ଆପଣ ମାନେ ମିଷ୍ଟର୍ ଗୁଲୁଆ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ତାଙ୍କ କମେଡିୟାନ ଭିଡିଓ ମାଧ୍ୟମ୍ ରେ ଖୁବ୍ ପରିଚିତ୍ ଅଛନ୍ତି । ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆ ରେ ୟ୍ୟୁଟୁବର ମାନେ ବହୁତ ପ୍ରକାର ର ଭିଡିଓ ବନାନ୍ତି ଆଉ ୟ୍ୟୁଟବ ରେ ବହୁତ ପ୍ରକାର ଭିଡିଓ ଦେଖିବାକୁ ବହୁତ ଭଲ ମଧ୍ୟ ପାଇଥାନ୍ତି । ଆପଣ ମାନେ ଏହା ବି ଜାଣିଥିବେ ୟ୍ୟୁଟୁବ୍ ରେ ବହୁତ ସାରା ଭିଡିଓ ଆସୁଛି ।
ଆଉ ତାହା ଭିନ୍ନ କାହାଣୀ ନେଇ ଓ ନୂଆ ନୂଆ କମେଡି କୁ ନେଇ ଆସୁଛି ଭିଡିଓ ଆଉ ଏହାକୁ ଦର୍ଶକ ମାନେ ଦେଖିବାକୁ ଖୁବ ଭଲ ମଧ୍ୟ ପାଉଛନ୍ତି । ସେହିପରି ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ୟ୍ୟୁଟୁବ୍ ର ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ବହୁତ ଭଲ ପାଇବା ଦେଇଛନ୍ତି । ତେବେ ଆପଣ ମାନେ ଏହି ବିଷୟ ରେ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତାପରେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ତଥ୍ୟ ଟିକୁ ଜାଣି ପାରିବେ ।
ବନ୍ଧୁଗଣ ଆପଣ ମାନେ ମିଷ୍ଟର୍ ଗୁଲୁଆ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ଆଉ ମିଷ୍ଟର୍ ଗୁଲୁଆ ଙ୍କ ସହ ଆଉ ମଧ୍ୟ କମେଡିଆନ୍ ଅଛନ୍ତି ଯେଉଁ ମାନେ ତାଙ୍କ ର ବହୁତ ସୁନ୍ଦର ଅଭିନୟ ମାଧ୍ୟମ ରେ ଖୁବ ପରିଚିତ୍ । ତେବେ ଆପଣ ମାନେ କମେଡିଆନ୍ ଟୁଲୁ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ ସେ ଅଧିକ ସ୍ତ୍ରୀ ବେଶ ରେ ଅଭିନୟ କରି ଥାନ୍ତି ।
ଆଉ ଯେତେବେଳେ ସେ କୌଣସି ଭୂମିକା ରେ ଅଭିନୟ କରନ୍ତି ସେତେବେଳେ ସେ ବିନା ସ୍କ୍ରିପ୍ ରେ ନପଢି ସେ ସେଇ ଭୂମିକା ରେ ନିଜ କୁ ରଖି ସିଚ୍ୟୁଏସନ ଅନୁସାରେ ଅଭିନୟ କରନ୍ତି । କେବଳ ସୁନ୍ଦର ଅଭିନୟ ନୁହଁ ସେ ରାଇମୋହନ୍ ପରିଡା , ବିଜୟ୍ ମହାନ୍ତି , ଏମିତି ବରିଷ୍ଠ କଳାକାର ଙ୍କ ସୁନ୍ଦର ଭଏସ ରେ ମଧ୍ୟ ଅଭିନୟ କରିଛନ୍ତି ।
ଆଉ ସେ ଆଜି ମାନେ ପକାନ୍ତି ରାଇମୋହନ୍ ଙ୍କୁ କାରଣ ସେ ତାଙ୍କ ମୁଣ୍ଡ ଉପରେ ହାତ ରଖି ଆର୍ସିବାଦ ଦେଇ ଥିଲେ କି ତୁ ନିଶ୍ଚୟ ଆଗକୁ ଯିବୁ । ଆଜି ସେ ଦୁନିଆ ରେ ନାହାନ୍ତି ସତ କିନ୍ତୁ ତାଙ୍କ ଆର୍ଶିବାଦ ରେ ଟୁଲୁ ବହୁତ ଆଗକୁ ଯାଇଛି । ଟୁଲୁ ମଧ୍ୟ ପର ଉପକାର ବହୁତ କରନ୍ତି । ସେ ପର ଦୁଃଖ କୁ ଦେଖି ପାରନ୍ତି ନାହିଁ ।
ସେ ଚାହାନ୍ତି ସେ ଯାହା ରୋଜଗାର କରବେ ତାହା ସେ ପର କୁ ସାହାଯ୍ୟ କରି ବାକୁ ଚେଷ୍ଟା କରନ୍ତି । ଯେତେବେଳେ କୋଭିଡ୍ ଲକଡାଉନ୍ ଥିଲା ସେତେବେଳେ ଟୁଲୁ ବହୁତ ଅସୁବିଧା ରେ ଥିଲେ ଆଉ ସେତେବେଳେ ଗୁଲୁଆ ତାଙ୍କୁ ସାହାଯ୍ୟ କରିଥିଲେ ନିଜ ଭାଇ ଭଳି ଆଉ ଏହି ଏଥିରୁ ସେ ଶିଖି ସମସ୍ତ ଙ୍କୁ ସାହାଯ୍ୟ କରିବା କୁ ସବୁ ବେଳେ ଚାହାନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।