ପ୍ରଦୀପ ମହାରଥୀ ଙ୍କ ପୁତ୍ର ରୁଦ୍ର ମହାରଥୀ ଯିଏ କି ବର୍ତ୍ତମାନ ସମୟରେ ପିପିଲ୍ ର ବିଧାୟକ ଅଛନ୍ତି । ତାଙ୍କୁ ଆପଣ ମାନେ ସମସ୍ତେ ବହୁତ ଭଲ ଭାବରେ ଜାଣି ଥିବେ । ତାଙ୍କ ବାପା ମଧ୍ୟ ପୂର୍ବତନ ବିଧାୟକ ଥିଲେ ପିପିଲ୍ ରେ । ତାଙ୍କ ର ପୁଅ ରୁଦ୍ର ମହାରଥୀ ଏବେ ପିପିଲ୍ ର ବିଧାୟକ ଭାବରେ କାର୍ଯ୍ୟରତ ଅଛନ୍ତି । ତେବେ କିଛି ଦିନ ତଳେ ଜାଣିଥିଲେ ହାତ ଗଣତି ଲୋକ ।
କିନ୍ତୁ ଏବେ ରାଜ୍ୟ ର ସେ ଜଣେ ଆଗ ଧାଡି ର ଯୁବ ନେତା । ପିପିଲ୍ ର ବିଧାୟକ ତାଙ୍କ ବାପା ପ୍ରଦୀପ ମହାରଥୀ କ୍ଷମତାରେ ଥିଲେ ମଧ୍ୟ ଆଦୌ ଅହଙ୍କାରୀ ନଥିଲେ ରୁଦ୍ର ମହାରଥୀ । ସାଧରଣ ଲୋକ ଭଳି ବ୍ୟବହାର ସରଳ ଧାରଣ ଲୋକ ଅଟନ୍ତି । ବିଧାୟକ ପ୍ରଦୀପ ମହାରଥୀ ଙ୍କ ର ପରଲୋକ ପରେ ପିପିଲ୍ ରାଜନୀତି ରେ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇ ଥିଲା ସେହି ସମୟ ରେ ରୁଦ୍ର ମହାରଥୀ ଙ୍କ ଉପରେ ଆସ୍ଥା ରଖିଥିଲା ବିଜେପି ।
ରୁଦ୍ର ମହାରଥୀ ଦକ୍ଷତା ପାଇବା ସମୟ ରେ ସାଧରଣ ଲୋକ ମାନଙ୍କ ମନ ରେ ଉତ୍ସାହ ଆସିଥିଲା । ଏହା ପ୍ରମାଣୀତ୍ ହୋଇ ଥିଲା ନିର୍ବାଚନ ଫଳାଫଳ ରୁ । ନିର୍ବାଚିତ ପରେ ଅନ୍ୟ ପ୍ରତିନିଧି ଙ୍କ ଭଳି ଦୁରେଇ ନଯାଇ ପିପିଲ୍ ବାସୀ ଙ୍କ ସୁଖ ଆଉ ଦୁଃଖ ରେ ସାମିଲ ହେଉଛନ୍ତି ରୁଦ୍ର ମହାରଥୀ । ଯେ କୌଣସି ସରକାରୀ ଅନୁଷ୍ଠାନ୍ କୁ ଅଚାନକ ଯାଇ ତାର କାର୍ଯ୍ୟ କୁ ଦେଖା ଦେଖି କରିବା ସହ ଗାଁ ଗାଁ କରି ନିଜେ ବୁଲି ସମସ୍ତ ଙ୍କ ସୁଖ ଆଉ ଦୁଃଖ କୁ ଦେଖୁଛନ୍ତି ।
ସେ ତାଙ୍କ ତରଫ୍ ରୁ ପୁରା ଚେଷ୍ଟା କରୁଛନ୍ତି ସମସ୍ତ ଙ୍କ ଦୁଃଖ କୁ ଦୂର କରିବା ପାଇଁ । ଆପଣ ମାନେ ଦେଖି ପାରୁଥିବେ ତାଙ୍କ ର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଯେଉଁ ଥି ରେ କି ସେ ଦେଖୁଛନ୍ତି ଆଉ ଆଉ ନିଜେ ଅନୁଭବ କରୁଛନ୍ତି ସମସ୍ତ ଙ୍କ ଦୁଃଖ କୁ । ସେ ଗୋଟିଏ ଗାଁ କୁ ବୁଲି ଯାଇଛନ୍ତି ଯେଉଁଠି ରେ ସେ ଦେଖୁଛନ୍ତି ସେ ଗାଁ ରେ ଘର ଗୁଡିକ ପୋଡି ଯାଇଛି ଆଉ ସେ ସ୍ତ୍ରୀ ଲୋକ ଙ୍କ କାନ୍ଦ ଦେଖି ସେ ନିଜେ ବି କାନ୍ଦି ପକେଉଛନ୍ତି । ଯାହା କି ଆପଣ ମାନେ ବି ଏହାକୁ ଦେଖିଲେ କାନ୍ଦି ପକେଇବେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।