ଏହି କିଛି ଦିନ ହେଲା ଲଗତାର୍ ବର୍ଷା ହେବା କାରଣ ବହୁତ ଅସୁବିଧା ର ଲୋକ ମାନେ ସମ୍ମୁଖୀନ ହେଇଛନ୍ତି । ଆଉ ଏହି ଲଗତାର୍ ଲଘୁଚାପ ପାଇଁ ନଈ ବଢ଼ି ମଧ୍ୟ ହୁଏ ଯାହା କି ଲୋକ ମାନଂକୁ ଅଧିକ ରୁ ଅଧିକ ବିପଦ ର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଏପରି ଏକ ଖବର ବର୍ତ୍ତମାନ ସମୟରେ ନଜର ରେ ଆସିଛି ଯାହା ଦୁଃଖ ମୟ ଖବର କିନ୍ତୁ ଭଗବାନ ଙ୍କ କୃପା ରୁ ବିପଦ ରେ ପଡ଼ିଥିବା ଲୋକ ମାନଙ୍କ ର କିଛି ଅସୁବିଧା ହୋଇ ନାହିଁ ।
ତେବେ ସମ୍ପୁର୍ଣ୍ଣ ଖବର ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢ଼ନ୍ତୁ ତାହେଲେ ଯାଇ ଆପଣ ମାନେ ସବୁ ତଥ୍ୟ ସଠିକ ଭାବରେ ପାଇ ପାରିବେ । ତେବେ ଆସନ୍ତୁ ଜାଣିବା କ’ଣ ହେଲା ସେହି ଯାତ୍ରୀ ମାନଙ୍କ ସହ କେମିତି ସେମାନେ ରକ୍ଷା ପାଇଲେ ଏତେ ବଡ଼ ବିପଦ ରୁ ।
ବନ୍ୟା ଜଳରେ ଭାସିଗଲା କାର ଏବଂ ଆଉ କାର ଭିତରେ ରହିଥିଲେ 4 ଜଣ । ଅଳ୍ପ ସମୟ ମଧ୍ୟରେ ବଞ୍ଚି ପାରିଲେ 4 ଜଣଙ୍କ ଜୀବନ । ଲଘୁଚାପ ଜନିତ ବର୍ଷା ଯୋଗୁ ରାଜ୍ୟ ତଳିଆ ଅଞ୍ଚଳ ଟି ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।ଏହାରି ମଧ୍ୟରେ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ବନ୍ୟା ପରିସ୍ଥିତି ଆଗକୁ ମାଡି ଆସିବା ଫଳରେ ରାସ୍ତା ଘାଟ ବନ୍ଦ ହୋଇଥିଲା ।ଏବଂ ଏହା ପରେ ବନ୍ୟା ଜଳରେ ଭାସିଗଲା ଏକ କାର ଆଉ ସେଥିରେ ଫସି ରହି ଥିଲେ 4 ଜଣ ଯାହା କି ଏବେ ଏହି ଖବର ସୁଚନା ମିଳିଛି । ଆଉ ଏହି ଭିଡିଓ ଟି ବର୍ତ୍ତମାନ ଚର୍ଚ୍ଚା ବିଷୟ ରେ ଚାଲିଛି ।
କାର ଥିବା 4 ଜଣଙ୍କୁ ଉଦ୍ଧାର କରିଥିଲେ ଅଗ୍ନିସମ ବାହିନୀ ମାନେ । ତେବେ ପୁରୁଣା କଟକ ସମ୍ବଲପୁର ରାସ୍ତା ର ଘଣ୍ଟି ଖାଲରେ କାର ଟି ଫସି ଜାଇଥିବା ର ଜଣା ପଡିଛି ।ରାତି 11 ଟା ରୁ 2 ଟା ସମୟରେ ସେମାନେ ପାଣି ରେ ଫସି ଯାଇଥିଲେ । ରାସ୍ତାର ନିଧିପୁର ଗଡା଼ ରେ କାର ଟି ଫସି ଜାଇଥିଲା ଓ 4 ଯାତ୍ରୀ ବାହାରକୁ ବାହାରକୁ ବାହାରି ଆସିଥିଲେ ମଧ୍ୟ ପାଣି ଭିତରେ ଫସୀ ଯାଇଥିଲେ ଏବଂ ଯ଼େଉଁ ମାନଙ୍କୁ ପରେ ଉଧାର କରା ଯାଇଥିଲା।
ଗତ କାଲି ରାତି 12:03 ରେ ଇନଫରମେସନ ମିଳିଲା ପୋଲିସ ଙ୍କୁ । କାର୍ ଟି ଘଣ୍ଟି ଖାଲ୍ ନିଧିପୁର ପାଖ ରେ ଥିବା ରେଳଷ୍ଟେସନ ରେ ଭାସି ଯାଉଛନ୍ତି । ତେଣୁ ପୋଲିସ ମାନେ ସଙ୍ଗେ ସଙ୍ଗେ ଖୁଣ୍ଟୁଣୀ ଦେଇ ସେ ସ୍ଥାନ ରେ ପହଞ୍ଚି ଥିଲେ । ସେହି ଜାଗା କୁ ଗଲା ପରେ ସେ ଏରିଆ ପୁରା ଅନ୍ଧାର୍ ମୟ ହୋଇ ଥିଲା ଭାଗ୍ୟ କୁ ମୋବାଇଲ ଲାଇଟ୍ ଦ୍ବାରା ଜାଣି ପାରିଲେ ଆଉ ତାକୁ କେବଳ ଅନୁନ୍ଧାନ କରିକି ବୋଟିଙ୍ଗ ଦ୍ବାରା ସେ ଲୋକ ଙ୍କ ପାଖ ରେ ପହଞ୍ଚି ଥିଲେ ।
ତାଙ୍କ ପାଖ କୁ ପହଞ୍ଚିଲା ବେଳ କୁ କାର ରେ ଫସି ରହିଥିବା ଲୋକ ମାନେ କାର ରୁ ବାହାରି କାର ଉପରେ ଥିଲେ । ତାପରେ ସେମାନଙ୍କ ଙ୍କୁ ଉଦ୍ଧାର କରି ବୋଟିଙ୍ଗ ସାହାଯ୍ୟ ରେ ସେଠାରେ ଥିବା ଜଣଙ୍କ ଘରେ ତାଙ୍କ ନେଇ ରଖେଇଲେ ପୋଲିସ ମାନେ ।
ସେହି ଯାତ୍ରା ମାନେ ପୁରୀ କୁ ଯାଇଥିଲେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ ଆଉ ସେଠାରୁ ତାଙ୍କ ବାସ ସ୍ଥାନ ଅନୁଗୁଳ କୁ ଆସୁଥିଲେ ।
ଭଗବାନ ଙ୍କ କୃପା ରୁ ସେହି ଗାଡି ରେ ଥିବା ସବୁ ଯାତ୍ରୀ ମାନେ ବହୁତ ଭଲ ରେ ଅଛନ୍ତି । ଆଉ ଆସ କରା ଯାଉଛି ତାଙ୍କ୍ ଭଳି ଆଉ କାହା ସହ ଏମିତି ନ ହଉ । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।