ଆପଣ ମାନେ ଜାଣିଥିବେ କିଛିଦିନ ତଳେ ବାବୁଶାନ୍ ଙ୍କ ର ଏକ ଭିଡିଓ ଭାଇରାଲ୍ ହେଇଥିଲା ଯାହା କି ସମଗ୍ର ଓଡିଶା ବାସି ଏହି କଥା ଜାଣିଛନ୍ତି । ବାବୁଶାନ୍ ମହାନ୍ତି ଓ ପ୍ରକୃତି ମିଶ୍ର ଙ୍କୁ ରେଡ ହ୍ୟାଣ୍ଡ ରେ ଧରି ଥିଲେ ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି ଶତପଥୀ । ଯାହା କି ବହୁତ କଥା ଉଠି ଥିଲା । ଯାହା କି ସୋସିଆଲ୍ ମିଡ଼ିଆ ରେ ଏକ ଚର୍ଚ୍ଚା ର ବିଷୟ ପାଲଟି ଯାଇଥିଲା । ଏହି ସବୁ ପରେ ବାବୁଶାନ୍ ଚେନ୍ନାଇ କୁ ଯାଇଥିଲେ ଆଉ ପରେ ସେ ଫେରି ମଧ୍ୟ ଆସିଥିଲେ ।
ବାବୁଶାନ୍ ଙ୍କ ପାଇଁ ତାଙ୍କ ର ପୁରା ପରିବାର ବହୁତ କଷ୍ଟ ପାଇଛନ୍ତି । ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ମଧ୍ୟ ନିଜ ନିଜ ର ମନ୍ତବ୍ୟ ରଖିଥିଲେ । ସେତେବେଳେ ମଧ୍ୟ ସେମାନେ ତାଙ୍କ ବୋହୁ ତୃପ୍ତି କୁ ହିଁ ସାଥ ଦେଇଥିଲେ କାରଣ ତୃପ୍ତି ନିଜ ଜାଗା ରେ ଠିକ ହିଁ ଥିଲେ । ତାଙ୍କୁ ବାସ୍ କଷ୍ଟ ହେଇଚି କି ତାଙ୍କ ପୁଅ ତାଙ୍କ ଠାରୁ ଦୁରେଇ ଯାଇଥିଲା ।
ତେବେ ଏହି ବାବଦ ରେ କିଛି କହିଥିବାର ନଜର ରେ ଆସିଛନ୍ତି ବାବୁଶାନ୍ ଯାହା କି ଏବେ ବହୁତ ମାତ୍ରା ରେ ଭିଡିଓ ଭାଇରାଲ୍ ହେବାକୁ ଲାଗୁଚି । ତେବେ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ।
ବାବୁଶାନ୍ ସାରା ଓଡିଶା ବାସି ଙ୍କୁ ମାଗିଛନ୍ତି କ୍ଷମା ଯାହା କ୍ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି । ଆପଣ ମାନେ ଜାଣିଥିବେ ଏହି କିଛି ଦିନ ତଳେ ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କ ଭିଡିଓ ଭାଇରାଲ୍ ହେଇ ଥିଲା ଯାହା ପାଇଁ କି ଏବେ ବାବୁଶାନ୍ କ୍ଷମା ମାଗିଛନ୍ତି ସମଗ୍ର ଓଡିଶା ବାସି ଙ୍କୁ । ବାବୁଶାନ୍ ମହାନ୍ତି ଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଓ ତାଙ୍କ ଶଶୁର ଲଳିତ ଶତପଥୀ ତାଙ୍କ ନାଁ ରେ ଏକ କେସ ହେଇଚି । ବାବୁଶାନ୍ ମହାନ୍ତି ଙ୍କ ପାଇଁ ତାଙ୍କ ପରିବାର ବହୁତ କଷ୍ଟ ପାଇଛନ୍ତି ।
କ୍ଷମା ମାଗିବା ସହ ବାବୁଶାନ୍ ମହାନ୍ତି କହିଛନ୍ତି ଏମିତି ଆଗକୁ ଭୁଲ କେବେ କରିବେ ନାହିଁ । ସେ ନିଜେ ମାନି ନେଇଛନ୍ତି କି ବାବୁଶାନ୍ ଯାହା ବି କରିଥିଲେ ଭୁଲ କରିଥିଲେ । ସେ ବୁଝି ଯାଇ ଛନ୍ତି କି ପରିବାର ରେ ସମସ୍ତେ ଏକାଠି ରହିଲେ ହିଁ ଖୁସି ହୁଏ । ଆଉ ସ୍ବାମି ଓ ସ୍ତ୍ରୀ ମଧ୍ୟ ରେ ଯଦି 3ୟ ଲୋକ ଆସେ ତାହେଲେ ସେହି ପରିବାର ବିନାଶ କୁ ହିଁ ଯାଏ ।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।