Breaking News

ମଞ୍ଚ ଉପରେ ହୋରି ଗୌର ଦାସ (Goura Das) ଙ୍କ ଦମଦାର ଅଭିନୟ ରେ ଦର୍ଶକ ଷ୍ଟେଜ ଉପରକୁ ଚଢିଗଲେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯାତ୍ରା ଦୁନିଆ ରେ ବହୁତ କଳା କାର ଅଛନ୍ତି ଆଉ ସେମାନେ ତାଙ୍କ ଅଭିନୟ ରେ କାହାକୁ ହସାନ୍ତି ଆଉ ତାଙ୍କ ଅଭିନୟ ଦେଖି ଦର୍ଶକ ମାନଙ୍କୁ କନ୍ଦେଇ ବି । ତାଙ୍କ ର ଅଭିନୟ ରେ ଥାଏ ନିଆରା ଅନୁଭୂତି ଆଉ ସେଇଠି ପାଇଁ ତ ତାଙ୍କ କମେଡି ସିନ୍ ଦେଖି ଲୋକ ମାନେ ହସି ହସି ଗଡି ବି ଜାଆନ୍ତି ଆଉ ତାଙ୍କ୍ ଅଭିନୟ ଦେଖି ଲୋକ ମାନେ କାନ୍ଦି ବି ପକାନ୍ତି ।

ଆପଣ ମାନେ ଜାଣିଥିବେ ଯାତ୍ରା ରେ ଅଭିନୟ କରିବା ସହଜ ନୁହଁ ବହୁତ କଷ୍ଟ ଥାଏ କାରଣ ସିନେମା ହେଉ କି ସିରିଏଲ ଏହି ସବୁ ରେ ଅଭିନୟ କରିବା ପାଇଁ ସଟ୍ କରିକି କରନ୍ତି କିନ୍ତୁ ଯାତ୍ରା ରେ କୌଣସି ବି କଟ୍ ନଥାଇ ବହୁତ ଲମ୍ବା ଲମ୍ବା ଲାଇନ ର ଡାଇଲଗ କୁହନ୍ତି ଆଉ ଅନ ଷ୍ଟେଜ୍ ରେ ଲୋକ ଙ୍କୁ ହସନ୍ତି ଆଉ କନ୍ଦେଇ ବି ଦିଅନ୍ତି ତାଙ୍କ ଅଭିନୟ ମାଧ୍ୟମ ରେ । ଲୋକ୍ ମାନେ ମଧ୍ୟ ଯାତ୍ରା କୁ ବହୁତ ଭଲ ପାଆନ୍ତି ଆଉ ଯାତ୍ରା ଦେଖିବା ପାଇଁ ଏବେ ଲୋକ ମାନେ ଚାତକ୍ ଭଳି ଅନେଇ ବସନ୍ତୀ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଳା କାର ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ ଯାତ୍ରା ରେ ବହୁତ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ମନ ଙ୍କୁ ଜିତି ନିଅନ୍ତି । ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ୍ ବିଷୟ ରେ ବହୁତ କିଛି ଜାଣିଛନ୍ତି । ସାରା ଓଡିଶା ବାସି ତାଙ୍କୁ ବହୁତ ଭଲ ପାଇବା ଦେବା ସହ ସମସ୍ତ ଙ୍କ ଘରେ ଘରେ ପରିଚିତ ମଧ୍ୟ୍ । ତେବେ ଏହି କଳାକାର ଙ୍କ ବିଷୟ ରେ ସମ୍ପୁର୍ଣ୍ଣ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ଆଜି ଆମେ ଯେଉଁ କଳା କାର ଙ୍କ ବିଷୟ କହିବାକୁ ଯାଉଛି ସେ ଆଉ କେହି ନୁହଁ ସେ ହେଉଛନ୍ତି ଗୌର ଦାସ । ଗୌର ଦାସ୍ ଯିଏ କି ବହୁତ ଚର୍ଚ୍ଚିତ କଳା କାର । ତାଙ୍କୁ ଓଡିଶା ବାସୀ ବହୁତ ଭଲ ପାଆନ୍ତି । ଗୌର ଦାସ ଙ୍କ ଅଭିନୟ ପାଇଁ ଲୋକ ମାନେ ତାଙ୍କୁ ବହୁତ ଭଲ ଭାବରେ ଜାଣନ୍ତି ଆଉ ତାଙ୍କ ଅଭିନୟ ପାଇଁ ତାଙ୍କୁ ଦର୍ଶକ ମାନଙ୍କ ଠାରୁ ବହୁତ ଭଲ ପାଇବା ପାଇଛନ୍ତି ।

ଆଉ ସେ ମଧ୍ୟ ଦର୍ଶକ ମାନଂକୁ ତାଙ୍କ ର ଅଭିନୟ ମାଧ୍ୟମ ରେ ବହୁତ ଭଲ ପାଇବା ଦେଇଛନ୍ତି ଦର୍ଶକ ମାନଂକୁ । ତେବେ ବର୍ତ୍ତମାନ ସମୟରେ ଗୌର ଦାସ ଦମ ଦାର ଅଭିନୟ କରୁଥିବାର୍ ନଜର ରେ ଆସିଛନ୍ତି ଗୌର ଦାସ ଯାହାର ଏବେ ଚର୍ଚ୍ଚା ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ୍ ହେବାକୁ ଲାଗୁଚି । ବର୍ତ୍ତମାନ ଏକ ଯାତ୍ରା ରେ ଅଭିନୟ କରିଥିବାର୍ ନଜର ରେ ଆସିଛନ୍ତି ଯେଉଁ ଯାତ୍ରା ର ନାଁ ହେଉଛି ” କର୍ଣ୍ଣ ଖୋଜୁଛି ତାର ନିଜ ଠିକଣା “।

ଏହି ନାଟକ ଟି ବହୁତ ଭଲ ହେଇଚି ଆଉ ଏହି ନାଟକ ରେ ବହୁତ ଦୁଃଖ ସିନ୍ ବି ଅଛି ଯାହାକୁ ଯିଏ ଦେଖିବ ସେ କାନ୍ଦି ପକେଇବ । କାରଣ ନାଟକ କୁ ଯିଏ ବି ଦେଖେ ସିଏ ସେହି କାହାଣୀ କୁ ନିଜ ର ବୋଲି ଭାବିନିଏ । ଆଉ ନାଟକ ମଧ୍ୟ ବହୁତ ଦୁଃଖ ସିନ ଗୌର ଦାସ କରିଛନ୍ତି । ଆଉ ନାଟକ ରେ ସେ କର୍ଣ୍ଣ ସାଜି ନିଜ ବାଟ ଖୋଜୁଛନ୍ତି । ଆଉ ଏଥିରେ ଗୋଟିଏ ସିନ ଅଛି ଯେଉଁ ଥିରେ ଭିକ ମାଗିଛନ୍ତି ଆଉ ଦର୍ଶକ ମାନେ ତାଙ୍କ ଦୁଃଖ ସହି ନପାରି ତାଙ୍କୁ ପଇସା ଦେଇଛନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କ ଦୁଃଖ ସହି ପାରିଲେ ନାହିଁ ଆଉ ଷ୍ଟେଜ୍ ଉପର କୁ ଉଠି ଆସିଲେ ତାଙ୍କ ଦୁଃଖ କୁ ଦୂର କରିବା ପାଇଁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *