Breaking News

ମୁହଁ ଖୋଲିଲା ବର୍ଷା, ଆଜି ବି ମୋ ଟୁଙ୍ଗୁରୁ ମତେ ଭଲପାଏ, ଟୁଙ୍ଗୁରୁ ମତେ ଛାଡି ରହିପାରିବ ନାହିଁ … ଦେଖନ୍ତୁ

ପୁଣି ଥରେ ବର୍ଷା ମୁହଁ ଖୋଲିଛନ୍ତି।କିଛି ମାସ ପୂର୍ବରୁ ସୋସିଆଲ ମିଡିଆରେ ଭାଇ ରାଲ୍ ହୋଇଥିବା ବର୍ଷା ଓ ଟୁଙ୍ଗୁରୁ ଭୋଳ ପୁଣି ଥରେ ସୋସିଆଲ ମିଡିଆରେ ତାଙ୍କୁ ଦେଖିବାକୁ ମିଳିଛି। ବର୍ଷା ଗୋଟିଏ ଭିଡ଼ିଓ ରେ କହିଛନ୍ତି ଯେ ଟୁଙ୍ଗୁରୁ ଭୋଳ ମୋତେ ବହୁତ୍ ଭଲ ପାଆନ୍ତି। ଆଉ ବର୍ଷା କହିଛନ୍ତି ଯେ ସେ ତାଙ୍କ ସହିତ ରଖିବାକୁ ଚାହୁଁଛନ୍ତି ହେଲେ ସମାଜ କୁ ଡରୁଛନ୍ତି।ସେ ଆଜି ବି ମୋତେ ସେତିକି ଭଲ ପାଆନ୍ତି ଯେତିକି ଆଗରୁ ପାଉଥିଲେ।

ନିକଟରେ ବର୍ଷା ଆଉ ଟୁଙ୍ଗୁରୁ ଙ୍କୁ ନେଇ ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।ଖାଲି ସେତିକି ନୁହେଁ ତାଙ୍କ ପ୍ରେମ କାହାଣୀ କୁ ନେଇ ବହୁତ୍ ଆଲବମ୍ ଗୀତ ମଧ୍ୟ ବନା ଯାଇଥିଲା।ଆଉ ବର୍ଷା ମଧ୍ୟ ସେ ଭିଡ଼ିଓ ରେ ଅଭିନୟ କରିଛନ୍ତି। ବର୍ଷା ମଧ୍ୟ ଟୁଙ୍ଗୁରୁ କୁ ବହୁତ୍ ଭଲ ପାଉଛନ୍ତି ବୋଲି କହିଛନ୍ତି। ତା ସହିତ ବର୍ଷା କହିଛନ୍ତି ଯେ ସେ ଟୁଙ୍ଗୁରୁ ସହିତ ସାରା ଜୀବନ ରହିବେ ।ଆଉ ସେ କହିଛନ୍ତି ଯେ ଯେତେବେଳେ ତାଙ୍କ ସ୍ବାମୀ ତାଙ୍କୁ ଛାଡି ଚାଲି ଯାଇଥିଲେ ସେତେବେଳେ ଟୁଙ୍ଗୁରୁ ତାଙ୍କୁ ତାଙ୍କ ପାଖରେ ଆଶ୍ରୟ ଦେଇଥିଲେ।

ହେଇପାରେ କିଛି ସମୟ ପାଇଁ ଟୁଙ୍ଗୁରୁ ଭୋଳ ମିଛ କହୁଛନ୍ତି କିନ୍ତୁ ତାଙ୍କ ମନରେ ଖାଲି ବର୍ଷା ଙ୍କ ର ହିଁ ନାଁ। ବର୍ଷା ବିନା ଟୁଙ୍ଗୁରୁ ଭୋଳ ଅଧା । ତା ସହିତ ଟୁଙ୍ଗୁରୁ ଭୋଳ ବି କଥା ଦେଇଛନ୍ତି କିଛି ସମୟ ଅପେକ୍ଷା କର ସବୁ ସମସ୍ୟା ର ସମାଧାନ ନିଶ୍ଚୟ ହେବ।ଚିନ୍ତା କରନି ତୁ ବି ଦିନେ ମୋ ପାଖରେ ରହିବୁ ଆଉ ମୁଁ ବି ତୋ ପାଖରେ ରହିବି।ମୁଁ ତୋତେ ହିଁ ରଖିବି ଆଉ ଆମ ଭଲ ପାଇବା ଚିରନ୍ତନ ହୋଇ ରହିବ।

କିନ୍ତୁ ସମାଜ ର ଅପବାଦ ପାଇଁ ଟୁଙ୍ଗୁରୁ ଭୋଳ ମିଛ କହୁଛନ୍ତି ଆଉ ଏମିତି କିଛି କହିଛନ୍ତି ବର୍ଷା। ଟୁଙ୍ଗୁରୁ ଭୋଳ ପାଇଁ ବର୍ଷା ଦିନେ ଫୁଲ ମାଳ ଧରି ଥାନା ରେ ବସିଥିଲେ କେବଳ ଟୁଙ୍ଗୁରୁ ଭୋଳ ପାଇଁ । ବର୍ଷା ଙ୍କ ର ଆଶା ଓ ବିଶ୍ବାସ ଅଛି ଏବେ ଯାହା ବି ସମସ୍ୟା ଚାଲିଛି ତାଙ୍କ ଭିତରେ ତାହା ଖୁବ୍ ଶୀଘ୍ର ଅନ୍ତ ହେବ। ତା ସହିତ ବର୍ଷା କହିଲେ ମୋ ଟୁଙ୍ଗୁରୁ ମୋତେ ଭଲ ପାଏ।ମୋ ଟୁଙ୍ଗୁରୁ ମୋତେ ମନ ଦେଇଛି।ଆଉ ଭବିଷ୍ୟତ ରେ ମୋ ଟୁଙ୍ଗୁରୁ ମୋତେ ହିଁ ରଖିବ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

 

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *