ତନିସା ପଣ୍ଡା ଏ କୁନି ଲିଟିଲି ଷ୍ଟାର୍ । ଏ ଝିଅ ଟି ଏମିତି ଗୀତ ଗାଉଛି ଯାହାକି ଜର୍ଜ ମାନଙ୍କ ର ପୁରା ହୋସ ଉଡେଉ ଦେଉଛି । ତା ଗୀତ ଜର୍ଜ ମାନଂକୁ ପୁରା ଭାବ ବିହୋଳ୍ କରି ଦେଉଛି । ସେ ଏମିତି ଅଶ୍ଚର୍ୟ୍ଯ ଜନକ୍ ଭଜନ ଗୀତ ଗୁଡାକ ଗାଉଛି ଯାହାକି ଜର୍ଜ ମାନଂକୁ ବହୁତ ଶୁଣିବାକୁ ଭଲ ଲାଗୁଚି । ଆଉ ତାଙ୍କୁ ବହୁତ ଭଲ କମେଣ୍ଟ ମଧ୍ୟ ଦେଉଛନ୍ତି ।
ତେବେ ବନ୍ଧୁଗଣ ଆମ ର ଓଡିଶା ର ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଛି ଯାହା କି ଆପଣ ମାନେ ଦେଖି ପାରୁଥିବେ ଏକ ରିୟାଲିଟ୍ ସୋ ମୁଁ ବି ନମିତା ଅଗ୍ରୱାଲ୍ ହେବି ସିଜିନ 2 । ଏହି ରିୟାଲିଟ୍ ସୋ ଟି ବହୁତ ଦର୍ଶକ ମାନଂକୁ ବି ପସନ୍ଦ ଆସିଛି ଆଉ ସମସ୍ତ ଙ୍କ ର ଏହା ଏକ ବହୁତ ବଡ଼ ପ୍ରିୟ ସୋ ।
ତେବେ ଏହି ସୋ ରେ ଓଡିଶା ପ୍ରତିଭା ମାନେ ନିଜ ର ସ୍ବର ବା ଗୀତ ଗାଇବା ର ପ୍ରତିଭା କୁ ଚୟନ କରା ଯାଉଛି । ଏବଂ ଏହି ସୋ ରେ ବହୁତ ବଡ଼ ବଡ଼ ସଙ୍ଗିତାକାର ତଥା ନମିତା ଅଗ୍ରୱାଲ୍ ,ମନମୋହନ୍ ସାର ଆଦି ଅନେକ ଜର୍ଜ ମଧ୍ୟ ରହିଛନ୍ତି । ତେବେ ଏହି ସୋ ରେ ଏମିତି ଜଣେ ପ୍ରତିଭା ଆସିଛନ୍ତି ଯାହା ଙ୍କ ଗୀତ ଶୁଣି ଭାବ ବିହୋଳ ହୋଇ ନମିତା ଅଗ୍ରୱାଲ୍ ଏବଂ ଏହି ସୋ ରେ ଭଲ ଭଲ କମେଣ୍ଟ ମଧ୍ୟ ଦେଇଛନ୍ତି ।
ଆଉ ନିଜ ର ମନ ର କଥା ବା ନିଜ ର ଅଭୁଲା ସ୍ମୁତି ବିଷୟ ରେ ମଧ୍ୟ କହିଥିଲେ । ତେବେ ବନ୍ଧୁଗଣ ସେ ପ୍ରତିଭା ଜଣକ ହେଉଛନ୍ତି ତନିସା ପଣ୍ଡା । ତୁଳସୀ କହୁଛି ପ୍ରଭୁ କୁ ଚାହିଁ ଏହି ଗୀତ ଟିକୁ ଗାଇ ଥିଲେ । ଯାହାକି ବହୁତ ସୁ ମଧୁର ଭାବରେ ଗାଇଥିଲେ ଯାହାକି ନମିତା ଅଗ୍ରୱାଲ୍ ବହୁତ ପ୍ରସଂସା ମଧ୍ୟ କରିଥିଲେ ଆଉ ତାଙ୍କୁ ବହୁତ ସାରା କମେଣ୍ଟ କରି ତାଙ୍କୁ ବହୁତ ଗେଲ ମଧ୍ୟ କରିଥିଲେ ।
ଏହା ପୂର୍ବ ରୁ ଗୁଆ ଘିଅ ନଖ ବଳିତା ଗୀତ ମଧ୍ୟ ଗାଇ ଥିଲେ । ଏହି ଗୀତ ଟିକୁ ମଧ୍ୟ ବହୁତ ସୁନ୍ଦର ଭାବରେ ଗାଇ ଥିଲେ । ତା ପରେ ଏମିତି ଅନେକ ଗୀତ ଗାଇ ଛନ୍ତି । ଆଉ ଏବେ ସେ ଗ୍ରାଣ୍ଡ ପ୍ରିମିୟମ ରାଉଣ୍ଡ ରେ ଅଛନ୍ତି ଯାହାକି ଏବେ ଦର୍ଶକ ବନ୍ଧୁ ମାନେ ତନିସା କୁ ବହୁତ ଭଲ ପାଉଛନ୍ତି । ଆଉ ତାଙ୍କ ଭଏସ ଙ୍କୁ ବହୁତ ଭଲ ପାଉଛନ୍ତି । ଏଠି ସୋ ରେ ଯେଉଁ ମାନେ ଭାଗ ନେଇଛନ୍ତି ସମସ୍ତେ ଆଉ ସମସ୍ତେ ବହୁତ ଭଲ ଗୀତ ଗାଉଛନ୍ତି ଜଣା ଯାଉ ଆଗକୁ ଜଣା ପଡିବ ଏ ସୋ ରେ କିଏ ବିଜେତା ହେବେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।