ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ପ୍ରତିବର୍ଷ କିଛି ନା କିଛି ଚଳଚ୍ଚିତ୍ର ଆସିଥାଏ । ଏହି ଚଳଚ୍ଚିତ୍ର ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନଜର ଆସି ଥାଆନ୍ତି ।ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ।
ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଅର୍ଚ୍ଚିତା ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ଆଜିଆମେ ଏହି ଭିଡିଓ ବିଷୟ ରେ ଜାଣିବା । ଆପଣ ମାନେ ଅର୍ଚ୍ଚିତା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ।
ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ବହୁ ସାରା ଚଳଚିତ୍ର ନିଜ ଜବରଦସ୍ତ ଅଭିନୟ ଦେଖାଇ ଚଳଚିତ୍ର କୁ ଲୋକ ପ୍ରିୟ କରାଇ ପାରିଛନ୍ତି । ଆପଣ ମାନେ ଜାଣିଥିବେ ଅର୍ଚ୍ଚିତା ଅଭିନେତା ସବ୍ୟ ଙ୍କ ସହିତ ବହୁ ସାରା ଚଳଚିତ୍ର ରେ ନଜର ଆସିଛନ୍ତି । ଅର୍ଚିତା ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଅନେକ ନାମ ଅର୍ଜନ କରିଛନ୍ତି ।
ଅଭିନେତ୍ରୀ ଅର୍ଚ୍ଚିତା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟ ଙ୍କୁ ବିବାହ କରି ବେସ୍ ଖୁସି ରେ ଅଛନ୍ତି । ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ଅର୍ଚ୍ଚିତା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ଅଭିନେତ୍ରୀ ଅର୍ଚ୍ଚିତା ବର୍ତ୍ତମାନ ସମୟ ରେ ନମାଜ ପାଠ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଏହି ଦୃଶ୍ୟ ଟି ହେଉଛି ଏକ ସୁଟିଂ ସେଟ ର ଦୃଶ୍ୟ ଆଗାମୀ ଦିନ ମାନ ଙ୍କ ରେ ଅର୍ଚ୍ଚିତା ଙ୍କୁ ନେଇ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚ୍ଚିତ୍ର ଟି ର ନାମ ହେଉଛି ମହିଷାସୁର । ତେବେ ତରଙ୍ଗ ଚ୍ୟାନେଲ ର ୪୭ ତମ ଚଳଚ୍ଚିତ୍ର ମହିଷାସୁର ଚଳଚ୍ଚିତ୍ର ରେ ନଜର ଆସିବେ ଅର୍ଚ୍ଚିତା । ଏହି ଚଳଚ୍ଚିତ୍ର ରେ ସେ ଆଇନଜୀବୀ ହୋଇଛନ୍ତି ଓ ସେ ମୁସଲିମ ପରିବାର ରେ ଜନ୍ମ ହୋଇଛନ୍ତି ।
ଅର୍ଚ୍ଚିତା ଙ୍କ ନାମ ହୋଇଛି ସବାନା ବେଗମ୍ ରହିଛି , ଏଥିରେ ସେ ମୁସଲମାନ ଙ୍କ ଭଳି ବସ୍ତ୍ର ପରିଧାନ କରିବା ସହ ନମାଜ ପାଠ କରୁଛନ୍ତି , ଏହି ସୁଟିଂ ସେଟ ର ଦୃଶ୍ୟ ଟି କୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ । ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ଅଭିନେତା ବବି ମିଶ୍ର ଓ ରାକେଶ ଧଲ ନଜର ଆସିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।