Breaking News

ମିଶୁଥିଲେ ପୁଅ ଝିଅ, କବାଟ ଫାଙ୍କରେ ଦେଖିଦେଲା ଝିଅର ବାପା, ଥାନାକୁ ନେଇ ସିଧା ବାହାଘର – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପ୍ରେମୀ ଯୁଗଳ ମାନେ ଅନେକ ଲୋକ ଲଜ୍ୟା କାମ କରି ଥାଆନ୍ତି ଯାହାକି ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଭଲ ପାଇବା ପରେ ସଙ୍ଗେ ସଙ୍ଗେ ଶାରୀରିକ ସଂପର୍କ ରଖିବା ଗୋଟେ ସାଧାରଣ କଥା ହୋଇ ଗଲାଣି । ବର୍ତ୍ତମାନ ସମୟରେ ପ୍ରେମୀ ଯୁଗଳ ମାନେ ବହୁ ପରିମାଣ ରେ ଭୁଲ କାର୍ଯ୍ୟ କରୁ ଥିବା ରୁ ତାହା ବାଧ୍ୟ ହୋଇ ଲୋକ ଲୋଚନ କୁ ଆସୁଛି ।

ବର୍ତ୍ତମାନ ସମୟ ରେ ଏମିତି କିଛି ଘଟିଛି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ସମୟରେ ଜଣେ ପ୍ରେମିକ ତାର ପ୍ରେମିକା ପାଖ କୁ ଯାଇଥିଲା ଓ ସେ ନିଜ କାମ ରେ ବ୍ୟସ୍ତ ଥିବା ସମୟ ରେ ଝିଅ ର ବାପା ଦେଖି ଦେଲେ ଓ ତା ପରେ ଯାହା କଲେ ତାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ , ଏମିତି କିଛି ଯୁବତୀ ଙ୍କ ବାପା କଲେ ।

ବର୍ତ୍ତମାନ ସମୟ ରେ ଏକ ବାହାଘର ଦୃଶ୍ୟ ଦେଖିବାକୁ ମିଳିଛି, ଏହି ବିବାହ ଘର ଟି ହୋଇଛି ସତ୍ କିନ୍ତୁ ତାହା ପଛ ରେ ରହିଛି ବଡ ରହସ୍ୟ । ହଁ ବନ୍ଧୁ ପ୍ରେମିକ ପ୍ରେମିକ ହଠାତ୍ ଝିଅ ବାପା ଦେଖି ଦେଲେ ଓ ସେ ସଙ୍ଗେ ସଙ୍ଗେ ଉଭୟ ଥାନା କୁ ନେଇଗଲେ । ପରେ ପରେ ଉଭୟ ଙ୍କ ବିବାହ ଘର , ଗାଆଁ ଲୋକ ମାନ ଙ୍କ ପାଇଁ ଏହା ହେଉଛି ଏକ ବଡ କଥା ।

ଇଜ୍ଜତ ହେଉଛି ଏକ ବଡ କଥା ଯେଉଁଥି ପାଇଁ ବର୍ତ୍ତମାନ ସମୟ ରେ ଯୁବତୀ ଙ୍କ ବାପା ଯୁବକ ଙ୍କ ସହ ତାଙ୍କ ଝିଅ ସହ ବିବାହ କରାଇ ଦେଇଛନ୍ତି । ପ୍ରେମିକ ଓ ପ୍ରେମିକା ଏହି ଭଳି ଚୋରା ପିରତି ରେ ବ୍ୟସ୍ତ ହୁଅନ୍ତି ହେଲେ ସବୁଦିନ ସମ୍ମାନ ନ ଥାଏ । ଏହି ଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ରେ ପୁଟୁରା ପଞ୍ଚାୟତ ରେ । ଏହି ପଞ୍ଚାୟତ ର ବାସୁଦେବ ସନ୍ତେରା ଙ୍କ ଝିଅ ସହ ବାଲିସାହି ଗ୍ରାମ ର ଯୁବକ ନିଲୁ ସାହୁ ।

ଉଭୟ ଙ୍କ ମଧ୍ୟ ଦୀର୍ଘ ବର୍ଷ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଯୁବତୀ ଙ୍କ ବାପା ଝିଅର ଏହି ପ୍ରେମ ବିଷୟ ରେ ଜାଣିବା ପରେ ଦିନେ ଧରି ପକାଇଲେ , ଉଭୟ ଙ୍କ ବୟସ ହୋଇ ନ ଥିବା ସମୟ ରେ ବର୍ତ୍ତମାନ ସମୟ ରେ ସ୍ଥାନୀୟ ମନ୍ଦିର ପରିବାର ଲୋକ ସହମତି ଅନୁଯାୟୀ ବିବାହ ଘର ହୋଇଛି । ସ୍ଥାନୀୟ ସରପଞ୍ଚ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ବିବାହ ପରେ ସମସ୍ତ ଙ୍କ ଠାରୁ ଆର୍ଶୀବାଦ ନେଇଥିଲେ । କଣ ପାଇଁ ଏହି ପ୍ରେମୀ ଯୁଗଳ ମାନେ ଏମିତି ହେଉଛନ୍ତି । ଖଟିବା ବୟସ ରେ ପ୍ରେମିକା ସହ ଶାରିରୀକ ସମ୍ପର୍କ ରେ ଲିପ୍ତ ହେଉଛନ୍ତି ଓ ପରେ ଯାହା ଘଟୁଛି ତାହା ଆପଣ ମାନେ ନିଶ୍ଚିନ୍ତ ଭାବରେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଉ ଥିବେ ।।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *