ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆମ ଓଡ଼ିଆ ସିନେମା ତଥା ଓଡ଼ିଆ ସିରିଏଲ ଜଗତ ର ଜଣା ଶୁଣା ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ବର୍ତ୍ତମାନ ସମୟ ରେ ଆଉ ଏହି ଦୁନିଆ ରେ ନାହାନ୍ତି । ତେବେ ତାଙ୍କ ର ମୃତ୍ଯୁ ବହୁତ ଦିନ ବିତି ସାରିଲାଣି ତାପରେ ମଧ୍ୟ ତାଙ୍କ ଝିଅ ଆଖି ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଲୁହ ସୁଖୁନି ।
ଏହି ବିଷୟ ରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଏହି ବିଷୟ ରେ ଜାଣି ବାକୁ ଆପଣ ମାନେ ଆମ ର ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।ତିଳୋତ୍ତମା ଖୁଣ୍ଟିଆ ଜଣେ ବରିଷ୍ଠ ଅଭିନେତ୍ରୀ ଥିଲେ ସେ ବହୁତ ସାରା ଲୋକପ୍ରିୟ ସିରିଏଲ ରେ ଅଭିନୟ କରିଛନ୍ତି । ଆଉ ତାଙ୍କ ଅଭିନୟ କୁ ମଧ୍ୟ ଦର୍ଶକ ମାନେ ବହୁତ ଭଲ ପାଉ ଥିଲେ କିନ୍ତୁ ଅକାଳ ରେ ତାଙ୍କ ର ଏମିତି ଜୀବନ ଚାଲି ଯିବ ବୋଲି କେହି ଏବେ ବି ବିଶ୍ବାସ କରି ପାରୁ ନାହାନ୍ତି ।
ସେ ଆଉ ଏ ଦୁନିଆ ରେ ନାହାନ୍ତି କିନ୍ତୁ ତାଙ୍କ ର ସ୍ମୁତି ସମସ୍ତ ଙ୍କ ମନ ରେ ଅଛି । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ତିଳୋତ୍ତମା ଖୁଣ୍ଟିଆ ଙ୍କ ର ଦୁଇଟି ଝିଅ ଅଛନ୍ତି । ତାଙ୍କ ବଡ଼ ଝିଅ ଙ୍କ ନାଁ ଅରୁନ୍ଧତି ଦେବିକା ହୋଇ ଥିବା ବେଳେ ଆଗାମି ଅନୁଭୂତି । ତିଳୋତ୍ତମା ଖୁଣ୍ଟିଆ ତାଙ୍କ ଦୁଇ ଝିଅ କୁ ନିଜ ପରି ହିଁ ଖୁବ ସୁନ୍ଦର ଅଭିନୟ କରୁ ଥିବାର ଦେଖିବାକୁ ଚାହୁଁ ଥିଲେ ଏବଂ ଦୁଇ ଝିଅ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ନିଜ ନିଜର ସ୍ବତନ୍ତ୍ର୍ ସ୍ଥାନ୍ ବନେଇ ପାରିଛନ୍ତି ।
ତାଙ୍କ ର ଦୁଇ ଝିଅ ସିରିଏଲ୍ ବହୁତ୍ ସୁନ୍ଦର ଅଭିନୟ କରୁ ଥିବାର ମଧ୍ୟ ଦେଖି ପାରୁଥିବେ ଆଉ ସେ ଦୁହେଁ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତ୍ରୀ ମଧ୍ୟ ହୋଇ ସାରିଲେଣି । ତେବେ ଏହି ଦୁଇ ଝିଅ କୁ କଳାକାର ଭାବରେ ତୁଳିବା ରେ ବହୁତ ବଡ଼ ହାତ ରହିଛି ତିଳୋତ୍ତମା ଖୁଣ୍ଟିଆ । କିନ୍ତୁ ବର୍ତ୍ତମାନ ସମୟରେ ଯେତେବେଳେ ତିଳୋତ୍ତମା ଖୁଣ୍ଟିଆ ମୃତ୍ଯୁ ବରଣ କରିଛନ୍ତି ତାଙ୍କ ର ବଡ଼ ଝିଅ ଅରୁନ୍ଧତି ଦେବିକା ଏ ପର୍ଯ୍ୟନ୍ତ ସେହି କଥା କୁ ବିଶ୍ବାସ କରି ପାରୁ ନାହାନ୍ତି ।
ତାଙ୍କ ମାଆ କୁ ମନେ ପକେଇ ପକେଇ ବହୁତ କାନ୍ଦୁଛନ୍ତି ଆଉ କାନ୍ଦି କାନ୍ଦି ତାଙ୍କ ଫାନ୍ ମାନଙ୍କ ସହ ନିଜ ମାଆ ଙ୍କ ର ବିଷୟ ରେ କହୁଛନ୍ତି । ତାଙ୍କ ସାନ ଝିଅ ମଧ୍ୟ ତାଙ୍କ ମାଆ ଙ୍କୁ ମିସ କରି ବହୁତ ଗୁଡିଏ ପୋଷ୍ଟ୍ ନିଜ ଫାନ୍ ମାନଙ୍କ ସାଥିରେ ନିଜ ମାଆ ଙ୍କ ବିଷୟ ରେ ସେୟାର କରୁଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।