Breaking News

ମନ କିଣିନେଲା ବଙ୍ଗାଳି ଟୋକା , ଆମେରିକା ଛାଡି ପ୍ରେମିକ ପାଖକୁ ଚାଲି ଆସିଲେ ପ୍ରେମିକା … ଦେଖନ୍ତୁ ଭିଡିଓ

ବନ୍ଧୁଗଣ ବର୍ତ୍ତମାନ ସମୟରେ ବହୁତ ନୂଆ ନୂଆ ଖବର ଆସୁଛି କିଛି ଏମିତି ଘଟଣା ଘଟୁଛି ଯାହା ଆଗରୁ ଆପଣ ମାନେ କେବେ ଭାବି ନଥିବେ । ସୋସିଆଲ୍ ମିଡ଼ିଆ ଏମିତି ଏକ ପ୍ଲାଟଫର୍ମ ବନି ସାରିଛି ଯାହା ପାଇଁ ଯିଏ ଯେଉଁ ଥି ବି ଥିଲେ ବହୁତ ଶୀଘ୍ର ଏକାଠି ହେଇ ଯାଉଛନ୍ତି । ଏହି ସୋସିଆଲ୍ ମିଡ଼ିଆ ମାଧ୍ୟମ ରେ ଆମେ କାହା ସହ ବି କନେଟ୍ ହେଇ ପାରୁ ।

କେତେ ପୁରୁଣା ସାଙ୍ଗ ଏହି ଠାରୁ ମିଳି ଜାଆନ୍ତି ଆଉ କେତେ ନୁଆ ନୂଆ ସାଙ୍ଗ ମଧ୍ୟ ହୋଇ ଥାନ୍ତି । ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁ ଥି ରେ ଅଲଗା ଅଲଗା ଦେଶ ରୁ ଆସି ପ୍ରେମ କରିଛନ୍ତି ଯାହା ର ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେଉଛି । ତେବେ ବନ୍ଧୁଗଣ ଏହି ବିଷୟ ରେ ସମ୍ପୂର୍ଣ୍ଣ ବିବରଣୀ କୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ଆଜ୍ଞା ହଁ ପ୍ରେମ ପାଇଁ ସାତ ଦରିଆ ପାରି ହେବା କଥା ଆମେ ବହୁତ ଗପ ଓ କାହାଣୀ ରୁ ହିଁ ଜାଣିଚେ । ଆଉ ଏହା କୁ ସତ ବୋଲି ପ୍ରମାଣ କରିଛନ୍ତି ଆମେରିକା ର୍ ବାସିନ୍ଦା । ସୋସିଆଲ୍ ମିଡ଼ିଆ ରୁ ପରିଚୟ୍ ସୃଷ୍ଟି ହୋଇ ଥିଲା । ପରିଚୟ୍ କିଛି କଥା ବାର୍ତା ଆରମ୍ଭ ହେଲା ଆଉ ଏହି କଥା ବାର୍ତା ରୁ ବନ୍ଧୁ ଆଉ ବନ୍ଧୁ ରୁ ପ୍ରେମ ସୃଷ୍ଟି ହେଲା । ଆଉ ଏବେ ପ୍ରେମ ରୁ ବିବାହ । 3 ବର୍ଷ ପୂର୍ବ ରୁ ଦୁହିଁ ଙ୍କ ପରିଚୟ୍ ସୃଷ୍ଟି ହୋଇ ଥିଲା ।

ଧୀରେ ଧୀରେ ସେମାନେ ପ୍ରେମ ସମ୍ପର୍କ ରେ ବାନ୍ଧି ହୋଇ ଥିଲେ । ପ୍ରେମ ରେ ପଡି ଏକାଠି ରହିବା ର ସ୍ବପ୍ନ୍ ମଧ୍ୟ ଦେଖି ଥିଲେ । ଆଉ ପ୍ରେମିକ ଥରେ ତାଙ୍କ ପ୍ରେମିକା କୁ ଦେଖା କରିବାକୁ ଯାଇଥିଲେ । ପରେ ପ୍ରେମିକା ମୁସିଦାବାଦ କୁ ଆସିବାକୁ ସ୍ଥିର କରିଥିଲେ । ପାସପୋଟ୍ ଭିସା ବାହାର କରି ଫ୍ଲାଇଟ ଦ୍ବାରା ତାଙ୍କ ପ୍ରେମିକ ପାଖ କୁ ଆସିଥିଲେ । ଆଉ ତାଙ୍କ ପ୍ରେମିକ ତାଙ୍କ ସାଙ୍ଗ ରେ ଗାଁ ରାଣୀ ନଗର କୁ ଆଣି ଥିଲେ । ପ୍ରଥମେ ମୁସବିର୍ ପରିବାର୍ ଲୋକେ ଫରା କ୍ ଗ୍ରହଣ କରୁ ନଥିଲେ ।

ପରେ ଦୁହିଁ ଙ୍କ ର ନିବିଡ଼ ସମ୍ପର୍କ ପାଇଁ ଫରା କୁ ଗ୍ରହଣ କଲେ ମୁସାବିର ର ପରିବାର ଲୋକେ । ରବିବାର ଦୁହେଁ ବିବାହ କରି ଥିଲେ ମୁସାବିର୍ କହି ଥିଲେ ମୋ ଉପରେ ବିଶ୍ବାସ କରି ସେ ଦୂର ଆମେରିକା ରୁ ଆସିଛି ମୁଁ ତାର ବିଶ୍ବାସ ର ସମ୍ମାନ କୁ ରକ୍ଷା କରିବି । ଫରାନ୍ ମୁସାବିର ଙ୍କୁ ଆମେରିକା ନେବା କୁ ଇଚ୍ଛା ପ୍ରକାଶ ମଧ୍ୟ କରିଛନ୍ତି । ତେବେ କଣ ମୁସାବିର ତାଙ୍କ ପତ୍ନୀ ଙ୍କ ସହିତ ଆମେରିକା ଯିବେ ନା ମୁସିଦାବାଦ ରେ ଦୁହେଁ ମିଶି ସଂସାର କରିବେ ଏହା ଦୁହିଁ ଙ୍କ ଉପରେ ନିର୍ଭର କରୁଛି ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *