Breaking News

ମାଳିକାକଥା ହେଲା ସତ୍ , କଳିଯୁଗ ରେ ଜନ୍ମ ନେଲେ ହନୁମାନ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଏକ ଅଦ୍ଭୁତ ଘଟଣା ଘଟିଛି ଓ ଯାହାକି ପୂର୍ବ ରୁ ମାଳିକା ରେ ଉଲ୍ଲେଖ ହୋଇଛି । ପ୍ରସିଦ୍ଧ ବାଗେଶ୍ୱର୍ ଧାମ ସରକାର ରେ ଘଟୁଛି ଅଦ୍ଭୁତ ଘଟଣା ଯେ ଜନ୍ମ ହୋଇଛନ୍ତି ପ୍ରଭୁ ହନୁମାନ । ଏହି ପିଲା ଟି ର ଫଟୋ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଓ ନିଜେ କହିବେ ଯେ ହନୁମାନ ଜନ୍ମ ହୋଇଛନ୍ତି । କଳିଯୁଗ ରେ ହନୁମାନ ଜନ୍ମ ନେବେ ବୋଲି ମାଲିକା ରେ ଉଲ୍ଲେଖ ହୋଇଛି ।

ଦର୍ଶକ ବନ୍ଧୁ ହନୁମାନ ହେଉଛନ୍ତି ଅମର ସେ ଜନ୍ମ ହେଲେ କାହିଁକି , ଆମେ ଆପଣ ଙ୍କୁ କହି ରଖୁଛୁ ଯେ ହନୁମାନ ଅମର ହୋଇଥିଲେ ମଧ୍ୟ ମଣିଷ ଜନ୍ମ ନେବେ କାରଣ ଏହି ଭୁ ପୃଷ୍ଟ ରେ ସ୍ଵୟଂ ଭଗବାନ ବିଷ୍ଣୁ ଅନେକ ରୂପ ରେ ଜନ୍ମ ହୋଇ ଦେହ ତ୍ୟାଗ କରିଛନ୍ତି । ଭଗବାନ ହନୁମାନ ଅମର ହୋଇଥିଲେ ମଧ୍ୟ ମଣିଷ ଜନ୍ମ ନେଇ ପାରିବେ ।

ବଗେଶ୍ୱର୍ ଧାମ ସରକାର ରେ ଥିବା ଧୀରେନ୍ଦ୍ର ଶାସ୍ତ୍ରୀ ଯାହାଙ୍କ ପାଖ କୁ ଜଣେ ମହିଳା ଆସିଥିଲେ ତାଙ୍କ ପିଲା ଛୁଆ ନ ହେବା ରୁ ବର୍ତ୍ତମାନ ସମୟ ରେ ମହିଳା ଙ୍କ ଏକ ପିଲା ହେଲା ତାହା ପୁଣି ଅବିକଳ ହନୁମାନ ଙ୍କ ପରି । ହନୁମାନ ଜନ୍ମ ନେବା ପରେ ମାଳିକା ରେ ଉଲ୍ଲେଖ ହୋଇଛି ଓ ଆହୁରି ଉଲ୍ଲେଖ ହୋଇଛି ଯେ କଟକ ରେ ବିଦେଶ ସୈନ୍ୟ ଓ ମୁଷଳ ମାନେ ପସି ହଣାମରା କରିବେ ସେହି ସମୟ ରେ ଭକ୍ତ ମାନ ଙ୍କ ଦୁଃଖ ଶୁଣି ଭଗବାନ ହନୁମାନ ଆସିବେ ।

ହନୁମାନ ନିଜ ଭକ୍ତ କୁ ରକ୍ଷା କରିବା ପାଇଁ ଗର୍ଜନ କରି ଆସିବେ । ସେମାନ ଙ୍କ ସହ ଲଢେ଼ଇ କରିବେ । ଭଗବାନ ହନୁମାନ ଜନମ ନେଇ ସାରିଛନ୍ତି ଓ କଟକ ରେ ଥିବା ଯୁଦ୍ଧ ବିଷୟ ରେ ମାଳିକା ରେ ଉଲ୍ଲେଖ ହୋଇଛି ଏହା ୨୦୨୬ ରେ ହେବ । ୩ ଧାର ହୋଇ ରକତ ବୋହିବ। କଟକ ରୁ ଖୋର୍ଦ୍ଧା ପର୍ଯ୍ୟନ୍ତ । ଏହି ଭଳି ଅନେକ କଥା ଲେଖା ହୋଇଛି ଗୁରୁତ୍ଵ ପୂର୍ଣ୍ଣ ଖବର ବିଷୟ ରେ ଆମେ ଆପଣ ଙ୍କୁ କହି ରଖିଛୁ ।

ମାଳିକା ରେ ଉଲ୍ଲେଖ ହୋଇ ଥିବା ମହା ପୁରୁଷ ମାନ ଙ୍କ କଥା କେବେ ହେଲେ ମିଥ୍ୟା ହେବ ନାହିଁ । ଯାହା ଘଟୁଛି ତାହା ମଧ୍ୟ ମାଳିକା ରେ ଉଲ୍ଲେଖ ହୋଇଛି , ମାଳିକା ରେ ସବୁକିଛି ଲେଖା ହୋଇଛି । ମାଳିକା ବହୁତ୍ କମ୍ ଲୋକ ବିଶ୍ୱାସ କରନ୍ତି । ଯାହା ହେଉ ଏହି ଭଳି କିଛି ମାଳିକା ରେ ଉଲ୍ଲେଖ ହୋଇଛି ଓ ତାହା ଆଗାମୀ ଦୁଇ ବର୍ଷ ୨୦୨୬ ଘଟୁଛି କି ନାହିଁ । ସମୟ ଆସିଲେ ନିଶ୍ଚୟ ଜଣା ପଡ଼ିଯିବ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

 

About admin

Check Also

ମାଳିକା ଭବିଷ୍ୟବାଣୀ – ୧୯୯୯ ମସିହା ଓ ୨୦୨୨ ମସିହା ମଧ୍ୟରେ ଆସିଲା ସମାନତା , ଏହି ବର୍ଷ ଆସିପାରେ ବଡ ବିପଦ- ଦେଖନ୍ତୁ

ଆଜିକୁ ପ୍ରାୟ ୬୦୦ ବର୍ଷ ପୂର୍ବେ ମହାପୁରୁଷ ପଞ୍ଚସଖା ମାନେ ଆଗତ ଭବିଷ୍ୟତରେ କଣ ହେବ ତାହା ନିଜର ଦିବ୍ୟଦୃଷ୍ଟିରେ …

Leave a Reply

Your email address will not be published. Required fields are marked *