Breaking News

ମହାଭାରତ ସମୟରେ ହୋଇଥିଲା ଏକାଥରେ ଦୁଇଟି ଗ୍ରହଣ, ଏଥର ବି ହେବକି ସେମିତି କିଛି ପୁନରାବୃତ୍ତି..

ଦର୍ଶକ ବନ୍ଧୁ ଆଗାମୀ ଦିନ ମାନ ଙ୍କ ରେ ଆସୁଛି କି କିଛି ବିପଦ , ହୋଇ ପାରେ କି ବିଶ୍ଵଯୁଦ୍ଧ । ତାହେଲେ ବନ୍ଧୁଗଣ ଆଗକୁ ଆସିବୁ ଯାଉଛି ଚନ୍ଦ୍ର ଗ୍ରହଣ ଗୋଟିଏ ପକ୍ଷ ରେ ହେବ ଦୁଇ ଗ୍ରହଣ , ଏହି ଭଳି ଭାବେ ମହାଭାରତ ସମୟ ରେ ହୋଇଥିଲା ଚନ୍ଦ୍ର ଗ୍ରହଣ । ସେହିଭଳି ସମାନ ଧରଣ ର ଗ୍ରହଣ ଏଥର ଲାଗିବାକୁ ଯାଉଛି ।

ପୂର୍ବ ରୁ ଯେମିତି ଏହା ଭୟଙ୍କର ଥିଲା କଣ ବର୍ତ୍ତମାନ୍ ସମୟ ରେ ସେହିଭଳି କିଛି ହେବା ର ଅଛିକି , ଏହା କଣ ବିଶ୍ଵ ପାଇଁ ଅଶୁଭ ଅଟେ କି , ଏ ନେଇ ବର୍ତ୍ତମାନ୍ ସମୟ ରେ ଲୋକ ମାନଙ୍କ ଚିନ୍ତା ବଢ଼ିଲାଣି । ଆମେ ଏହି କଥା ନିଜ ମନ ରୁ କହୁ ନାହୁଁ ଏହି ଭଳି କିଛି ଆକଳନ କରିଛନ୍ତି ଭାରତୀୟ ର କିଛି ଜ୍ୟୋତିର୍ବିଦ ।

ଇତିହାସ କହେ ଯେ ମହା ଭାରତ ସମୟରେ ୧୫ ଦିନ ରେ ଦୁଇ ଟି ଗ୍ରହଣ ଲାଗିଥିଲା ଓ ସେହିଭଳି ଘଟଣା ୨୦୨୨ ରେ ଦେଖାଦେବା ତାହା ପୁଣି ଭାରତ ର ମୁଖ୍ୟ ପର୍ବ ରେ । ଏହି ଗ୍ରହଣ ବିଶ୍ଵ ପାଇଁ ଭଲ ନୁହେଁ ବୋଲି ଜ୍ୟୋତିର୍ବିଦ ମାନେ ଆକଳନ କରିଛନ୍ତି । ବିଶେଷ କରି ଦଶହରା ଦିନ ଲକ୍ଷ୍ୟ କରା ଯାଇଥିଲା ଯେ ଏକ ବଡ ଧରଣ ର ବର୍ଷା ହୋଇଥିଲା ଯାହାକି ଅଶୁଭ ର ସଂକେତ ବୋଲି କୁହା ଯାଉଛି ।

ଚଳିତ ବର୍ଷ ର ଏହି ଗ୍ରହଣ ଲାଗିବ ର ଖାସ୍ କଥା ହେଉଛି ଯେ ଏହି ଦୁଇ ଟି ଗ୍ରହଣ ମଙ୍ଗଳବାର ଲାଗୁଛି । ଜ୍ୟୋତିର୍ବିଦ ଙ୍କ ମଧ୍ୟ ରେ ଆକଳନ ଚାଲିଛି ଯେ ଭୂମି ପାଇଁ ଏହା ଯୁଦ୍ଧ ଏବଂ ରକ୍ତପାତ ହେବା ର ଆଶଙ୍କା ଦେଉଛି ଯାହାକୁ ଏଡାଇ ଦିଆ ଜାଇ ପାରିବ ନାହିଁ । ଚଳିତ ବର୍ଷ ର ଏହି ଦୁଇ ଟି ଗ୍ରହଣ କେବଳ ଭାରତ ରେ ନୁହେଁ ବରଂ ବିଶ୍ଵ ଉପରେ ପଡୁଛି । ଯାହାକି କୌଣସି ସାଧାରଣ କଥା ନୁହେଁ ।

୨୫ ଅକ୍ଟୋବର ମଙ୍ଗଳବାର ଦିନ ସୂର୍ଯ୍ୟ ଗ୍ରହଣ ଇଉରୋପ ମଧ୍ଯ ପୂର୍ବ ଆଫ୍ରିକା ଉତ୍ତର ପୂର୍ବ ଭାଗ ପଶ୍ଚିମ ଏସିଆ ଉତ୍ତର ଆଣ୍ଟଲାଟିକ ମହା ସାଗର ମଧ୍ୟ ରେ ଦୃଶ୍ୟ ମାନ ହେବା କୁ ଯାଉଛି । ସେହିପରି ନଭେମ୍ବର ୮ ତାରିଖ ମଙ୍ଗଳବାର ଦିନ ଚନ୍ଦ୍ର ଗ୍ରହଣ ଭାରତ ସହ ଉତ୍ତର ପୂର୍ବ ଇଉରୋପ ଏସିଆ , ଅଷ୍ଟ୍ରେଲିଆ ଉତ୍ତର ଆମେରିକା , ଦକ୍ଷିଣ ଆମେରିକା ଏହା ସହିତ ପ୍ରଶାନ୍ତ ଆଣ୍ଟଲାଟିକ ମହାସାଗର ରେ ଦୃଶ୍ୟ ମାନ ହେବ ।

ଏହି ସବୁ ସ୍ଥାନ ରେ ବର୍ତ୍ତମାନ୍ ଉତ୍ତେଜନା ଲାଗି ରହିଛି , ଗୋଟିଏ ପକ୍ଷ ରେ ଦୁଇ ଦୁଇ ଟି ଗ୍ରହଣ ଅଶୁଭ ଓ ଭୟଙ୍କର । ଆଗାମୀ ୯ ମାସ ଭିତରେ କିଛି ଅଘଟଣ ନିଶ୍ଚୟ ଘଟିବ । ଦେଖାଯାଉ ଆଗାମୀ ଦିନ ମାନ ଙ୍କ ରେ କଣ ହେବା କୁ ଯାଉଛି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଜୁନ ମାସ ର ପାଞ୍ଚଟି ରାଶି ଉପରେ ମା ଲକ୍ଷ୍ମୀ କରିବେ ଧନ ବର୍ଷା , ଜାଣି ରଖନ୍ତୁ

ଆସନ୍ତୁ ଜାଣିବା ଜୁନ ମାସ ର ପାଞ୍ଚଟି ରାଶି ମାନଙ୍କ ବିଷୟ ରେ ଏଥର ଜୁନ ମାସ ରେ ଏହି …

Leave a Reply

Your email address will not be published. Required fields are marked *