ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଏହି ଯୁଗ ରେ କେବଳ ଲ-ଜ୍ୟା ଜନକ ଖବର ଓ ଭିଡିଓ ଦେଖିବାକୁ ମିଳୁଛି , ହଁ ବନ୍ଧୁ ବିବାହ ପୂର୍ବ ରୁ ଯେଉଁ କାମ କରନ୍ତି ବିବାହ ପରେ ସ୍ବାମୀ ଥାଇ ମଧ୍ୟ ପର ପୁରୁଷ ସହ ଖ-ରା-ପ୍ ସମ୍ପର୍କ ରଖି ଥାଆନ୍ତି ଯାହାର ଖବର ଆପଣ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ଭଲ ଭାବରେ ଦେଖିଥିବେ । ଏହି ସୋସିଆଲ ମିଡ଼ିଆ ରେ ଅନେକ ଲ-ଜ୍ୟା ଜନକ ଖବର ବହୁ ପରିମାଣ ରେ ଭାଈରାଲ ହୋଇଥାଏ ।
କଣ ପାଇଁ କିଛି ମହିଳା ମାନେ ଏହି ଭଳି କିଛି କାଣ୍ଡ କରନ୍ତି ଯେଉଁଥି ପାଇଁ ନାରୀ ଜାତି ବଦନାମ ହେଉଛି କିଛି ସ୍ତ୍ରୀ ଲୋକ ମାନ ଙ୍କ ପାଇଁ । ବର୍ତ୍ତମାନ୍ ସମୟ ରେ ପ-ର-କୀ-ୟା ପ୍ରୀତି ଅଧିକାଂଶ ଲୋକ ମାନେ ଲିପ୍ତ ରହୁଛନ୍ତି ଓ ଏହା ଅତ୍ୟାଧିକ ହେବା ରୁ ଏହା ଲୋକ ଲୋଚନ କୁ ଆସୁଛି । ଆପଣ ମାନେ ପ-ର-କୀ-ୟା ପ୍ରୀତି କୁ ନେଇ ଅନେକ ଖବର ଦେଖିଥିବେ ସୋସିଆଲ ମିଡ଼ିଆ ରେ ।
ତାହେଲେ ବର୍ତ୍ତମାନ୍ ସମୟ ରେ ଆଉ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ଭାଈରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ବିଷୟ ରେ ଜାଣିବା ଆଜି ଆମର ଏହି ପେଜ ମାଧ୍ୟମ ରେ , ଏଠି ମହିଳା ଜଣକ ନିଜେ ଆସି ଗଣ ମାଧ୍ୟମ ନିକଟ ରେ କହିଛନ୍ତି । ସେ କହିଛନ୍ତି ତାଙ୍କ ସମ୍ପର୍କ ୩ ବର୍ଷ ହେଲାଣି ।
ସେ ଯାହା ସମ୍ପର୍କ ରଖିଥିଲେ ସେ ପୂର୍ବ ରୁ ଜଣ କୁ ବିବାହ କରିଛନ୍ତି ଓ ଦ୍ୱିତୀୟ ବିବାହ କରି ମହିଳା ଙ୍କୁ ଆଉ ଏକ ସ୍ଥାନ ରେ ରଖିବେ ବୋଲି କହିଛନ୍ତି , ନିମାପଡ଼ା ରେ ଦେଖିବା ପରେ ତାଙ୍କ ଠାରୁ ମୋବାଇଲ ନମ୍ବର ମାଗିକି ଆଣି ଥିଲେ । ନମ୍ୱର୍ ରେ କଥା ହେବା ପରେ ବର୍ତ୍ତମାନ୍ ସମୟ ରେ ଏହି ଭଳି କାମ ହୋଇଛି । ମହିଳା ଙ୍କୁ କୁହା ଯାଇଥିଲା ଟଙ୍କା ନେଇ ସମାଧାନ କରି ଦେବା ପାଇଁ ।
କିନ୍ତୁ ମହିଳା ଜଣକ ରାଜି ନାହାଁନ୍ତି ଓ ସେ କହିଛନ୍ତି ସେ ମୋତେ ନେଇକି ରଖିବ , ମୋ ଇ-ଜ୍ଜ-ତ ସେ ନେଇଛି ମାନେ ସେ ମୋତେ ରଖିବ । ଏହି ଭଳି ମହିଳା ଜଣକ ଅନେକ କଥା କହିଛନ୍ତି ଗଣ ମାଧ୍ୟମ ନିକଟ ରେ , ହଁ ବନ୍ଧୁ ଏଠି ଯଦି ମହିଳା ସତର୍କ ରହିବେ ତେବେ ଏହି କାର୍ଯ୍ୟ ଦୂର ରେ ରହିବ । ଏଠି ମହିଳା ମାନେ କିଛି ପାଇବା ଆଶା ରେ ସମ୍ପର୍କ ରଖୁଛନ୍ତି ଓ ପରେ ଏହି ଭଳି ହଇରାଣ ହେଉଛନ୍ତି ।
ଯଦି ନାରୀ ମାନେ ସତର୍କ ରହିବେ , ତେବେ ଏହି ଭଳି ଖବର ବୃଦ୍ଧି ପାଉ ଥିବ । କହିବାକୁ ଗଲେ ବର୍ତ୍ତମାନ୍ ସମୟ ରେ ଏହି ଭଳି ଘଟଣା ଅନେକ ସ୍ଥାନ ରେ ହେଉଛି କିନ୍ତୁ କିଛି ସ୍ଥାନ ରେ ଲୁକାୟତ ଅବସ୍ଥା ରେ ରହିଥିବା ସମୟ ରେ ଆଉ କିଛି ଖବର ଲୋକ ଲୋଚନ କୁ ଆସୁଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।