ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁ କମ୍ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଯେଉଁ ମାନେ କି ଦ୍ଵିତୀୟ ବିବାହ କରିଛନ୍ତି ।
ପ୍ରଥମେ ବିବାହ କରିବା ପରେ କୌଣସି କାରଣ ରୁ ବିବାହ ବିଚ୍ଛେଦ ହେବା ପରେ ବର୍ତ୍ତମାନ ସମୟ ରେ ଦ୍ଵିତୀୟ ବିବାହ କରି ବେଶ୍ ଖୁସି ରେ ଅଛନ୍ତି । ଆପଣ ମାନେ ଜାଣିଥିବେ ଯେ ଅଭିନେତା ସବ୍ୟସଚି ଯିଏ କି ପ୍ରଥମେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ଓ ପ୍ରଥମ ବିବାହ ଟି ବିଚ୍ଛେଦ ହେବା ପରେ ବର୍ତ୍ତମାନ ସମୟ ରେ ଦ୍ଵିତୀୟ ବିବାହ କରିଛନ୍ତି ।
ଆପଣ ମାନେ କଣ ଜାଣିଛନ୍ତି ସେ କଣ ପାଇଁ ଦ୍ଵିତୀୟ ବିବାହ କରିଛନ୍ତି ବୋଲି । ତାହେଲେ ଆଜି ଆମେ ସେହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଆପଣ ମାନେ ଅଭିନେତା ସବ୍ୟସଚି ଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଲୋକ ପ୍ରିୟ ଅଭିନେତା ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ।
ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଯୋଡ଼ି ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ନିଜ ଅଭିନୟ ଜୀବନୀ ମଧ୍ୟ ରେ ସେ ବହୁ ସାରା ଚଳଚ୍ଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି ।
ଉଭୟ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଛନ୍ତି । ସବ୍ୟସଚି ଦ୍ଵିତୀୟ ବିବାହ କରିଛନ୍ତି ଅର୍ଚ୍ଚିତା ସାହୁ ଙ୍କୁ । ପୂର୍ବ ରୁ ସେ ସେ ପ୍ରଥମ ବିବାହ କରିଥିଲେ ସୀମା ମିଶ୍ର ଙ୍କୁ । ସବ୍ୟ ଇଞ୍ଜିନିୟରିଂ କରୁଥିବା ସମୟରେ ସେ ସୀମା ମିଶ୍ର ଙ୍କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ଓ ବିବାହ ପରେ ବହୁତ୍ କମ୍ ଦିନ ବେଶ୍ ଖୁସି ରେ ରହିଥିଲେ ।
ବିବାହ ପରେ ଅଭିନେତା ସବ୍ୟ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଓ ପରେ ସୀମା ମିଶ୍ର ଓ ତାଙ୍କ ମଧ୍ୟ ରେ କିଛି ବିବାଦ ହେବା ରୁ ପରସ୍ପର କୁ ଛାଡ଼ପତ୍ର ଦେଇଥିଲେ । ବିବାଦ ଟି ର କାରଣ କଣ ତାହା ଆଦୌମ ଜଣା ପଡ଼ି ନାହିଁ ଓ ସବ୍ୟ ମଧ୍ୟ ଆଦୌମ କିଛି କହି ନାହାଁନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।