍ ମନୋରଂଜନ କରାଉଛନ୍ତି ଦର୍ଶକ ମାନ ଙ୍କ ର । ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ଏହି ଅଭିନେତା ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଏକ ଷ୍ଟେଜ ସୋ ରେ ନଜର ଆସିଥିଲେ

ଏହି ଷ୍ଟେଜ ସୋ ରେ ଅନେକ ଦର୍ଶକ ମାନେ ଉପସ୍ଥିତ ଥିଲେ , ପପୁ ପମପମ୍ ଏହି ଷ୍ଟେଜ ସୋ ଏକ କମେଡି କାହାଣୀ କହିଥିଲେ ଓ ଏହି କମେଡି କାହାଣୀ ଟି ହେଉଛି ଚଡି । ଆପଣ ମାନେ ଏହି ଚଡ଼ି କାହାଣୀ ଟି ପପୁ ପମପମ୍ କହୁ ଥିବାର ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *