ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ମିହିର ଦାସ ଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ଯିଏ କି ଲିଭର ଜନିତ ରୋଗ କାରଣ ମୃତ୍ୟୁ ବରଣ କରିଛନ୍ତି । ବର୍ତ୍ତମାନ ସମୟ ରେ ଅମ୍ଳାନ ସମ୍ପୂର୍ଣ ଭାବେ ଏକଲା ହୋଇ ଯାଇଛନ୍ତି । କିଛି ଦିନ ତଳେ ମାଆ ଚାଲି ଯାଇଥିଲା ଓ ପରେ ବାପା ଓ ବର୍ତ୍ତମାନ ସମୟ ରେ ସାନ ଭାଇ ମଧ୍ୟ ଅମ୍ଳାନ କୁ ଛାଡ଼ି ଚାଲି ଯାଇଛନ୍ତି ।
ଅକ୍ଲାନ୍ତ ଦାସ ଙ୍କ ମୃତ୍ୟୁ ପରେ ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଛନ୍ତି ଅମ୍ଳାନ ଦାସ । କେବଳ ଅମ୍ଳାନ ଦାସ ନୁହଁନ୍ତି ବରଂ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ମନ ଦୁଃଖ ରେ ଅଛନ୍ତି ଓ ତାଙ୍କୁ ମନେ ପକାଇ ଅନେକ କିଛି କଥା କହୁଛନ୍ତି । ବର୍ତ୍ତମାନ ସମୟ ରେ ହାସ୍ୟ ଅଭିନେତା କାଳିଆ ଯିଏ କି ଅକ୍ଲାନ୍ତ ଙ୍କ ଅତୀତ ର କଥା କୁ ମନେ ପକାଇ ଅନେକ କଥା କହୁଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା ।
ରିକି ମୋ ସାନ ଭାଇ ଭଳି କିନ୍ତୁ ସେ ଆମ ମାନ ଙ୍କୁ ଛାଡି ଚାଲିଗଲା ଓ ଯେଉଁଥି ପାଇଁ ମୋତେ ବହୁତ୍ କଷ୍ଟ ହେଉଛି । ମୁଁ ସାନ ଭାଇ ସହ ୧୫ ରୁ ୧୬ ବର୍ଷ ହେଲା ମିଶିଛି , ମିହିର ଭାଇ ମୋତେ ଯେତିକି ଭଲ ପାଆନ୍ତି ରୀକି ମଧ୍ୟ ସେତିକି ଭଲ ପାଏ । ବର୍ତ୍ତମାନ ସମୟ ରେ ଚିକି ଏକୁଟିଆ ହୋଇ ଗଲା । ବିନା ମଦ୍ୟପାନ ରେ ମଧ୍ୟ କ୍ୟାନ୍ସର ହେଉଛି ।
ରିକୀ ବା ଅକ୍ଲାନ୍ତ ଦାସ ଯିଏ କି ଘରେ ସେହି ଲୋକ ମାନ ଙ୍କୁ ପାଟି କରନ୍ତି ଯେଉଁ ମାନେ ଘରେ ସିଗାରେଟ ଟାଣନ୍ତି ଏବଂ ସେମାନ ଙ୍କୁ କହି ଥାଆନ୍ତି ଘରୁ ବାହାରି କରି ଦେବୀ । ମିହିର ଭାଇ ଅକ୍ଲାନ୍ତ ଙ୍କୁ ବହୁତ୍ ଭଲ ପାଆନ୍ତି ଓ ଡରନ୍ତି ବି ମଧ୍ୟ । ଖାଇବା ପିଲା ଟା ସବୁବେଳେ ଖାଇବ । ସମ୍ମାନ ଦେଇ ସମସ୍ତ ଙ୍କ ସହ କଥା ହୁଏ ।
ଅମ୍ଳାନ ଓ ଅକ୍ଲାନ୍ତ ଦୁଇ ଭାଇ ନ ଥିଲେ ବରଂ ଦୁଇ ଭାଇ ନ ଥିଲେ ଦୁଇ ସାଙ୍ଗ ଥିଲେ । ଉଭୟ ଙ୍କ ମଧ୍ୟ ରେ ଝଗଡ଼ା ହୋଇଥାଏ ଉଭୟ ପରସ୍ପର କୁ ବହୁତ୍ ଭଲ ପାଇ ଥାଆନ୍ତି ଏକାଠି ହୋଇ ଶୋଇ ଥାଆନ୍ତି ନଦା ନଦି ହୋଇ , ଯେତେବେଳେ ଭାଇ ଡାକୁଥିବେ ତ କେତେବେଳେ ଯାନୁ, ଭଳି ଅନେକ କିଛି । ଖୁସି ର ସଂସାର ରେ ଦୁଃଖ ଲାଗିଗଲା ।ପ୍ରଥମେ ମାଆ ଗଲେ ତାର ବାପା ଗଲେ ଓ ବର୍ତ୍ତମାନ ଭାଇ ଚାଲିଗଲେ ଅମ୍ଳାନ ଏକୁଟିଆ ହୋଇ ରହିଗଲା । ଏହି ଭଳି ଭାବେ କାଳିଆ ଅନେକ କଥା କହିଛନ୍ତି ।।