Breaking News

“ମତେ ସିନ୍ଦୁର ନ ଦେଇ ପ୍ରେ-ଗ-ନେ-ଣ୍ଟ କଲେ ” ,ଏ ପୁଅ ତୁମର ଦୀନେଶ ! ପ୍ଲିଜ଼ ମତେ ଗ୍ରହଣ କର …

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଏହି ଭିଡିଓ ଟି ପ୍ରେମୀ ଯୁଗଳ ଙ୍କୁ ନେଇ ଆସିଛି । ତାହେଲେ ପ୍ରେମୀ ଯୁଗଳ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଭାଇରାଳ ହୋଇଥାଏ ।

ଆପଣ ମାନେ ଜାଣିଥିବେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଭାଇରାଲ ହୋଇଥାଏ ଓ ଏହି ଭିଡିଓ ମଧ୍ୟ ରୁ ବହୁ ଭିଡିଓ ରହିଛି ଆଶ୍ଚର୍ଯ୍ୟ ଓ ଚଳିତ କଲା ଭଳି ଭିଡିଓ ।ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅଧିକ ଲ-ଜ୍ୟା ଜ-ଣ-କ ଭିଡିଓ ବା ଖବର ଶୁଣିବାକୁ ଓ ଦେଖିବାକୁ ପାଉଥିବେ । ତେବେ ଲ-ଜ୍ୟା ଜଣକ ଭିଡିଓ ପ୍ରାୟତ ଅଧିକ ପ୍ରେମୀ ଯୁଗଳ ମାନ ଙ୍କୁ ନେଇ ଆସିଥାଏ ।

ବର୍ତ୍ତମାନ୍ ସମୟ ରେ ସେହିଭଳି ଏକ ଖବର ଆସିଛି ଯାହାକି ସବୁ ଖବର ଠାରୁ ଟିକେ ଭିନ୍ନ ଅଟେ । ଖବର ଟି ହେଉଛି ଯେ ପ୍ରେମୀ ଯୁଗଳ ମାନେ ପରଷ୍ପର କୁ ଭଲ ପାଇଲେ ଓ ଶା-ରି-ରୀ-କ ସ-ମ୍ପ-ର୍କ ରଖିଲେ ଓ ପ୍ରେମିକା ଜଣକ ଗ-ର୍ଭ-ବ-ତୀ ହେବା ପରେ ପିଲା ଜନ୍ମ। କରିଥିଲେ କିନ୍ତୁ ବର୍ତ୍ତମାନ୍ ସମୟ ରେ ପ୍ରେମିକ ନିଜ ପ୍ରେମିକା ଓ ପିଲା କୁ ଗ୍ରହଣ କରୁ ନାହାଁନ୍ତି ।

ନ୍ଧ ପ୍ରେମିକା କହୁଛି ଯେ ଦିନେଶ ମୁଁ ତୁମ କଥା କୁ ବିଶ୍ୱାସ କଲି ତମକୁ ଭଲ ପାଇଲି ଶା-ରି-ରୀ-କ ସ-ମ୍ପ-ର୍କ ରଖିଲି ଓ ମୋ କୁଲ୍ ରେ ଜନ୍ମ ନେଇଥିବା ଏହି ପିଲା ଟି ତୁମର , ବିଶ୍ୱାସ କର ମୁଁ ଆଉ କାହା ସହିତ ସଂ-ପ-ର୍କ ରଖି ନାହିଁ । ଏହି ପିଲା ତୁମର ମୋତେ ଗ୍ରହଣ କର , ମୁଁ ତୁମ ଘର ଆଗ ରୁ ଯାଇ ପାରିବି ନାହିଁ । ଯେଉଁ ପର୍ଯ୍ୟନ୍ତ ତୁମେ ମୋର ପିଲା କୁ ଗ୍ରହଣ କରି ନାହଁ ।

 

ପ୍ରେମିକା ଙ୍କ ନାମ ହେଉଛି ଦୀପିକା , ସେ ଏକ ସୋ ରୁମ କାମ କରୁଥଲେ ଓ ସେହି ଥରେ ଦିନେଶ ସହ ଦେଖା ହେବା ପରେ କଥା ଆଗକୁ ବଢିଥିଲା । ଉଭୟ ପରସ୍ପର କୁ ଭଲ ପାଇଲେ ଓ ଲିଭ୍ ଇନ୍ ରିଲେସନ ରହିଲେ , ବହୁ ଥର ଶା-ରି-ରୀ-କ ସ-ମ୍ପ-ର୍କ ରଖିବା ପରେ ଦୀପିକା ଙ୍କ ଠାରୁ ଛୁଆ ଟି ଜନ୍ମ ନେଲା ସେବେ ଠାରୁ ଦିନେଶ ମନ୍ ରେ ଖାଲି ସନ୍ଦେହ ! ପିଲା ଟି କୁ ଦେଖି କହିଲେ ସେ ଛୁଆ ମୋର୍ ନୁହଁ , ତାହେଲେ ତାକୁ ପ୍ରମାଣ କରିବା ପାଇଁ ଦୀପିକା DNA ଟେଷ୍ଟ କରିବାକୁ ବାଧ୍ୟ ହେଲେ ଓ ଶେଷ ରେ DNA ଟେଷ୍ଟ କରିବା ପରେ କହିଲେ ଦିନେଶ ଦେଖ ଏହି।ପିଲା ଟି ତମର । ଦିନେଶ ଘର୍ ଆଗ ସମ୍ନା ରେ ବର୍ତ୍ତମାନ୍ ଦୀପିକା ବସିଛି , ଗ୍ରହଣ ନ କରିଲା ପର୍ଯ୍ୟନ୍ତ ସେ ସେହିଭଳି ସେମିତି ବସିବେ , ଦେଖା ଯାଉ ଆଗାମୀ ଦିନ ରେ ଦିନେଶ ଗ୍ରହଣ କରୁଛନ୍ତି କି ନାହିଁ ।।

About admin

Check Also

Exclusive: ମେଡିକାଲ୍ ରେ ପିଣ୍ଟୁ ନନ୍ଦ ଓ ସ୍ତ୍ରୀ ଶିଳ୍ପାଙ୍କ କଥାବାର୍ତ୍ତା ଆସିଲା ସାମ୍ନାକୁ … ଦେଖନ୍ତୁ

ଓଲିଉଡ଼ ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦ ଙ୍କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନା କୁ ଆସିଛି । …

Leave a Reply

Your email address will not be published. Required fields are marked *