Breaking News

ମା ହେବା ପରେ ବି ଫୁଣି ଥରେ ବଡ ପରଦାକୁ ଫେରିଲେ ହିରୋଇନ ଉପାସନା (Upasana) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନୟ ଦୁନିଆ ହେଉଛି ଏମିତି ଏକ ଦୁନିଆ ଯେଉଁଠି ଦର୍ଶକ ମାନେ ବହୁ ପରିମାଣ ରେ ମନୋରଂଜନ ହୋଇ ଥାଆନ୍ତି । ଦର୍ଶକ ମାନ ଙ୍କ ମନୋରଞ୍ଜନ କରିବା ପାଇଁ ଅନେକ ଚଳଚିତ୍ର,ଧାରାବାହିକ, ଆଲବମ୍ ଓ ଭଜନ ଆସିଥାଏ ପ୍ରତ୍ୟେକ ବର୍ଷ ।

ଦର୍ଶକ ମାନ ଙ୍କୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଦର୍ଶକ ମନୋରଂଜନ ହୋଇ ଥାଆନ୍ତି । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ତାଙ୍କ ଅଭିନୟ ମାଧ୍ୟମ ରେ ଦର୍ଶକ ମାନ ଙ୍କୁ ହସାଇ ଥାଆନ୍ତି ଓ କନ୍ଦାଇ ଥାଆନ୍ତି । ତାହେଲେ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।

କିଛି ବର୍ଷ ପୂର୍ବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଥିଲେ ଯେଉଁ ମାନେ କି ନିଜ ଅଭିନୟ ଓ ବହୁ ପରିଶ୍ରମ ଫଳ ରେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ବହୁତ୍ ଆଗକୁ ନେଇଥିଲେ ଓ ଲୋକ ପ୍ରିୟତା ମଧ୍ୟ ବେଶ୍ ଅଧିକ ଥିଲା ।ତାହେଲେ ବର୍ତ୍ତମାନ୍ ସମୟ ରେ ଏହି ଲୋକ ପ୍ରିୟ ଅଭିନେତା ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଓ ଏହି ଦୁନିଆ ରୁ ଚାଲି ଗଲା ପରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ସେହିଭଳି କିଛି ଚଳଚ୍ଚିତ୍ର ଆସୁ ନାହିଁ ।

ଯାହା ଫଳରେ କି ଦର୍ଶକ ମାନେ ମଧ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରି ର ଚଳଚ୍ଚିତ୍ର କୁ ସେତିକି ଆଉ ଭଲ ପାଇବା ଦେଉ ନାହାଁନ୍ତି , ଚଳଚ୍ଚିତ୍ର ସେହିଭଳି ଆସୁ ନାହିଁ ଯାହାକୁ ଲୋକ ମାନେ ଦେଖିବାକୁ ଚାହାନ୍ତି । ବର୍ତ୍ତମାନ୍ ସମୟ ରେ ଦର୍ଶକ ମାନେ ଚାହୁଁଥିବା ଭଳି ଏକ ଚଳଚ୍ଚିତ୍ର ଆସି ଯାଇଛି ଓ ଯାହାର ଟ୍ରେଲର ମଧ୍ଯ ସମସ୍ତ ଙ୍କୁ ବେଶ୍ ପସନ୍ଦ ଆସିଛି ।

।ହଁ ବନ୍ଧୁ ଏହି ଚଳଚ୍ଚିତ୍ର ଟି ହେଉଛି ଚୁମିକି ସେ ପାଣି ରେ ବୁଡିବ ନାଇକି । ଏହି ଚଳଚ୍ଚିତ୍ର ରେ ନଜର ଆସିବେ ଅଭିନେତା ଶ୍ରେୟାନ ଓ ଅଭିନେତ୍ରୀ ଉପାସନା ଯିଏ ଓଡ଼ିଶା ର ଘର୍ ଘରେ ପରିଚିତ ମାନିନୀ ନାମ ରେ । ଏହି ଚଳଚ୍ଚିତ୍ର ଟି ଆସନ୍ତା ୧୬ ତାରିଖ ରେ ରିଲିଜ ହେବ ।

ବର୍ତ୍ତମାନ୍ ସମୟ ରେ ଶ୍ରେୟାନ ଓ ଉପାସନା ଏକ ସାକ୍ଷାତକାର କୁ ଆସି ଏହି ଚଳଚ୍ଚିତ୍ର ବିଷୟ ରେ ଅନେକ କିଛି କହିଛନ୍ତି ଓ ନିଜ ବିଷୟ ରେ ମଧ୍ୟ କିଛି କହିଛନ୍ତି ।ଆପଣ ମାନେ ଏହି ଭିଡିଓ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *