Breaking News

ମୁଁ ବାହା ହେଲା ପରେ ଭାବିଥିଲି ମୁଁ ଗୋଟେ ରାଜା ଆଉ ଗୋଟେ ଚାକର ଆଣିଛି ..ହେଲେ ତାପରେ ଯାହା ହେଲା

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବିବାହ ଘର ନୁହେଁ ଖେଳ ଘର । ବିବାହ ଘର ହେଉଛି ଏମିତି ଏକ କାର୍ଯ୍ୟ ଯେଉଁଥିରେ ଜଣେ ଯୁବକ ଙ୍କ ହାତ କୁ ଆଉ ଜଣେ ଯୁବତୀ ଧରି ଥାଏ । ଉଭୟ ସାତ ଜନମ ସାଥି ଅଟନ୍ତି , ବିପଦ ସମୟ ପରସ୍ପର ପାଖ ରେ ଠିଆ ହେବା , ସୁବିଧା ଓ ଅସୁବିଧା କଣ ଜାଣିବା । ସ୍ବାମୀ ପାଇଁ ସ୍ତ୍ରୀ ଯେତିକି ଗୁରୁତର ସ୍ତ୍ରୀ ପାଇଁ ସ୍ବାମୀ ମଧ୍ୟ ସେତିକି ଗୁରୁତର।

 

 

 

 

ବର୍ତ୍ତମାନ ସମୟ ରେ ବିବାହ ଘର କିଛି ଦିନ ପର୍ଯ୍ୟନ୍ତ ରହୁଛି ଅର୍ଥାତ୍ ଦୀର୍ଘ ସ୍ଥାୟୀ ବଦଳ ରେ ବିବାହ ଘର ଟି ଚିରସ୍ଥାୟୀ ରହୁଛି । ବିବାହ ଘର କିଛି ଦିନ ଗଲା ପରେ ପ୍ରାୟ ଅଧିକ ଦମ୍ପତି ମାନେ ଭୁଲ ବୁଝାମଣା ରୁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ଯାହା ଫଳ ରେ ଛାଡ଼ପତ୍ର ଦେଇ ସବୁ ଦିନ ପାଇଁ ଅଲଗା ହୋଇ ଯାଇ ଥାଆନ୍ତି । ବର୍ତ୍ତମାନ ସମୟ ରେ ନ ବିବାହ କରିଥିବା ନବ ଦମ୍ପତି ଙ୍କ ମଧ୍ୟ ରେ ଦୁଇ ଟି ଜିନିସ ରହିଲେ ବୈବାହିକ ଜୀବନ ସୁଖମୟ ହେବ ।

 

 

 

 

ଏକ ହେଉଛି ଧର୍ଯ୍ୟ ଏହି ଜିନିସ ଟି ନବ ଦମ୍ପତ୍ତି ମଧ୍ୟ ରେ ରହିବା ନିହାତି ଆବଶ୍ୟକ । ଧର୍ଯ୍ୟ ରହିଲେ ମଣିଷ ଅନେକ କଥା ବା ଗାଳି ଯେତେ ଶୁଣିଥିଲେ ମଧ୍ୟ କିଛି ପ୍ରଭାବ ପଡ଼ିବ ନାହିଁ , ସବୁଠି ଚୁପ୍ ରହିବା ପାଇଁ ଆମେ କହୁ ନାହୁଁ କିନ୍ତୁ ଯେଉଁଠି କିଛି କହିବା ଦ୍ଵାରା ପାରିବାରିକ କଳହ ବୃଦ୍ଧି ପାଇଁ ସେହି ସମୟ ରେ ଚୁପ୍ ରହି ଯାଆନ୍ତୁ ମାତ୍ର କିଛି ସମୟ ପର୍ଯ୍ୟନ୍ତ । ପରିବାର ଖୁସି ରେ ରହିବ

 

 

 

ଅନ୍ୟ ଟି ରହୁଛି ବୁଝାମଣା – ଏହି ବୁଝାମଣା ନବ ଦମ୍ପତି ଙ୍କ ପାଖ ରେ ରହିବା ସହ ଘର ର ଅନ୍ୟ ସଦସ୍ୟ ଙ୍କ ପାଖ ରେ ରହିବା ଉଚିତ୍ । ବୁଝାମଣା ଜିନିସ ଟି ଷ୍ଟ୍ରଙ୍ଗ ରହିଲେ ବାତ୍ୟା ଭଳି ପବନ ଓ ବନ୍ୟା ଭଳି ପାଣି ଆସିଲେ ମଧ୍ୟ କିଛି ହେବ ନାହିଁ କାହାର କଥା ମଧ୍ୟ ପ୍ରଭାବ ପଡ଼ିବ ନାହିଁ । ଜୀବନ ରେ ଯଦି ଜନ୍ମ ମୃତ୍ୟୁ ରହିଛି , ହସ୍ ଖୁସି ରହିଛି ଠିକ୍ ସେମିତି ପରିବାର ହସ୍ ଖୁସି କୁ ନେଇ ହୋଇଛି ।

 

 

 

ହସ ସମୟ ରେ ହସିବେ ଓ ଦୁଃଖ ସମୟ ରେ ଝଗଡ଼ା ହେବେ , ଝଗଡ଼ା ହେଲେ ମଧ୍ୟ ବୁଝାମଣା ଥିଲେ ସବୁକିଛି ଠିକ୍ ହୋଇଯିବ । ଜୀବନ ରେ ଶାନ୍ତି ରେ ବଞ୍ଚିବାକୁ ହେଲେ ବୁଝାମଣା ରହିବା ନିହାତି ଦରକାର । ବର୍ତ୍ତମାନ ସମୟ ରେ ଏହି ବୁଝାମଣା ଜିନିଷ ଟି ବହୁ କମ୍ ବ୍ୟକ୍ତି ରେ ଥିବାରୁ ସେମାନ ଙ୍କ ବୈବାହିକ ଜୀବନ ବେଶୀ ଦିନ ହୋଇ ନ ଥାଏ ଓ ସେହିଠାରେ ଛାଡ଼ପତ୍ର ବୋଲି ଏକ ଶବ୍ଦ ଆସିଥାଏ ।

 

 

 

ଉଚିତ୍ ବୁଝାମଣା ରଖନ୍ତୁ , ଶାନ୍ତି ରେ ରୁହନ୍ତୁ ଯଦି କେବେ କିଛି ଅସୁବିଧା କିମ୍ବା ପାରିବାରିକ ସମସ୍ୟା ଦିଏ ତେବେ ସେହି ସମୟ ରେ ତାର ସମ୍ମୁଖୀନ କରି ପରବର୍ତ୍ତୀ ସମୟରେ ଭୁଲି ଯାଆନ୍ତୁ ।।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *