Breaking News

ମୁଁ ପିଲା ବେଳୁ ବାପାଙ୍କ ଅଭିନୟ ଦେଖିଛି ,ଅଭିନୟ ଦକ୍ଷତା ଉତ୍ତରାଧିକାର ଭାବେ ମିଳିଛି :ବାପି ରାୟ(Bapi Ray) … ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆଜି ଆମେ ଆପଣ ମାନଂକୁ ଯାହା ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ମାନେ ଆମେ ସମସ୍ତେ ବହୁତ ଭଲ ପାଉଛେ । ଆଉ ତାଙ୍କ ଅଭିନୟ କୁ ଦେଖିବା ପାଇଁ ସମସ୍ତେ ଆଉ ସବୁ ଦର୍ସକ୍ ମାନେ ବହୁତ ଉତ୍ସାହିତ୍ ହୋଇ ଥାନ୍ତି । ତେବେ ଆପଣ ମାନେ ଏହି ବିଷୟ ରେ ଯଦି ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ବନ୍ଧୁଗଣ ଆଜି ଆମେ ଯାହାଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ମଞ୍ଚ୍ ଓ ଚଳଚିତ୍ର ରେ ମଧ୍ୟ ନିଜ ର ନିଖୁଣ ଅଭିନୟ ମାଧ୍ୟମ ରେ ଆପଣ ଙ୍କ ହୃଦୟ ରେ ନିଶ୍ଚିନ୍ତ ଏକ ସ୍ବତନ୍ତ୍ର୍ ଛାପ୍ ଟିଏ ତିଆରି କରି ଥିବେ । ସେ ଆଉ କେହି ନୁହନ୍ତି ସେ ହେଉଛି ବାପି ରାୟ । ଆପ୍ଣ ମାନେ ବାପି ରାୟ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ବାପି ରାୟ ତାଙ୍କ ର ଅଭିନୟ କୁ ବହୁତ ଭଲ ପାଆନ୍ତି ଆଉ ସେ ତାଙ୍କ ପରିବାର ଠାରୁ ହିଁ ସିଖିଛନ୍ତି । କାରଣ ତାଙ୍କ୍ ବାପା ରେଡ଼ିଓ ଓ ଷ୍ଟେଜ୍ ର ଆକ୍ଟର ଥିଲେ ।

ବାପି ରାୟ ପିଲା ବେଳୁ ତାଙ୍କ ର ବାପା ଙ୍କ ର ଅଭିନୟ କୁ ଦେଖିକି ସିଖିଛନ୍ତି । ତାଙ୍କ ବାପା ଏକ ଗପ ରେ ଅଭିନୟ କରିଥିଲେ ଯାହାର ନାଁ ହେଉଛି ଦୁନିଆ ଆଉ ତାଙ୍କ ବାପା ଙ୍କ ର ଜଣେ ଉତ୍ତରାଧିକାରୀ ହୋଇ ଥିବାରୁ ସେ ତାଙ୍କ ବାପା ଙ୍କ ଠାରୁ ଶିଖି ଥିଲେ । ତାଙ୍କ ବାପା ଅନେକ ନାଟକ ରେ ଅଭିନୟ କରିବା ସହିତ ସେ ନିଜେ ନାଟକ ଲେଖିଛନ୍ତି । ତାଙ୍କ ବାପା ଙ୍କ ର ଅଭିନୟ କୁ ନିଜ ଆଖି ଆଗରେ ଦେଖିଲା ପରେ ସେ ତାଙ୍କ ଠାରୁ ଅଭିନୟ କୁ ଶିଖି ଥିଲେ ।

ତାପରେ ବଡ଼ ବଡ଼ ଆକ୍ଟର୍ ମାନଙ୍କ ର ଅଭିନୟ କୁ ଦେଖି ତାଙ୍କ୍ ର ଆହୁରି ଇଚ୍ଛା ହେଲା ଅଭିନୟ କରିବା ପାଇଁ ତାପରେ ସେ 1991 ରେ ଷ୍ଟେଜ୍ ରେ ଆରମ୍ଭ କରି ଥିଲେ ଅଭିନୟ କରିବା ପାଇଁ । ବାଣୀ ବିହାର ରେ ନଟରାଜ୍ ଅଛି ସେଥିରେ ସେ ପ୍ରଥମେ ଅଭିନୟ କରିଥିଲେ । ତାପରେ ସେ ଦୋଳ୍ ଗୋବିନ୍ଦ ଙ୍କ ସାଥିରେ ନଟଗୋବିନ୍ଦ ଶାଳା ରେ ମଧ୍ୟ ଅଭିନୟ କରିଛନ୍ତି । ହଠାତ୍ ଗୋଟିଏ ତାଙ୍କୁ ସୁଯୋଗ ମିଳି ଥିଲା ତାଙ୍କୁ ଗଙ୍ଗ ଶିଉଳି ରେ ଅଭିନୟ କରିଥିଲେ ।

ବାପି ରାୟ ପ୍ରଥମେ ସିନେମା ରେ ଅଭିନୟ କରିଛନ୍ତି ତା ପରେ ସେ ସିରିଏଲ ରେ ଅଭିନୟ କରିଛନ୍ତି ତାପରେ ସେ ଓଡ଼ିଆ ଆଲବମ୍ ରେ ଅଭିନୟ କରିଛନ୍ତି । ତାଙ୍କ ର ପ୍ରଥମ ସିରିଏଲ ର ନାଁ ହେଉଛି ଯେ ପକ୍ଷ୍ ଉଡ଼ିବ ଯେତେ ଦିନ। ବାପି ରାୟ ଙ୍କ ଡାଇଲଗ କୁ ଶୁଣିଲେ ଯିଏ ନାହିଁ ସ୍ୱର ମଜ୍ଜି ଯିବେ । ତାଙ୍କୁ ଅଭିନୟ କରିବାକୁ ଭଲ ଲାଗେ ସେ ଛୋଟ ଅଭିନୟ ହେଉ କି ବଡ଼ ଅଭିନୟ ହେଉ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *