Breaking News

“ମତେ ଡିନର ପାଇଁ ଘରକୁ ଡ଼ାକି ଭିଡ଼ିଓ କରି ମତେ ହଇରାଣ କରିଛି ” : ପୁଣି ସାମ୍ନାକୁ ଆସିଲା ବଡ ସତ … ଦେଖନ୍ତୁ ଭିଡିଓ

ଅକ୍ଷୟ ପରିଜା ଙ୍କ ନାଁ ରେ ଜଣେ ଯୁ-ବ-ତୀ ଆଣିଛନ୍ତି ଅଭିଯୋଗ । ଯୁବତୀ ଜଣଙ୍କ 1 ରୁ 2 ବର୍ଷ ହେବ ଶୋ-ଷ-ଣ ର ଶିକାର ହୋଇଛନ୍ତି । ସିଧାସଳଖ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ଯୁବତୀ ଜଣକ । ଏବଂ ଏହି ଅଭିଯୋଗ ରେ ଗୋଟିଏ ବଡ଼ ଚିତ୍ର୍ ସାମ୍ନା କୁ ଆସୁଛି ସେ ପ୍ରତିଷ୍ଠିତ ପ୍ରଜୋଜକ୍ ଅକ୍ଷୟ ପରିଜା ପ୍ରକୃତ ରେ ଏ ଘଟଣା ରେ ତାଙ୍କ ର ସମ୍ପର୍କ କଣ ।

ଏହି ବିଷୟ ରେ ଯେତେବେଳେ ଅକ୍ଷୟ ପରିଜା ଙ୍କୁ ପଚରା ଗଲା ଆଉ ଏହାକୁ ନେଇ ଅକ୍ଷୟ ପରିଜା କହିଲେ ସେ ଯୁବତୀ ଙ୍କୁ ଜାଣିଛନ୍ତି ହେଲେ ତାଙ୍କ ସହ ଏମିତି କିଛି ବି କରି ନାହାନ୍ତି ଯାହା ପାଇଁ ମୋ ନାଁ ଅଭିଯୋଗ କରିବେ । କିନ୍ତୁ ଯୁବତୀ କିଛି ତଥ୍ୟ ପ୍ରମାଣ୍ ମଧ୍ୟ ସାମ୍ନା କୁ ଆଣିଛନ୍ତି କିଛି ଫୋଟ ଆଣିଛନ୍ତି ସାମ୍ନା ଙ୍କୁ ଯେଉଁ ଥିରେ ସେ ଯୁବତୀ ନିଜେ ଉପସ୍ଥିତି ଅଛନ୍ତି ଆଉ ସେହି ଫୋ଼ଟ୍ ରେ ନିଜେ ଅକ୍ଷୟ ପରିଜା ମଧ୍ୟ ଉପସ୍ଥିତି ଅଛନ୍ତି ଯୁବତୀ ଜଣକ କହୁଛନ୍ତି ।

ତଦନ୍ତ ପରିସର ହେବା ପରେ ତଦନ୍ତ ବ୍ୟାପକ ଭାବରେ ହେବା ଦରକାର ଏବଂ ତଦନ୍ତ୍ ରେ ଯେଉଁ ବ୍ୟକ୍ତି ଅଛନ୍ତି ସେ ଅକ୍ଷୟ ପରିଜା କି ନୁହଁ ସେ କଥା ବି ଜାଣିବା ଦରକାର ଏବଂ ଯଦି ଅଭିଯୋଗ ସତ ହୋଇ ଥାଏ ତାହେଲେ ଅତ୍ୟନ୍ତ ସା-ଙ୍ଘା-ତି-କି କୁହାଯିବ । ଅକ୍ଷୟ ପରିଜା ଜଣେ ନୂଆ ପ୍ରଯୋଜକ୍ ନୁହନ୍ତି ସେ ଜଣେ ପ୍ରତିଷ୍ଠିତ ପ୍ରଯୋଜକ୍ ଅନେକ ବଡ଼ ବଡ଼ ପ୍ରୋଜକ୍ଟେ ତାଙ୍କ ର ହାତ ରହିଛି ।

ଏବଂ ତାଙ୍କ ମାଧ୍ୟମ ରେ ଅନେକ ଅଭିନେତା ମଧ୍ୟ ପ୍ରତିଷ୍ଠିତ ହୋଇଛନ୍ତି ଏବଂ ଅନେକ ଅଭିନେତା ଙ୍କୁ ମଧ୍ୟ ସୁଯୋଗ ମିଳିଛି । ତାହାସହ ଅକ୍ଷୟ ପରିଜା ଓଡିଶା ର ଏବଂ ଓଡିଶା ବାହାରେ ମଧ୍ୟ ତାଙ୍କ ବେସ୍ ସୁନାମ ରହିଛି । କିନ୍ତୁ ଏଭଳି ସ୍ଥିତି ରେ ଯେତେବେଳେ ଅକ୍ଷୟ ପରିଜା ଙ୍କ ନାଁ ରେ ଏଭଳି ଅଭିଯୋଗ ଆସୁଛି ପ୍ରକୃତ ରେ ଏହି ଦିଗ କୁ ତର୍ଜମା କରିବାର ଆବଶ୍ୟକତା ରହିଛି ।

ଯଦି ଏହି ଅଭିଯୋଗ ର କିଛି ସତ୍ୟତା ବାହାରେ ତାହେଲେ ଆହୁରି ତାଙ୍କ ଗୁମର ଫିଟିବ କି । ଯଦି ଅକ୍ଷୟ ପରିଜା ସିଧାସଳଖ ଏହି ଅଭିଯୋଗ କୁ ନେଇ କହିଛନ୍ତି କି ସେ ସେହି ଯୁବତୀ ଙ୍କୁ ଜାଣିଛନ୍ତି କିନ୍ତୁ ତାଙ୍କ ସହ କିଛି ଖରାପ କାମ କରି ନାହାନ୍ତି । କିନ୍ତୁ ଯୁବତି ଜଣକ ଯାହା ଅଭିଯୋଗ କରିଛନ୍ତି ତାହା ଆହୁରି ସାଙ୍ଘାତିକ୍ । ଯୁବତୀ ଜଣକ ଅଭିଯୋଗ କରିବା ସହିତ କିଛି ପ୍ରମାଣ ମଧ୍ୟ ରଖିଛନ୍ତି ଯାହା ପାଇଁ ଏବେ ଏହି ତଥ୍ୟ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।

ଏହି ଯୁବତୀ ଜଣକ ଯେଉଁ ସବୁ ପ୍ରମାଣ ଆଣିଛନ୍ତି ତାକୁ ନେଇ ତର୍ଜମା କରିବା ମଧ୍ୟ ଦରକାର । କାରଣ ପ୍ରମାଣ ରେ ଯେଉଁ ଫୋଟ ଆଣିଛନ୍ତି ସେହି ଫୋଟ ରେ ଅକ୍ଷୟ ପରିଜା ଙ୍କ ଭଳି ଦେଖା ଯାଉଥିବା ଜଣେ ଯୁବକ ଅଛନ୍ତି ଆଉ ସେହି ଯୁବତୀ ଜଣକ ମଧ୍ୟ ଅଛନ୍ତି ଏହି କଥା ନୁଜେ ଯୁବତୀ କହୁଛନ୍ତି ତେଣୁ ସେହି ବ୍ୟକ୍ତି ଅକ୍ଷୟ ପରିଜା କି ନୁହଁ ସେ ବିଷୟ ରେ ତର୍ଜମା କରିବା ଆବଶ୍ୟକ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *