Breaking News

ମୁଁ ଯାତ୍ରାରେ ଥିଲି,ମୋ ପାଇଁ ମୋ ପୁଅ ମରିଗଲା – ଉତ୍ତମ, ଯାତ୍ରା ଅଭିନେତା ଦେଖନ୍ତୁ ଭିଡିଓ

ଦର୍ଶକ ଯାତ୍ରା ଜଗତ ଲୋକ ପ୍ରିୟ ଅଭିନେତା ଉତ୍ତମ , ଏହି ଅଭିନେତା ଜଣକ ବର୍ତ୍ତମାନ ସମୟ ରେ ନିଜ ଅଭିନୟ ଜାରୀ ରଖିଛନ୍ତି । ନିଜ ଅଭିନୟ ଜୀବନୀ ମଧ୍ୟରେ ସେ ବହୁ ସାରା ଚଳଚ୍ଚିତ୍ର ରେ ଅଭିନୟ କରି ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ଏହି ଅଭିନେତା ଙ୍କ ଜୀବନ ରେ ଅନେକ କିଛି ଘଟି ଯାଇଛି ଯାହାକି ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଅଭିନେତା ଉତ୍ତମ ଙ୍କ। ପ୍ରଥମେ ଏକ କନ୍ୟା ସନ୍ତାନ ହୋଇଥିଲା ତାହା ମଧ୍ୟ ସିଯରିଂ ରେ , ଡ଼ାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ ଦ୍ଵିତୀୟ ସନ୍ତାନ ପାଇଁ ୫ ବର୍ଷ ପରେ କରିବା ପାଇଁ , ପରେ ଅନେକ ବର୍ଷ ଯିବା ପରେ ଉତ୍ତମ ଯାତ୍ରା ଜଗତ ରେ ନିଜ ଅଭିନୟ ଜାରୀ ରଖିଥିବା ସମୟ ରେ ତାଙ୍କ ପତ୍ନୀ ଗର୍ଭବତୀ ହୋଇଥିଲେ । ଅଭିନୟ କରିବା ସମୟ ରେ ତାଙ୍କ ପତ୍ନୀ ଉଚିତ୍ ସମୟ ରେ ଉପଯୁକ୍ତ ମେଡିକାଲ ଯାଇ ପାରି ନ ଥିଲେ ।

ଡେରି ହୋଇ ଯିବାରୁ ପିଲା ଟି ପେଟ ରେ ରହି ମୃତ୍ୟୁ ବରଣ କରିଥିଲା । ତାଙ୍କର ଏକ ପୁଅ ହୋଇଥିଲା ଓ ସେ ଦୁନିଆ କୁ ଆସିବା ପୂର୍ବ ରୁ ମୃତ୍ୟୁ ବରଣ କରି ଦେଇଥିଲା । ଏହା ଅନେକ ବର୍ଷ ତଳ ର କଥା ବର୍ତ୍ତମାନ ସମୟ ରେ ଉତ୍ତମ ଙ୍କ ଏକ ଝିଅ ଏବଂ ପୁଅ । ଝିଅ ବିଟେକ କରି ବର୍ତ୍ତମାନ ବାଙ୍ଗାଲୋର ରେ ପାଠ ପଢୁଛି । ତାଙ୍କ ପୁଅ ମଧ୍ୟ ରହିଛି ।

ଯିଏ କି ବର୍ତ୍ତମାନ ସମୟ ରେ ଅଷ୍ଟମ ଶ୍ରେଣୀ ରେ ପାଠ ପଢୁଛି । ଅଭିନେତା ଉତ୍ତମ ପ୍ରଥମେ ନାଲେଇ ପାର୍ଟି ରେ କାମ କରୁଥିଲେ । ନିଜ ଅଭିନୟ ଜୀବନୀ ମଧ୍ୟ ସେ ଅନେକ ଲୋକ ପ୍ରିୟ ନାଟକ ରେ ଅଭିନୟ କରିଛନ୍ତି ଓ ଭିନ୍ନ ଭିନ୍ନ ଚରିତ୍ର ରେ ନଜର ଆସି ଥାଆନ୍ତି କେତେବେଳେ କମେଡି ତ ଆଉ କେତେବେଳେ ମୁଖ୍ୟ ଅଭିନେତା ବା ଆଉ କେତେବେଳେ ନେଗେଟିଭ ଚରିତ୍ର ରେ ନଜର ଆସିଛନ୍ତି ।

ବର୍ତ୍ତମାନ ସମୟ ରେ ଅଭିନେତା ଉତ୍ତମ କାର୍ଯ୍ୟକ୍ରମ ରେ ଥିବା ସମୟ ରେ କିଛି ସମୟ ବାହାର କରି ନିଜ ଅତୀତ ବିଷୟ ରେ ଅନେକ କିଛି କଥା କହିଛନ୍ତି । ତାଙ୍କ ଅତୀତ ର କଥା ଦୁଃଖ ରହିଛି ସୁଖ ମଧ୍ୟ ରହିଛି । ବର୍ତ୍ତମାନ ସମୟ ରେ ତାଙ୍କ ପରିବାର ବେଶ୍ ହସ୍ ଖୁସି ରେ ଚାଲୁଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *