ଦର୍ଶକ ବନ୍ଧୁ ଆପଣ ମାନ ଙ୍କ କିଛି ଅର୍ଥ ସହଯୋଗ ପାଇଁ ଆଜି କେତେ ଲୋକ ଙ୍କ ଜୀବନ ବଞ୍ଚି ଯାଇଛି । ବର୍ତ୍ତମାନ୍ ସମୟ ରେ ପୁଣି ସେହିଭଳି ଆଉ ଏକ ଖବର ଆସି ଯାଇଛି ଓ ଆମେ ମାନେ ପୁଣି ଏକାଠି ହୋଇ ତାଙ୍କୁ କିଛି ଅର୍ଥ ସହଯୋଗ କରିବା । ଆମ ମାନ ଙ୍କ କିଛି କିଛି ଅର୍ଥ ସାହାର୍ଯ୍ୟ ରେ ଜଣେ ନୂଆ ଜୀବନ ପାଇବ ।
ବନ୍ଧୁଗଣ ବର୍ତ୍ତମାନ୍ ସମୟ ଘର୍ ର ମେରୁଦଣ୍ଡ ଯିଏ ଦିନେ ରୋଜଗାର କରି ପରିବାର ଭରଣ ପୋଷଣ କରି ହସ୍ ଖୁସି ରେ ରହୁଥିଲେ , ଆଜି ସେହି ବ୍ୟକ୍ତି ଜଣକ ରୋଗ ରେ ପୀଡିତ ହୋଇ ସର୍ଯ୍ୟାସାୟୀ ହୋଇ ପଡିଛନ୍ତି । ସ୍ବାମୀ କୁ ଭଲ କରିଦେବ ପାଇଁ ପ୍ରୟାସ ଚଳାଇଛନ୍ତି ସ୍ତ୍ରୀ , ବନ୍ଧୁଗଣ ଏହି ଭଳି ଘଟଣା ଟି ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ବଡଭୁଇଁ ପଞ୍ଚାୟତ ବଡଭୁଇଁ ଗ୍ରାମ ରେ ।
ସବୁକିଛି ଠିକ୍ ଠାକ୍ ଚାଲିଥିଲା ହସ୍ ଖୁସିରେ ଚାଲିଥିଲା ପରିବାର କିନ୍ତୁ କିଏ ବା ଜାଣି ଥିଲା ଖୁସି ର ପରିବାର ଟି ଦୁଃଖ ରେ ପରିଣତ ହୋଇ ଯିବ ବୋଲି । ଯାହା ସୂଚନା ମିଳିଛି ଯେ ସେହି ଗ୍ରାମ ର ରାଜୀବ ଦାସ ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା ଦାସ ପୁଅ ଦେବାଶିଷ ଦାସ ଏବଂ ଝିଅ ଯାଜ୍ଞସେନୀ ଦାସ କୁ ନେଇ ହସ୍ ଖୁସି ର ପରିବାର ଓ ହସ୍ ଖୁସି ରେ ରହୁଥିଲେ । ଗାଆଁ ରେ ଛୋଟିଆ ଦୋକାନ ଟି ଏ ଖୋଲି ପୁରା ପରିବାର ଚଳାଉ ଥିଲେ ।
ହଠାତ୍ ଦିନେ ରାଜୀବ ଙ୍କ ମୁଣ୍ଡ ବୁଲାଇ ଥିଲା ଓ ପରେ ମେଡିକାଲ ଯିବା ପରେ ଜଣା ପଡିଥିଲା ଯେ ରାଜୀବ ଙ୍କ ଦୁଇ ଟି କି-ଡ଼ି-ନି ଖରାପ୍ ହୋଇ ଯାଇଥିଲା ବୋଲି ବର୍ତ୍ତମାନ୍ ସମୟ ରେ ତାଙ୍କର ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ , ରାଜୀବ ଓଡ଼ିଶା ବାସୀ ଙ୍କୁ ଓ ଓଡ଼ିଶା ସରକାର ଙ୍କୁ ଅନୁରୋଧ କରିଛନ୍ତି କିଛି ଅର୍ଥ ସହଯୋଗ କରିବା ପାଇଁ ।
ଯଦି କୌଣସି ସ ହୃଦୟ ବ୍ୟକ୍ତି କି-ଡି-ନି ପ୍ରତ୍ୟାରୋପଣ ପାଇଁ କି-ଡି-ନୀ ଦାନ କରେ ରାଜୀବ ପୁଣି ନୂଆ ଜୀବନ ପାଇବେ । ବର୍ତ୍ତମାନ୍ ସମୟ ରେ ରାଜୀବ ଙ୍କ ଚିକିତ୍ସା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୋଇ ସାରିଛି ଓ ଟଙ୍କା କରଜ ମଧ୍ୟ କରି ସାରିଛନ୍ତି , ପିଲା ମାନ ଙ୍କ ପାଠ ପଢା ରେ ମଧ୍ୟ ଅର୍ଥ ସାଜିଛି ବାଧକ । ବନ୍ଧୁଗଣ ଆମମାନଙ୍କ କିଛି ଅର୍ଥ ସହଯୋଗ ରେ ପୁଣି ପରିବାର ଟି ହସ୍ ଖୁସି ରେ ଚଳିବ ।
କିଛି ଅର୍ଥ ସହଯୋଗ ଦ୍ଵାରା ଗୋଟେ ପରିବାର ପୁଣି ହସ୍ ଖୁସି ରେ ସଂସାର ଚାଲିବ । ଯଦି କେହି ସ ହୃଦୟ ବ୍ୟକ୍ତି ରାଜୀବ ଙ୍କ ଚିକିତ୍ସା ପାଇଁ ସହଯୋଗ କରିବା କୁ ଇଚ୍ଛୁକ ଅଟନ୍ତି ତେବେ ଫୋନ ପେ ନମ୍ୱର୍ – 9777654835 (ରାଜୀବ କୁମାର୍ ଦାସ ) କିଛି ଅର୍ଥ ସହଯୋଗ କରି ନୂଆ ଜୀବନ ଦିଅନ୍ତୁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।