Breaking News

ମୁଁ ଆଜି ବହୁତ ଖୁସି ବର୍ଷା (Varsha) ତୁମେ ଘର ଛାଡିଗଲ, ମୁଁ ଆଜି ଶାନ୍ତିରେ ଟିକେ ନିଶ୍ୱାସ ନେବି ଅନୁଭବ (Anubhav) – ଦେଖନ୍ତୁ ଭିଡିଓ

ବର୍ଷା ତୁମେ ଆଜି ଏ ଘର ଛାଡି ଚାଲି ଯାଇଛ ଆଉ ଏଇଠି ପାଇଁ ମୁଁ ଆଜି ବହୁତ ଖୁସି ଅଛି । ମୋତେ ଆଜି ବହୁତ ଶାନ୍ତି ମିଳିଛି । ବହୁତ ଦିନ ପରେ ଆଜି ମୁଁ ଶାନ୍ତି ରେ ଶୋଇ ପାରିବି । ତୁମେ ଥିଲା ବେଳେ ମୋତେ ଲାଗୁଥିଲା ମୁଁ ଗୋଟେ ଘରେ ବନ୍ଦୀ ହୋଇ ରହିଲା ଭଳି । ଯେଉଁ ଥି ମନ କୁ ମନ ମିଶୁ ନଥିଲା ସେହି ଠାରେ ମୁଁ କେମିତି ବା ରହି ପାରି ଥାନ୍ତି ।

କେହି କେବେ କଣ ଶତ୍ରୁ ପାଖ ରେ ରାତି ବିତେଇ ପାରିବ । ମୋତେ ବି ଠିକ ସେହି ପରି ଲାଗୁଥିଲା ପ୍ରତି ମୁହୂର୍ତ୍ତ ରେ ମୁଁ ଅଣ ନିଶ୍ବାସି ହେଇ ଯାଉ ଥିଲି ଆଉ ବହୁତ ଦିନ ଧରି ଏହି ଦିନ କୁ ଅପେକ୍ଷା କରି ଥିଲି । ବର୍ଷା ତୁମେ ମୋ ଭଲ ପାଇବା ର ଫାଇଦା ଉଠେଇଲ ମୁଁ ଭାବି ଥିଲି ଆମେ ଦୁହେଁ ସାଙ୍ଗ ହୋଇ ସାରା ଜୀବନ ଖୁସି ରେ ରହିବା ହେଲେ ତୁମେ ସେ ସବୁ ମୋ ପାଇଁ ସ୍ବପ୍ନ୍ କରିଦେଲ ।

ଯଦି ତୁମେ ମୋ ହୃଦୟ ରେ ନଥିଲେ ରହେଲେ ଏ ଘରେ ତୁମେ କେମିତି ରହି ପାରି ଥାନ୍ତ । ତୁମେ ବହୁତ ଦିନ ପୂର୍ବ ରୁ ଏହି ଘର ର ବହୁ ର ମାନ୍ୟତା କୁ ହରେଇ ସାରିଛ । ଯାହା ହେଉ ଏବେ ତୁମେ ଆଉ କିଛି ବାହାନା ନ କରି ଘର ଛାଡି ଚାଲି ଯାଇଛ । ସେଥିପାଇଁ ତୁମକୁ ବହୁତ ବହୁତ ଧନ୍ୟଵାଦ । ମୁଁ ଆଜି ଟିକେ ଶାନ୍ତି ରେ ନିଶ୍ବାସ ନେବି ।

ବୋଧଏ ଏମିତି କିଛି ଭାବନା ଆଜି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଙ୍କ ମନ ରେ ଅସୁଥିବ । କାରଣ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟ ଙ୍କ ରାୟ କୁ ମାନି ଆଜି ଅନୁଭବ ମହାନ୍ତି ଙ୍କ ଘର ଛାଡି ନିଜ ଘର କୁ ଚାଲି ଯାଇଛନ୍ତି । ତେବେ କୋର୍ଟ ଏହି ଦୁଇ ସେଲିବ୍ରିଟି ଙ୍କ ପାରିବାରିକ ବିବାଦ ଉପରେ ଶୁଣାଣି କରି ବର୍ଷା ଙ୍କୁ ମାସେ ଭିତ ରେ ଘର ଛାଡି ବାକୁ ଅଗଷ୍ଟ 30 ତାରିଖ ରେ ନିର୍ଦ୍ଦେଶ ଦେଇ ଥିଲେ ।

ଶୁକ୍ରବାର ଏହି ସମୟ ସୀମା ପୂରଣ ହେଇ ଥିବା ବେଳେ ବର୍ଷା ଶାଶୁ ଘର ଛାଡି ନିଜ ଘର କୁ ଚାଲି ଯାଇ ଛନ୍ତି । ସକାଳୁ ବର୍ଷା ଙ୍କ ମୁହଁ ଅନୁଭବ ମହାନ୍ତି ଙ୍କୁ ଆଉ ଅସ୍ତ ବ୍ୟସ୍ତ କରିବ ନାହିଁ । ଯେଉଁ ମୁହଁ ଙ୍କୁ ଅନୁଭବ ଦିନେ ଭଲ ପାଉଥିଲେ ସେହି ମୁହଁ କୁ କିଛି ବର୍ଷ ହେବ ଦେଖିବାକୁ ଚାହୁଁ ନଥିଲେ ଅନୁଭବ ମହାନ୍ତି କାରଣ ତାଙ୍କ ମଧ୍ୟ ରେ ଛିଡା ହୋଇ ଥିଲା -ଘୃଣା ର ପାଚେରି ।

ହେଲେ ବର୍ଷା ବାରମ୍ବାର ଅନୁଭବ ଙ୍କ ବିରୋଦ୍ଧ୍ ରେ ଅଭିଯୋଗ କରିବା ପରେ ବି ଘର ଛାଡି ଯାଉ ନଥିଲେ ଯେଉଁ ଥି ପାଇଁ କୋର୍ଟ ଙ୍କ ଆସ୍ରିୟ୍ ନେଇ ଥିଲେ ଅନୁଭବ ମହାନ୍ତି । କୋର୍ଟ ଅନୁଭବ ଙ୍କ ଆବେଦନ ଙ୍କୁ ଗ୍ରହଣ କରି ବର୍ଷା ଙ୍କୁ ଘର ଛାଡି ବାକୁ କହି ଥିଲେ ।

ବର୍ଷା ଙ୍କୁ ମାସ କୁ 30 ହଜାର ଟଙ୍କା ଦେବାକୁ ଅନୁଭବ ଙ୍କୁ କୋର୍ଟ କହି ଥିଲେ । ଯେଉଁ ଥିରେ ଅନୁଭବ ମଧ୍ୟ ରାଜି ହୋଇ ଥିଲେ ଶୀ କୋର୍ଟ ଙ୍କ ରାୟ୍ କୁ ଚ୍ୟାଲେଞ୍ଜ କରି କଟକ ଜିଲ୍ଲା କୋର୍ଟ କୁ ଯାଇ ଥିଲେ ବର୍ଷା । ଜିଲ୍ଲା ଜର୍ଜ ଏହା ଉପରେ ପାରମ୍ବିକ ଶୁଣାଣି କରି ସ୍ଥଗିତାଦିସ ଆଦେସ ଦେଇଥିଲେ କିନ୍ତୁ ଏହା ପରେ ବର୍ଷା ନିଜେ ତାଙ୍କ ର ପିଟ୍ ସନ ଙ୍କୁ ପ୍ରତ୍ୟାହାର କରି ନେଇଥିଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *