ବନ୍ଧୁଗଣ ଏ ଜୀବନ ରେ କିଛି ବି ନାହିଁ , କୌ ମୁହୂର୍ତ୍ତ ରେ ଆତ୍ମା ଯଦି ଶରୀର କୁ ପର କରିଦେବ ତାହା କହି ହେଉ ନାହିଁ । ଶରୀର ରୁ ଆତ୍ମା ଚାଲି ଗଲେ କିଛି ସମୟ ପରେ ଶରୀର ମଶାଣି ର ପାଉଁଶ ରେ ପରିଣତ ହୋଇ ଯାଇଥାଏ । ମୃତ୍ୟୁ କରି ଦେଲେ ଲୋକ ମାନେ ତମ କୁ ମନେ ପକାଇ ଦୁଃଖ କରିବେ ସେତିକି ବେଳେ ଯେତେବେଳେ ଆପଣ ମାନେ ଲୋକ ମାନ ଙ୍କ ପାଇଁ କିଛି ମଙ୍ଗଳ କରି ଥିବେ ।
ଜୀବନ ରେ ବଞ୍ଚିବାକୁ ହେଲେ ପରିଶ୍ରମ କରିବା ଉଚିତ୍ , ପରିଶ୍ରମ ଅନୁଯାୟୀ ନିଜ ଜୀବନ ଶୈଳୀ କୁ ମଧ୍ୟ ପରିବର୍ତ୍ତନ କରାଇବା ର ଅଛି । କିଛି ମଣିଷ ଅନେକ ପରିଶ୍ରମ କରନ୍ତି ଟଙ୍କା ଲୋଭ ରେ ଓ ଯାହା ଫଳ ରେ କୁ ସେମାନେ ଖାଇବା ଛାଡ଼ି ଦେଇ ଥାଆନ୍ତି , କଣ ପାଇଁ ନିଜେ ଏତେ ପରିଶ୍ରମ କରୁଛ ଯଦି ଟିକେ ସୁଖ ରେ ନ ରହି ପାରୁଛ ସଂପତ୍ତି ରଖି କିଛି ଲାଭ ନାହିଁ ।
ମୃତ୍ୟୁ ପରେ ସମ୍ପତ୍ତି ଭାଗ ଭାଗ ହୋଇଯିବ , ସଂସାର କେମିତି କଲେ ଓ କଣ କଲେ ଆପଣ ମାନେ ଭଲ ରେ ଓ ସୁଖ ରେ ରହିବ ତାହା ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ମଣିଷ ହାତ ରେ ସୁଖ ଦୁଃଖ, ଭଲ ମନ୍ଦ ରହିଛି ତେଣୁ ଆମେ ଯାହାକୁ ବ୍ୟବହାର କରିବା ସେହି ଅନୁଯାୟୀ ସମ୍ମାନ ମିଳିବ ଓ ଆହୁରି ଅନେକ କିଛି ମଙ୍ଗଳ ହେବ ।
ବର୍ତ୍ତମାନ ସମୟ ରେ ସମୟ ରେ ବହୁ କମ୍ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ବହୁ କମ୍ ବୟସ ରୁ ଚାଲି ଯାଉଛନ୍ତି । ବର୍ତ୍ତମାନ ସମୟ ରେ ଯେମିତିକି ମିହିର ଦାସ ଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ଙ୍କ ଦେହାନ୍ତ ଘଟିଛି ଓ ଆପଣ ମାନେ ଏହି ବିଷୟ ରେ ଜାଣିଥିବେ ଓ ଆଜି ଆମେ ଅକ୍ଲାନ୍ତ ଙ୍କ ବିଷୟ ରେ କିଛି ଅଜଣା କଥା ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ ।
ମିହିର ଦାସ ଙ୍କ ସାନ ପୁଅ ହେଉଛି ଅକ୍ଲାନ୍ତ ଦାସ , ପରିବାର କହିଲେ ଦୁଇ ଭାଇ , ବାପା, ଭାଉଜ । ଗତ ବର୍ଷ ଜାନୁୟାରୀ ୧୧ ତାରିଖ ରେ ଆପଣ ମାନ ଙ୍କ ପ୍ରିୟ ବରିଷ୍ଠ ଅଭିନେତା ମିହିର ଦାସ ମୃତ୍ୟୁ ବରଣ କରିଥିଲେ । ମିହିର ଦାସ ଚାଲି ଯିବା ପରେ ବାପା ବହୁତ୍ ଝୁରି ହେଉଥିଲା ମିହିର ଦାସ , ସେ ନିଜ କୁ ଏକା ବୋଲି ଫିଲ କରୁଥିଲେ ।ବର୍ତ୍ତମାନ ସମୟ ରେ ଅକ୍ଲାନ୍ତ ମଧ୍ୟ ଏ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି । ଅକ୍ଲାନ୍ତ ଙ୍କ ଏକ ଅଲିଶିଆନ ବଙ୍ଗଳା, ୩ ଟି କାର ରହିଛି ମୋଟ ସମ୍ପତ୍ତି କହିଲେ ୨ କୋଟି ଟଙ୍କା ।