Breaking News

ମୁହଁ ଖୋଲିଲେ ଚତୁରୀ ଅର୍ଚନା ଙ୍କ ଅଜା : ଦେଲେ ଚାଞ୍ଚଲ୍ୟକର ତଥ୍ୟ , ଗାଁ କୁ ଆସି ଏମିତି … ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଜଣେ ମହିଳା ବେଶ୍ ଚର୍ଚ୍ଚା ରେ ଅଛନ୍ତି , ଏହି ମହିଳା ଜଣକ ହେଉଛନ୍ତି ଅର୍ଚ୍ଚନା ନାଗ । ଏହି ମହିଳା ଙ୍କ କାରନାମା ବିଷୟ ରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ , ରାତାରାତି କୋଟି କୋଟି ଟଙ୍କା ରୋଜଗାର କରନ୍ତି ଅର୍ଚ୍ଚନା ନାଗ । ତାହେଲେ ଆଜି ଆମେ ଅର୍ଚ୍ଚନା ନାଗ ବିଷୟ ରେ ଆଉ ଏକ ଖବର ବିଷୟ ରେ ଜାଣିବା ଯାହାକି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ଭାଈରାଲ ହେବା ରେ ଲାଗିଛି

ନେତା ପ୍ରଯୋଜକଙ୍କୁ ବ୍ଲା-କ-ମେ-ଲ କରି ଗି-ର-ଫ ହେଇଥିବା ଅର୍ଚନାଙ୍କ ଘର ଦେଖିଲେ ଆପଣ ତାଯୁବ ହେଇଯିବେ,ଘର ଏମିତି ହେଇଛି ଯେ ନେତା ମନ୍ତ୍ରୀଙ୍କ ଘର ମଧ୍ୟ ଯୁବତୀଙ୍କ ଘର ଆଗରେ ଫିକା ପଡି ଯିବ।ବିଶାଳ ଅଟ୍ଟାଳିକା,ଦାମୀ ଆସବାବପତ୍ର,ଦେଖିଲେ ଲୋକର ଆଖି ଝଲସି ଯିବ।ଘରର ସାଜ ସଜରେ ଅଭିଯାତ୍ୟ ଦେଖିବାକୁ ମିଳିଛି। ମହିଳାଙ୍କ ଘର ଦେଖିଲେ ଆପଣ ତାଯୁବ ହେଇଯିବେ,ଘର ଏମିତି ହେଇଛି ଯେ ନେତା ମନ୍ତ୍ରୀଙ୍କ ଘର ମଧ୍ୟ ଯୁବତୀଙ୍କ ଘର ଆଗରେ ଫିକା ପଡି ଯିବ।ବିଶାଳ ଅଟ୍ଟାଳିକା,ଦାମୀ ଆସବାବପତ୍ର,ଦେଖିଲେ ଲୋକର ଆଖି ଝଲସି ଯିବ।ଘରର ସାଜ ସଜରେ ଅଭିଯାତ୍ୟ ଦେଖିବାକୁ ମିଳିଛି।

ଏ ସବୁ ଭିତରେ ଅର୍ଚନା ଜାମିନ ଆବେଦନ କରିଥିବା ବେଳେ ଭୁବନେଶ୍ୱର /ଲେଡି ବ୍ଲା-କ-ମେ-ଲ-ର -ଅର୍ଚନା ନାଗ ଙ୍କ ଜାମିନ ଆବେଦନ କୁ ଖାରଜ କଲେ ଭୁବନେଶ୍ୱର ଏସ ଡି ଜେ ଏମ କୋର୍ଟ । ତେବେ ଯାହା ପାଖରେ ବଡ଼ ବଡ଼ ଲୋକ ମାନଙ୍କର ଧାଡ଼ି ଲାଗୁଥିଲା ଅର୍ଚ୍ଚନା ଙ୍କୁ ଭେଟିବା ପାଇଁ, ଆଜି ଅର୍ଚ୍ଚନା ଜେଲ ଭିତରେ ଅଛି।ଆଉ ଅନେକ ବଡ଼ ବଡ଼ିଆ ଠକ ଅର୍ଚ୍ଚନା ଙ୍କୁ ଭେଟ ମଧ୍ୟ ଯାଇ ପାରୁ ନାହାଁନ୍ତି କାରଣ ସମସ୍ତଙ୍କୁ ପୋଲିସ ଆଉ ଅର୍ଚ୍ଚନା ର ଭୟ ରହିଛି।

ଅର୍ଚ୍ଚନା ଙ୍କ ବିଷୟରେ ଆଜି ତାଙ୍କ ଅଜା  ମିଡ଼ିଆ ସାମ୍ନାରେ ମୁହଁ ଖୋଲିଛନ୍ତି । କହିଛନ୍ତି ଅର୍ଚ୍ଚନା ମୋ ନାତୁଣୀ ଆଉ ମୋ ପୁଅ ସପନ କୁମାର ଭୁଈ ଆଁ ବି ଅର୍ଚ୍ଚନା ପାଖରେ ରହୁଚି । ମସ୍କୁ ମୋ ପାଖକୁ ଖର୍ଚ୍ଚ ବାବଡ କୁ ମୋ ପାଖକୁ ପଇସା ପଠାଏ। ମୋ ପୁଅ ସହିତ ମୋର ଯୋଗାଯୋଗ ଅଛି । ନିଜ ପକରେ ଫୋନ୍ ନଥିବାରୁ ସେ ଅନ୍ୟଠୁ ଫୋନ୍ ଅନି ମୋ ସହ କଥା ହୁଏ । ତାଙ୍କ ଅଜା ଦୁଇ ମାସ ପୂର୍ବେ ଗାଁ ଙ୍କୁ ତାଙ୍କ ସ୍ଵାମୀ ସହିତ ବୁଲିବା ପାଇଁ ଆସିଥିଲେ ।

ଗାଁ ରେ ଅର୍ଚ୍ଚନା ଙ୍କ ବାପା ମା ରୁହନ୍ତି ତାଙ୍କୁ ଦେଖା କରିବା ପାଇଁ ଆସନ୍ତି । ଅଜା କହିଛନ୍ତି ଯେ ଅର୍ଚ୍ଚନା ଙ୍କ ପରିବାର ଗାଁ ରେ କୌଣସି ଧନ ସମ୍ପତି ନାହିଁ କିନ୍ତୁ ସେଇ ଅର୍ଚ୍ଚନା ଭୁବନେଶ୍ୱର ରେ ରାଜପ୍ରସାଦ ପରି ସମୟ ବିତାଉ ଥିଲା ୪ ବର୍ଷ ଭିତରେ ୧୦୦ କୋଟି ର ମାଲି କଣି ହୋଇଗଲା।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *