Breaking News

ମୁଁ ଆଉ ପାରୁନି, ଦରମା ଟଙ୍କା ଆଣୁଛି ଔଷଧ ଦୋକାନରେ ଥୋଉଛି ….

ନିକଟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଦେଖିବାକୁ ମିଳିଛି । ଭିଡିଓ ରେ ଜଣେ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ ଓଡ଼ିଶା ବାସୀ ଙ୍କୁ ଅନୁରୋଧ କରିଛନ୍ତି।ଆଉ କହିଛନ୍ତି ଯେ ମୁଁ ଯେତିକି ଟଙ୍କା ରୋଜଗାର କରୁଛି ସେ ସବୁ ଟଙ୍କା ମେଡ଼ିସିନ୍ ଇଞ୍ଜେକ୍ସନ ରେ ଖର୍ଚ୍ଚ ହୋଇ ଯାଉଛି ପାଖରେ କିଛି ପଇସା ନାହିଁ ଆଉ ବଞ୍ଚିପରିବିନି ମୁଁ ଏତେ କଷ୍ଟରେ ।ଯଦି କେହି ସାହାଯ୍ୟ କରିବେ ନାହିଁ ମୋତେ ତାହେଲେ ଆମେ ସ୍ବାମୀ ସ୍ତ୍ରୀ ଆ-ତ୍ମ-ହ-ତ୍ୟା କରିଦେବୁ।

ଘଟଣା ଟି ହେଉଛି ଯେ ବ୍ୟକ୍ତି ଜଣଙ୍କ ର ସ୍ତ୍ରୀ ଙ୍କ ର ଲିଭର ନଷ୍ଟ ହୋଇ ଯାଇଛି ଆଉ ।ତାଙ୍କର ଲିଭର ଟ୍ରାନ୍ସ୍ ପ୍ଲାଣ୍ଟ କରାଯିବ। ସେଥିପାଇଁ ତାଙ୍କର ବହୁତ୍ ଟଙ୍କା ଦରକାର୍ ହେଉଛି।ଆଉ ଏତେ ଟଙ୍କା ତାଙ୍କ ପାଖରେ ନାହିଁ ।ଯେତିକି ପଇସା ସେ ରୋଜଗାର କରୁଛନ୍ତି ସବୁ ଖର୍ଚ୍ଚ ହୋଇ ଯାଉଛି।ତାଙ୍କ ସ୍ତ୍ରୀ ଙ୍କ ଚିକିତ୍ସା ପାଇଁ ପ୍ରତିଦିନ ଇଞ୍ଜେ୍ସନ ଲାଗୁଛି ଆଉ ମେଡ଼ିସିନ୍ ରେ ବହୁତ୍ ପଇସା ଖର୍ଚ୍ଚ ହେଉଛି ।ତାଙ୍କର ବିଜୁ ସ୍ବାସ୍ଥ୍ୟ କାର୍ଡ ରେ ଯେତିକି ପଇସା ଅଛି ସେତିକି ରେ ସେ ସମ୍ପୂର୍ଣ ସୁସ୍ଥ ହୋଇ ପାରିବେ ନାହିଁ। ଡକ୍ଟର କହିଛନ୍ତି ତାଙ୍କୁ ଅଧିକ ଟଙ୍କା ଯୋଗାଡ କରିବା ପାଇଁ।

ତାଙ୍କ ସ୍ତ୍ରୀ ଙ୍କ ର ଲିଭର ଟ୍ରାନ୍ସ୍ ପ୍ଲାଣ୍ଟ କରାଯିବ।ସେଥିପାଇଁ ସେ ସୋସିଆଲ ମିଡ଼ିଆ ରେ ଓଡ଼ିଶା ବାସୀ ଙ୍କୁ ସାହାଯ୍ୟ ମାଗିଛନ୍ତି।ଆଉ ସେ କହିଛନ୍ତି ଯେ ଯଦି କେହି ସାହାଯ୍ୟ କରିବେ ନାହିଁ ତା ହେଲେ ଆମେ ସ୍ବାମୀ ସ୍ତ୍ରୀ ବାଧ୍ୟ ହୋଇ ଆ-ତ୍ମ-ହ-ତ୍ୟା କରିବୁ ।ଆମ ପାଖରେ ଆଉ କିଛି ରାସ୍ତା ନାହିଁ।ୟ ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଦୁଇ ତିନୋଟି ଭିଡ଼ିଓ ଅପଲୋଡ଼ କରା ଯାଇଛି।ଆଉ ସେଥିରେ ସେ ସମସ୍ତଙ୍କୁ ସାହାଯ୍ୟ ମାଗିଛନ୍ତି।ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ କେହି ସାହାଯ୍ୟ କରି ନାହାନ୍ତି।ସେ ସେଥିପାଇଁ ବାଧ୍ୟ ହୋଇ ପୁଣି ଥରେ ସାହାଯ୍ୟ ମାଗିଛନ୍ତି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *