Breaking News

ମିଡିଆ ଆଗରେ ସିଦ୍ଧାନ୍ତ କହିଲେ ବନ୍ଧୁ ହେଲା ବନ୍ଧୁକ …. ସିଦ୍ଧାନ୍ତ ମହାପାତ୍ର (Sidhant Mahapatra) …

ଓଡ଼ିଆ ସିନେମା ବାପା ସୁପରମ୍ୟାନ ର କାହାଣୀ ଚୋରି ହୋଇଥିବା କୁ ନେଇ ଅଭିଯୋଗ ହୋଇଛି । କୃଷ୍ଣ ଚନ୍ଦ୍ର ନାମରେ ଜଣେ ପ୍ରଡ୍ୟୁସର୍ ଅଭିଯୋଗ ଆଣିଛନ୍ତି ଯେ ବାପା ସୁପରମ୍ୟାନ ସିନେମା ର କାହାଣୀ ଟି ହେଉଛି ତାଙ୍କ ନିଜସ୍ଵ ଲେଖା । ଆଉ ଯେତେବେଳେ କି ବାପା ସୁପରମ୍ୟାନ ସିନେମା ର ରାଇଟର ରହିଛନ୍ତି ପ୍ରକାଶ ଜେନା । ପ୍ରଡ୍ୟୁସର୍ କୃଷ୍ଣ ଚନ୍ଦ୍ର କହିଛନ୍ତି ଯେ ସିନେମା ର କାହାଣୀ କୁ ସେ ନିଜେ ଲେଖିଛନ୍ତି ହେଲେ ତାଙ୍କ ବନ୍ଧୁ ପ୍ରକାଶ ଜେନା ଏହି ସିନେମା ଟି ରିଲିଜ୍ କରିଛନ୍ତି ।

ବାପା ସୁପରମ୍ୟାନ ସିନେମା ରେ ମୁଖ୍ୟ ଭୂମିକା ରେ ଅଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର। ସେ କହିଛନ୍ତି ଯେ ସେ ଏହି ସିନେମା କୁ ନେଇ ବିବାଦ ବିଷୟରେ କିଛି ଜାଣି ନାହାନ୍ତି ଆଉ ଯଦି ପ୍ରଡ୍ୟୁସର୍ କୃଷ୍ଣ ଚନ୍ଦ୍ର କହୁଛନ୍ତି ଯେ ପ୍ରକାଶ ଜେନା ଏହି ସିନେମା କୁ ଚୋରି କରି ଛନ୍ତି ତା ହେଲେ ସେ ତାଙ୍କ ନାଁ ରେ ଥାନା ରେ ଅଭିଯୋଗ କରି ପାରିବେ । ତାଙ୍କର ପୂର୍ଣ୍ଣ ଅଧିକାର ରହିଛି ।

ଆଉ ଯଦି ଏମିତି ସତରେ ଚୋରି ହୋଇ ଥାଏ ତା ହେଲେ ସେ ଏମିତି ଗୋଟିଏ ସିନେମା କରନ୍ତୁ ଏବଂ ସିନେମା ର ନାଁ ରଖନ୍ତୁ ବନ୍ଧୁ ହେଲା ବନ୍ଧୁକ । ଆଉ ସେ କହିଛନ୍ତି ସେ ଯଦି ଜଣେ ସିନେମା ର କାହାଣୀ ଚୋରି କରୁଛି ତା ହେଲେ ତା ପାଇଁ ମଧ୍ୟ ଆଇନ୍ ଅନୁସାରେ ଦଣ୍ଡବିଧାନ ରହିଛି । ଆଉ ସେ ଚାହିଁଲେ ଥାନା ରେ ଅଭିଯୋଗ କରି ପାରିବେ । ସେଥିପାଇଁ ତାଙ୍କ ପାଖରେ ଠିକ୍ ପ୍ରମାଣ ରହିଥିବା ଆବଶ୍ୟକ ।

ଆଉ ତା ସହିତ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ଏମିତି ହେବା ବହୁତ୍ ଜରୁରୀ । ସମସ୍ତେ ଜାଣିବା ଦରକାର୍ ଯେ ଏମିତି ଭୁଲ୍ କଲେ ବି ଆଇନ୍ ର ସାହାଯ୍ୟ ନେଇହେବ । ସେ ଏହି କଥା ରେ ଏକମତ ପ୍ରକାଶ କରିଛନ୍ତି। ଆଉ ଯଦି ଏହି କଥା ସତ୍ୟ ସତରେ ତାଙ୍କ କାହାଣୀ କୁ ପ୍ରକାଶ ଜେନା ଚୋରି କରିଛନ୍ତି ତା ହେଲେ ନିଜେ ସିଦ୍ଧାନ୍ତ ମହାପାତ୍ର ତାଙ୍କୁ ଅନୁରୋଧ କରିଛନ୍ତି ଯେ ସେ ଥାନା ରେ ଅଭିଯୋଗ କରନ୍ତୁ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *