Breaking News

ମହାନଦୀରେ ବନ୍ୟାର ଏକ ଅଦ୍ଭୁତ ଦୃଶ୍ୟ, କାରରେ ନୁହେଁ ବୋଟରେ ଆସିଲେ କନିଆ, ବୋଟରୁ ପାଛୋଟି ଆଣିଲେ ଅଗ୍ନିସମ ବିଭାବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବିବାହ ସମୟ ରେ ବର୍ ଓ କନ୍ୟା ବିବାହ ପାଇଁ କାର ରେ ଆସି ଥାଆନ୍ତି । ବର୍ତ୍ତମାନ୍ ସମୟ ରେ କନିଆ କାର ରେ ନ ଆଦି ବୋଟ ରେ ଆସିଛନ୍ତି ବିବାହ ପାଇଁ । କନ୍ୟା କୁ ପାଛୋଟି ଆଣିଲେ ଅଗ୍ନିଶମ ବିଭାଗ , ବାହାଘର ପାଇଁ ବଢ଼ି ନଦୀ ପାର ହୋଇ ଆସିଲେ କନ୍ୟା । ଦରିଆ ପାରି ହୋଇ କନ୍ୟା ଆସିଛି ବିବାହ ପାଇଁ ।

ବଧୂ ବେଶ୍ ସାଜି କନ୍ୟା ଆସିଛି ବୋଟ ରେ , ବର୍ କୁ କନ୍ୟା କହୁଛି ତୁମେ ଅଦୌମ ବ୍ୟସ୍ତ ହୁଅ ନାହିଁ । ଠିକ୍ ସମୟ ରେ ଆମ ବିବାହ ଘର୍ ହେବ ଓ ଆମେ ଅଗ୍ନି ସାକ୍ଷୀ ରଖି ସାତ ଘେରା ବୁଲୁ ସାତ ଜନ୍ମ ଏକାଠି ରହିବା ର ପ୍ରତିଶୃତି ନେବା । ଏହି ଭଳି ନିଜ ମନ୍ ରେ ଭାବି ନଇବଢ଼ି ପାର ହେଉଛନ୍ତି କନ୍ୟା ।

ଏହି ଭଳି ଦୃଶ୍ୟ ଦେଖିବାକୁ ମିଳୁଛି କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇମୁଣ୍ଡି ଗ୍ରାମ ରେ । ଆପଣ ମାନେ ଏହି ଦୃଶ୍ୟ ଟି କୁ ଆମର ଏହି ପେଜ ମାଧ୍ୟମ ରେ ବେଶ୍ ଭଲ ଭାବରେ ଦେଖିବାକୁ ପାଉଥିବେ । କିଭଳି ଭାବେ କନ୍ୟା କୁ ପର କରାଇଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ।

ବୋଟ ରେ ରହିଛନ୍ତି କନ୍ୟା ଙ୍କ ସହ ତାଙ୍କ ସାଙ୍ଗ ସାଥି ମାନେ , ବର୍ତ୍ତମାନ୍ ସମୟ ରେ ରାଜ୍ୟ ଜାରି ରହିଛି ବର୍ଷା ଓ ଯାହା ଫଳ ରେ କୁ ତଳିଆ ଅଞ୍ଚଳ ର ରାସ୍ତା ସବୁ ବନ୍ଦ ହୋଇ ଯାଇଛି ଓ ଏହି ସମୟ ରେ ଯାହା ଭରସା ବୋଟ ଉପରେ । ପ୍ରବଳ ବର୍ଷା ହେବା କାରଣରୁ

ଗାଇମୁଣ୍ଡୀ ଗାଆଁ ରେ ମହାନଦୀ ର ବନ୍ୟା ପାଣି ପଶି ଯାଇଥିଲା ଓ ବୋହୂ ବେଶ୍ ସାଜି ଥିବା ମଦାଙ୍ଗିନି ବାହା ହେବା ପାଇଁ ଗାଆଁ ରୁ ବାହାରି ପାରି ନ ଥିଲେ । ତାଙ୍କ ସହ ପାରାଦୀପ ଅଞ୍ଚଳ ର ଜଣେ ଯୁବକ ଙ୍କ ବିବାହ ହୋଇ ଥାଆନ୍ତା , ଏହି ଅସୁବିଧା ଜାଣିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ତାଙ୍କୁ ବୋଟ ରେ ନଈବଢ଼ି ପାର କରିଥିଲେ ।

ପାରାଦୀପ ରେ ପହଂଚିବା ପରେ ଉଭୟ ଙ୍କ ବିବାହ ବେଶ୍ ଧୁମ୍ ଧାମରେ ହୋଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ମାନ ଙ୍କ ଏହି କାର୍ଯ୍ୟ ପାଇଁ ସେମାନେ ସବୁଠି ପ୍ରଶଂସା ପାଉଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *