Breaking News

ମୁଖା ବଦଳାଇ ଚେହେରା ବଦଳାଇବାରେ ମାହିର ଓଡିଆ ଅଭିନେତା ଚନ୍ଦନ(Chandan Kar)! … ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଥିବା ସବୁ ଅଭିନେତା ଓ ଅଭିନେତ୍ରୀ ମାନଂକୁ ଜାଣିଥିବେ । ବହୁତ ଅଭିନେତା ଅଛନ୍ତି ଯେଉଁ ମାନେ ଭିନ୍ନ ଚରିତ୍ର୍ ରେ କରିଛନ୍ତି ଯେମିତି ଜଣେ ଅଭିନେତା ହିରୋ ଭିଲିୟାନ କିମ୍ବା ଅନ୍ୟ କ୍ୟାରକ୍ଟର ରେ ଅଭିନୟ କରିବାକୁ ଆସି ଥାନ୍ତି ।

ତେବେ ଆଜି ଆମେ ଏମିତି ଏକ କଳା କାର ଙ୍କ ବିଷୟ ରେ କହିବାକୁ ଯାଉଛି ଯିଏ ଭିନ୍ନ ଚରିତ୍ର ରେ ନଜର ରେ ଆସିଛନ୍ତି ସେ କଳା କୁ ପେସା ଭାବରେ ନୁହଁ ନିଜ ର ଟ୍ୟାଲେଣ୍ଟ ଭାବରେ ଲୋକ ନଜର କୁ ଆଣନ୍ତି ଆଉ ଅଭିନୟ କୁ ନିଜର ଜୀବନ ବୋଲି ଭାବନ୍ତି । ତେବେ ଏହି ବିଷୟ ରେ ଅଧିକ ବା ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ପଢନ୍ତୁ ।

ଆପଣ ମାନେ ଅଭିନେତା ଚନ୍ଦନ୍ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ସେ ବହୁତ ସୁପରହିଟ ସିନେମା ରେ ଅଭିନୟ କରିଥିବାର ନଜର ରେ ଆସିଛନ୍ତି କେତେବେଳେ ସେ ହିରୋ ଭୂମିକା ରେ ତ କେତେବେଳେ ସେ ଖଳନାୟକ ଭୂମିକା ରେ ଅଭିନୟ କରିଛନ୍ତି । ସେ ନିଜ ଫିଟନେସ୍ କୁ ବହୁତ ଭଲ ପାଆନ୍ତି ସେଇଠି ପାଇଁ ସେ ସବୁବେଳେ 4 ତା ରେ ଉଠି ଥାନ୍ତି ଆଉ ନିଜ ର ଜିମ ରେ ଫିଟ ନେସ ପାଇଁ ଲାଗି ପଡନ୍ତି । ତାହା ସହ ଚନ୍ଦନ୍ କହିଲେ ଯଦି ଭଲ ଅଭିନେତା ବା ଅଭିନେତ୍ରୀ ହେବାର ଅଛି ଆଉ ଓଡ଼ିଆ ଇଣ୍ଡଷ୍ଟ୍ରୀ କୁ ଭଲ ଗ୍ରୋଥ୍ କରିବାର ଅଛି ତାହେଲେ ଇଣ୍ଡଷ୍ଟ୍ରୀ ରେ ଏଣ୍ଟ୍ରି କରିବା ଉଚିତ ।

ଚନ୍ଦନ୍ କେବେବି ନିଜକୁ ଷ୍ଟାର୍ କହିବାକୁ ଭଲ ପାଆନ୍ତି ନାହିଁ ସେ ସବୁବେଳେ ନିଜ କାମ କୁ ପ୍ରାଧନ୍ୟ ଦେଇ ଥାନ୍ତି ତାଙ୍କ ପାଇଁ ବଡ଼ ନୁହଁ କି ସେ କେଉଁ ଚରିତ୍ର୍ ରେ ଅଛନ୍ତି ସେ ସବୁ ବେଳେ ଭାବନ୍ତି ସେ ଯେଉଁ ଚରିତ୍ର୍ ରେ ଅଭିନୟ କରୁଛନ୍ତି ସେ ଚରିତ୍ର୍ ଟି ର ଅଭିନୟ ଟି ସୁପର ହେଉ । ସେ ନିଜ କୁ ଭାବନ୍ତି ସେ ଆକ୍ଟର୍ ତେବେ ସେ ଭିନ୍ନ ଭିନ୍ନ ଚରିତ୍ର୍ ର ଅଭିନୟ କରି ପାରିବେ ।

ସେ ଯେତେବେଳେ ଯେଉଁ ଚରିତ୍ର୍ ଟି କରନ୍ତି ସେ ଚରିତ୍ର କୁ ସେ ପୁରା ଏଫୋଟ୍ ଦେଇ କରନ୍ତି ସେଇ ଚରିତ୍ର୍ ଟି ସରିଗଲେ ସେ ମୁଖାର ଅଭିନୟ କୁ ଭୁଲି ଯାଇ ଆଉ ଏକ ଚରିତ୍ର୍ ରେ ନିଜ କୁ ରଖି ଦିଅନ୍ତି । ସେ ଯେତେବେଳେ ଅଭିନୟ ଦୁନିଆ ରେ ପାଦ ଦେଇଥିଲେ ସେତେବେଳେ ଦେ ଟ୍ରେଣ୍ଡ୍ ଆକ୍ଟର ନଥିଲେ କିନ୍ତୁ ତାଙ୍କୁ ସେହି ସମୟ ରେ ସେଗୁଡିକ ବହୁତ ଭଲ ଲାଗିଥିଲା ତେଣୁ କରି ସେ ଅଭିନୟ ଦୁନିଆ ରେ ପାଦ ଦେଇଥିଲେ ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *