ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁ କମ୍ ଅଭିନେତା ଅଛନ୍ତି ଯେଉଁ ମାନେ କି ଚଳଚ୍ଚିତ୍ର ବର୍ ଖଳ ନାୟକ ଚରିତ୍ର ରେ ନଜର ଆସି ଥାଆନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ
ଏହି ଅଭିନେତା ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଷ୍ଟାଇଲସ ଭିଲ୍ୟାନ ରକ୍ ପାତ୍ର । ରକ୍ ପାତ୍ର ଙ୍କ ବିଷୟ ରେ ଆଜି ଆମେ କିଛି ଜାଣିବା ଯାହାକି ରକ୍ ପାତ୍ର ନିଜେ ଏକ ସାକ୍ଷାତକାର ରେ କହିଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ସେତେ ବେଶୀ ଆଉ ପ୍ରତିଷ୍ଠିତ କଳାକାର ମାନେ ନାହାଁନ୍ତି ।
ହଁ ବନ୍ଧୁ ସ୍ବର୍ଗତ ହର ପଟ୍ଟନାୟକ , ରାଇ ମୋହନ , ମେନ କେତନ ଭଳି ଲୋକ ପ୍ରିୟ ଅଭିନେତା ଯେଉଁ ମାନେ କି ଖଳ ନାୟକ ଚରିତ୍ର ରେ ନଜର ଆସୁଥିଲେ ଓ ସେମାନ ଙ୍କୁ ଦେଖିବା ପାଇଁ ଦ୍ରସକ ମାନେ ବେଶ୍ ଇଚ୍ଛୁକ ଥିଲେ , ଏମାନ ଙ୍କ ଏଣ୍ଟ୍ରି ମଧ୍ୟ କିଛି ଅଲଗା ପ୍ରକାର ବଡ ଦୁଃଖ ର ଖବର ଏହି ଭଳି ଅଭିନେତା ଙ୍କ ଅଭିନୟ ଆଉ ଦେଖିବାକୁ ମିଳିବ ନାଇଁ ଓ ତାଙ୍କ ସ୍ଥାନ ଅପୂରଣୀୟ ହୋଇ ରହିବ ।
ବନ୍ଧୁଗଣ ରକ୍ ପାତ୍ର ଙ୍କ ଅଭିନୟ ଆପଣ ମାନେ ମେଣ୍ଟାଲ ଚଳଚ୍ଚିତ୍ର ରେ ଦେଖିଥିବେ । ସେ ଏହି ଚଳଚ୍ଚିତ୍ର ରେ ରାଇ ମୋହନ ଙ୍କ ସହ ନଜର ଆସିଥିଲେ । ସେ ପେଟ୍ରୋକାଲ କେମିକାଲ ଇଞ୍ଜିନିୟରିଂ କରିଛନ୍ତି ଓ ସେ ଚାକିରି ମଧ୍ୟ କରିଛନ୍ତି , ହଁ ବନ୍ଧୁ ତାଙ୍କ ଚାକିରୀ ହେଉଛି ଯେ ସେ ସମୁଦ୍ର ଭିତରୁ ପେଟ୍ରୋଲ, ଗ୍ୟାସ, ଡିଜେଲ ବାହାର୍ କରି ଥାନ୍ତି ।
ଏହି ଚାକିରି ରେ ତାଙ୍କୁ ମସେ କାମ କରିବାକୁ ପଡେ ଓ ଆଉ ମାସେ ଛୁଟି ଦିଆ ଯାଇଥାଏ ଓ ଏହି ଛୁଟି ସମୟ ରେ ସେ ଅଭିନୟ କରି ଥାଆନ୍ତି । ଏହି ଅଭିନେତା ଜଣକ ପ୍ରେମ ବିବାହ କରିଛନ୍ତି ଓ ତାଙ୍କ ପତ୍ନୀ ଙ୍କୁ ଭଲ ଭାବରେ ଓଡିଆ କହି ଆସି ନାହିଁ କିନ୍ତୁ ସେ ଓଡ଼ିଶା ରେ ୧୦ ରୁ ୧୨ ବର୍ଷ ହେବ ରହି ଆସିଛନ୍ତି ।
ବନ୍ଧୁଗଣ ସେ ଅଭିନୟ କୁ ବେଶ୍ ଗୁରୁତ୍ୱ ଦିଅନ୍ତି ଓ ସେ ନିଜ ଜୀବନ ଥିବା ପର୍ଯ୍ୟନ୍ତ ଅଭିନୟ କରି ଆସୁଥିବେ । ତାଙ୍କ୍ ଜୀବନ ରେ ଏକ ଅବଶୋଷ ରହିଗଲା କି ସେ ସ୍ବର୍ଗତ ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଓ ହର ପଟ୍ଟନାୟକ ଙ୍କ ସହ ସେ ଚଳଚ୍ଚିତ୍ର କରି ପାରିଲେ ନାହିଁ । ଏହି ଭଳି ଭାବେ ସେ ଅନେକ କଥା କହିଛନ୍ତି ଏହି ସାକ୍ଷାତକାର ରେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।