Breaking News

ମାମା ମିଶ୍ର ଙ୍କ (Mama Mishra) ଜୀବନୀ ଓ ପରିବାର – ଦେଖନ୍ତୁ ଭିଡିଓ

ଓଲିଉଡ଼ ସିନେମା ଜଗତ ର ଅଭିନେତ୍ରୀ ମାମା ମିଶ୍ର ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ। ଓଲିଉଡ଼ ର ଜଣେ ଜବରଦସ୍ତ ନାୟିକା ଥିଲେ ମାମା ମିଶ୍ର। ଅନେକ ଓଡ଼ିଆ ସିନେମା ରେ ଅଭିନୟ କରିଛନ୍ତି ଅଭିନେତ୍ରୀ ମାମା ମିଶ୍ର। ଆଉ ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ସେ ବେସ୍ ପରିଚିତ ହୋଇ ପାରିଛନ୍ତି। ଆଜି ଆପଣ ମାନଙ୍କୁ ଅଭିନେତ୍ରୀ ମାମା ମିଶ୍ର ଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ।

ଅଭିନେତ୍ରୀ ମାମା ମିଶ୍ର ଓଲିଉଡ଼ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିଛନ୍ତି । ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ସେ ଅନେକ ସିନେମା ରେ ଅଭିନୟ କରିଛନ୍ତି । ସାକ୍ଷୀ ରହିଲା ଏ ସିଂହ ଦୁଆର ସିନେମା ରେ ଦୁହେଁ ବହୁତ୍ ସୁନ୍ଦର୍ ଅଭିନୟ କରିଥିଲେ । ତୋ ଆଖି ମୋ ଆଇନା ରେ ମଧ୍ୟ ତାଙ୍କ ଅଭିନୟ ବହୁତ୍ ସୁନ୍ଦର ହୋଇଥିଲା । ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ୍ ପସନ୍ଦ କରିଛନ୍ତି ।

ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ଅଭିନେତ୍ରୀ ମାମା ମିଶ୍ର ଙ୍କ ଯୋଡ଼ି କୁ ଓଡ଼ିଆ ଦର୍ଶକ ମାନେ ବେସ୍ ପସନ୍ଦ କରିଛନ୍ତି। ଆଉ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅଭିନୟ ରୁ ପରସ୍ପର ଙ୍କୁ ପସନ୍ଦ କରୁଥିଲେ । ଆଉ ପରେ ନିଜ ପରିବାର ରେ ଜଣାଇ ବିବାହ କରିଥିଲେ । ତାଙ୍କ ବିବାହ ପରେ ସେ ଆଉ କୌଣସି ସିନେମା ରେ ଅଭିନୟ କରି ନାହାନ୍ତି ।

ସେ କହିଛନ୍ତି ଯେ ସେ ଓଲିଉଡ଼ ସିନେମା ଜଗତ କୁ କେବଳ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିବା ପାଇଁ ହିଁ ଆସିଥିଲେ । ଆଉ ବିବାହ ହୋଇଯିବା ପରେ ସେ ଅଭିନୟ ଜୀବନ ରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିଲେ । ଅଭିନେତ୍ରୀ ମାମା ମିଶ୍ର ଙ୍କ ର ଦୁଇଟି ସନ୍ତାନ ହୋଇଛନ୍ତି । ଆଉ ତାଙ୍କ ପରିବାର ସହିତ ବେସ୍ ଖୁସିରେ ରହୁଛନ୍ତି ଅଭିନେତ୍ରୀ ମାମା ମିଶ୍ର। ଶାଶୁ ଶ୍ୱଶୁର ସ୍ଵାମୀ ଏବଂ ଦୁଇ ସନ୍ତାନ ଙ୍କ ସହିତ ବେସ୍ ଖୁସି ରେ ଅଛନ୍ତି ଅଭିନେତ୍ରୀ ମାମା ମିଶ୍ର।

ଅଭିନେତା ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ର ଙ୍କୁ ବହୁତ୍ ଭଲ ପାଆନ୍ତି। ସେ କହିଛନ୍ତି ଯେ ସେ ହେଉଛନ୍ତି ମୋ ଘର ର ମାଆ । ମୋ ପାରିବ ସଦସ୍ୟ ଙ୍କ ର ମାଆ ତାଙ୍କ ପାଇଁ ମୋ ପରିବାର ଆଜି ହସ ଖୁସିରେ ଅଛି । । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *