ପ୍ରଭୁ ଜଗନ୍ନାଥ ହେଉଛନ୍ତି ଭାବ ର ମୂରତି । ତାଙ୍କ ଭାବ ରେ ସମସ୍ତେ ବନ୍ଧା ତାଙ୍କ ଭାବ ଓ ଡୋରି ଲାଗିଲେ ସମସ୍ତେ ଭିଡି ହୋଇ ଯାଆନ୍ତି ତା ବଡ଼ ଦଣ୍ଡ ଙ୍କୁ । ତାଙ୍କୁ ଟିକେ ଶ୍ରଦ୍ଧା ରେ ଡାକିଦେଲେ ସେ ହାତ ରୁ ନଡ଼ିଆ ନେଇ ଯାଆନ୍ତି ତାଙ୍କ ବଡ଼ ଦାଣ୍ଡ ଙ୍କୁ କେହି ବି ଯାଇ ପାରନ୍ତି । ଛୁଆଁ ଅଛୁଆଁର ଜାତି ଅଜାତି ସେ ଯାହା ବି ହେଉ ସାମସ୍ତେ ଯାଇ ପାରନ୍ତି ତା ବଡ଼ ଦାଣ୍ଡ ଙ୍କୁ । ସେମିତି ଆଜି ଏକ ଭକ୍ତ ର ଭକ୍ତି କୁ ଦେଖି ବାକୁ ମିଳିଛି । ସେ ଜାଗା ପ୍ରେମ ରେ ଏମିତି ବାନ୍ଧି ହୋଇ ଯାଇଛି ସେ ଜାଣି ପାରୁନି ସେ କିଏ ।
ସେ ବାସ୍ ଏତିକି ଚାହେଁ ସେ ଜନ୍ମ ଯେଉଁଠି ବି ହେଉ ନା କାହିଁକି କିନ୍ତୁ ସେ ଓଡ଼ିଆ ଘର ବୋହୁ ହେଇ ସେଇ ପୁରୀ ରେ ହିଁ ତାଙ୍କର ମୃତ୍ଯୁ ହେଉ । ତେବେ ଆସନ୍ତୁ ଜାଣିବା ଆଜି ସେ ଭକ୍ତି ଯିଏ କି ପ୍ରକୃତ ରେ ବିଦେଶିନୀ । ଜାଗା ପ୍ରେମ ରେ ବିଦେଶିନୀ । ଋଷିଆ ଝିଅ ହେଇ ମଧ୍ୟ ସେ ଆଜି ଶ୍ରୀକ୍ଷେତ୍ର ର ବୋହୁ ସାଜିଛନ୍ତି । ତାଙ୍କୁ ଦେଖିଲେ ଆପଣ ମଧ୍ୟ କହିବେ ଖାଣ୍ଟି ଓଡ଼ିଆଣି । କେବଳ ବେଶ ବୁସା ରେ ନୁହେଁ ସେ ଓଡ଼ିଆ କଳା ସଂସ୍କୃତି ବି ଖୁବ ଭଲ ପାଆନ୍ତି । ଆଉ ତାଙ୍କ ର ଶେଷ ଇଚ୍ଛା ଏହି କାଳିଆ ଧାମ ରେ ହିଁ ତାଙ୍କ ର ଶେଷ ନିଶ୍ବାସ ଯାଉ ।
ସେ ହେଉଛନ୍ତି ଋଷିଆ ଝିଅ ଗୋପିକା ଦେବି ଦାସ । ଆପଣ ମାନେ ଜାଣିଛନ୍ତି ପ୍ରଭୁ ଜଗତ ର ନାଥ ଜଗନ୍ନାଥ ହେଉଛନ୍ତି ଭାବ ର ମୂରତି । ସେ ପ୍ରେମ ରେ ନିଜ କୁ ହଜେଉ ଦିଅନ୍ତି । ସେ ଗରିବ ଧନୀ ଜାତି ଅଜତି ପଶୁ ପକ୍ଷୀ କିଛି ବି ଫରକ ଦେଖନ୍ତି ନାହିଁ ବାସ ତାଙ୍କୁ ଭାବରେ ଡାକିଦେଲେ ସେ ହାତ ରୁ ନିଜେ ଆସି ନଡ଼ିଆ ନେଇ ଥାଆନ୍ତି ।
ତେବେ ଏ ବିଦେସିନି ବି ନିଜ ପ୍ରଭୁ ଜଗନ୍ନାଥ୍ ଙ୍କ ଭକ୍ତି ରେ ସେ ନିଜକୁ ଭକ୍ତ ବନେଇ ନେଇଛନ୍ତି । ତେବେ ଏହି ବିଦେଶୀନି ବିଷୟ ରେ ଜାଣିଲେ ଆଶ୍ଚର୍ୟ୍ଯ ଲାଗିବ କାରଣ ସେ ଋଷିଆ ରହୁଥିବା ଏହି ଝିଅ ନିଜ ସାଙ୍ଗ ଓ ପରିବାର ଲୋକ ଙ୍କୁ ସେ ଓଡିଶା କଳା ଓ ସଂସ୍କୃତି ବିଷୟ ରେ ବହୁତ ସୁନ୍ଦର ଭାବରେ ବୁଝାଉଛନ୍ତି । ସେ ଏତେ ସୁନ୍ଦର ଭାବରେ ବୁଝାଉଛନ୍ତି ଲାଗୁଛି ଏନିତି ଯେମିତି ସେ ଓଡ଼ିଶା ର ଝିଅ । ତେବେ ଏହି ଥର ଜାଗା ର ରଥ ଯାତ୍ରା ଦେଖି ପରି ନଥିବାରୁ ଆଜି ବଡ଼ ଦଣ୍ଡରୁ ନୀଳ ଚକ୍ର ରଥ ସହ ପତିତ ପବନ ଦର୍ଶନ କରୁଛନ୍ତି ।
ତେବେ ଏହି ଋଷିଆ ରହୁଥିବା ଏହି ଝିଅ 5 ମାସ ହେଲା ଆସିଲେଣି ଓଡିଶା କୁ ତାପରେ ଥରେ ଋଷିଆ କୁ ଯାଇଥିଲେ ତାପରେ ସେ ଥରେ ବି ଆଉ ଇଚ୍ଛା କରୁ ନାହାନ୍ତି ଋଷିଆ ଯିବା ପାଇଁ । ସେ ଏଇଥେ ବହୁତ ଆନାନ୍ଦ୍ ରେ ଅଛନ୍ତି ଏ ଜାଗା ପାଖ ରେ ରହିକି ସେ ମହାପ୍ରସାଦ ଖାଉଛନ୍ତି ଆଉ ତାହା ସହ ସେ ଭକ୍ତି ରେ ଦିନ ରାତି ଭଗବାନ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରୁଛନ୍ତି । ଆଉ ଦିନ ରାତି ମାଗୁଛନ୍ତି କି ଏ ପୁରୀ ଧାମ ରେ ହିଁ ତାଙ୍କ ର ମୃତ୍ଯୁ ହେଉ ।
ଓଡିଶା କଳା ଓ ସଂସ୍କୃତି କୁ ବହୁତ ଭଲ ପାଉଛନ୍ତି ଏହି ଋଷିଆ ଝିଅ । ତାଙ୍କୁ ବହୁତ ଭଲ ଲାଗୁଚି ଓଡ଼ିଆ ବୋହୁ ହେଇ ରହିବା ପାଇଁ ସେ ସଦାବେଳେ ଶଙ୍ଖା ସିନ୍ଦୁର ଶାଢ଼ୀ ପିନ୍ଧିବାକୁ ବହୁତ ଭଲ ପାଉଛନ୍ତି । ତେବେ ଋଷିଆ ଝିଅ ଙ୍କୁ ତାଙ୍କ ସାଙ୍ଗ ମାନେ ପଚାରିଲେ କି ତୁମେ 5 ବର୍ଷ ହେଲା ରହିଲାନି ଏ ଜାଗା ଙ୍କ ଲୀଳା ବିଷୟ ରେ କିଛି କୁହ ଆଉ ସେ ବହୁତ ସୁନ୍ଦର ଭାବରେ ବୁଝେଇଲେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।