ମାଳିକା ବିଶେସ୍ବଜ୍ଞ କହିଲେ ବନ୍ୟା ବିଷୟ ରେ । କହିଲେ କି ସତ ହବ ମାଳିକା ବଚନ । ତେବେ ଆସନ୍ତୁ ଜାଣିବା କ’ଣ କହିଲେ ମାଳିକା ବିଶେସ୍ବଜ୍ଞ ବାବା ଅରକ୍ଷିତ ଦାସ । ମାଳିକା ଭଗବାନ ଅଚ୍ୟୁତା ଦାସ ଙ୍କ ମାଳିକା ରେ ଲେଖିଛନ୍ତି କି ଦଳେଇ ଘାଇ ବନ୍ଦ ଭାଙ୍ଗିବା କି ସେଠାରେ ପାଣି ଉଛୁଳିବା ଏ ସବୁ ଲେଖା ହେଇଚି ମାଳିକା ବଚନ ରେ ।
କିନ୍ତୁ ଏହା ସବୁ କେତେବେଳେ ହେବ ଆଉ କେମିତି ହେବ ତାହାର ତର୍ଜମା କରା ଯାଇ ନାହିଁ କିନ୍ତୁ ମାଳିକା ବଚନ ରେ ଲେଖା ହୋଇଛି ଏହା ଏକ ପାକ୍ରୁତିକ ବିପର୍ଜ୍ୟୟ ହେବ । ଦଳେଇ ଘାଇ କଳି ଯୁଗ ର ଅବସର ସମୟ ରେ ହିଁ ଭାଙ୍ଗିବ । ଦଳେଇ ଘାଇ କେବଳ ଥରେ ଭାଙ୍ଗି ନାହିଁ 2 ଥର ଆଗରୁ ଭାଙ୍ଗି ସାରିଛି । ମାଳିକା ବଚନ ରେ ଲେଖା ହୋଇଛି 3 ଥର ଭାଙ୍ଗିବ ବୋଲି ।
ଥରେ ଭାଙ୍ଗି ଥିଲା 1955 ମସିହା ରେ ଆଉ ଥରେ ଭାଙ୍ଗିବ 1972 ମସିହା ରେ । ଆଉ ଥରେ ଭାଙ୍ଗିବ ବୋଲି ମାଳିକା ବଚନ ରେ ଲେଖା ହୋଇଛି । ଏମିତି ହେବା ଦ୍ବାରା କଳି ଯୁଗ ର ଅବସର ଘଟିବ । ତେବେ ଏଠି ପାଇଁ କିଛି ଭୟବିତ ହେବାର ପ୍ରଶ୍ନ ଉଠୁ ନାହିଁ କାରଣ ଯେମିତି ମଣିଷ ଜନ୍ମ ହେଇଚି ମୃତ୍ଯୁ ନିଶ୍ଚିନ୍ତ ଠିକ ସେହି ଭଳି ଯୁଗ ବି ବଦଳିବ ଆଉ ଯୁଗ ଯୁଗ ସହ ସନ୍ଧି ହେବ ଏହା ହିଁ ସତ୍ୟ ।
କେବଳ ଦଳେଇ ଘାଇ ନୁହଁ ଏମିତି ବହୁତ ନଦୀ ର ବନ୍ଧ ଭାଙ୍ଗି ବାହାରକୁ ଆସିବ । ଆଉ ଯାହା ହେବ ଏହି ପଞ୍ଚ ଭୁତ୍ କରିବେ କାରଣ ଏମାନେ କେତେବେଳେ ଆସିବେ ଆଉ କେତେବେଳେ ଯିବେ ତାହାର ହିସାବ ରେ କେହି ନାହାନ୍ତି ଆଉ ଆମେ ମାନେ ଏହି ପଞ୍ଚଭୁତ ରୁ ହେଉଛୁ ଆଉ ଏହି ପଞ୍ଚଭୁତ ରେ ହିଁ ନିଜ କୁ ହଜେଇ ଦେବେ ତେବେ ଯାହା ହେଉଛି ହେଉ ଆଉ ଯାହା ହେବ ତାହା ନିଶ୍ଚିତ ଭାବରେ ହେବ ।
ସେ ନେଇ କିଛି ଚିନ୍ତା କି ଡରିବା କିଛି ଆବଶ୍ୟକ ନାହିଁ କରିବା ଯଦି କର୍ମ କୁ ହିଁ ଉଚିତ କର୍ମ ରେ ଲଗେଇବା । ଆଉ ଏହା ନେଇ ବହୁତ ମହାପୁରୁଷ ମାନେ ବହୁତ କିଛି ଲେଖିଛନ୍ତି । ଯେମିତି ଭଗବାନ ଅଛନ୍ତି ଏହା ସତ୍ୟ ତେବେ ମହାପୁରୁଷ ମାନେ ଯାହା ଲେଖି ଯାଇଛନ୍ତି ତାହା ଦୃଢ ସତ୍ୟ ଅଟେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।