ଓଡ଼ିଆ ସିରିଏଲ ଜଗତ ର ଅଭିନେତା ସତ୍ୟ ଙ୍କ ର ଗତ କାଲି ହୃତଘାତ ରେ ମୃତ୍ଯୁ ହୋଇଛି । ସତ୍ୟ ଙ୍କ ଦେହାନ୍ତ ପରେ ଓଡ଼ିଆ ସିରିଏଲ ଏବଂ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଶୋକ ର ଛାୟା ଖେଳି ଯାଇଛି । ସତ୍ୟ ଙ୍କ କେମିତି ହଠାତ ହୃତଘାତ ହେଲା ଯାହା ପାଇଁ ସମସ୍ତେ ବହୁତ ଆଶ୍ଚର୍ୟ୍ଯ ହେବା ସହ ସମସ୍ତେ ମର୍ମାହତ ହୋଇଛନ୍ତି । ଗତ କାଲି ସଂନ୍ଧ୍ୟା ରେ ହଠାତ୍ ହୃତଘାତ ରେ ତାଙ୍କ ଦେ-ହା-ନ୍ତ ହୋଇଛି ।
ସତ୍ୟ ଙ୍କ ର ହଠାତ ଦେହ ଖରାପ ହୋଇ ହୋଇଯିବାରୁ ତାଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ତାଙ୍କ ର ସେଥି ସ୍ବାସ୍ଥ୍ୟ ର ଅବସ୍ଥା ଠିକ ହେଲା ନାହିଁ ଆଉ ସେଠାରେ ତାଙ୍କ ର ମୃତ୍ଯୁ ହେଇ ଥିଲା । ସତ୍ୟ ଜଣେ ଅଭିନେତା ଏହି କଥା ସମସ୍ତେ ବହୁତ ଭଲ ଭାବରେ ଜାଣିଥିବେ । ସେ ସମ୍ବଲପୁରି ଆଲବମ୍ ବହୁତ ସାରା କରି ସାରିଛନ୍ତି ଆଉ ତାଙ୍କ ଆଲବମ୍ କୁ ଲୋକ ମାନେ ବହୁତ ପସନ୍ଦ କରନ୍ତି ଦେଖିବାକୁ ।
ଏହି ଆଲବମ୍ ରୁ ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ଆଉ ପରେ ତଥା ଏବେ ସେ ବହୁତ ସାରା ମେଘା ସିରିଏଲ ରେ ଅଭିନୟ କରିଥିଲେ ଯେମିତି କି ମଙ୍ଗୁଳା କନ୍ୟା , ପରି ଏମିତି ବହୁତ ସିରିଏଲ ରେ ସେ ଅଭିନୟ କରୁଥିବାର ନଜର ରେ ଆସିଛନ୍ତି । ତାଙ୍କ ର ଏହି ମୃତ୍ଯୁ ଘଟଣା ରେ ସମସ୍ତେ ମର୍ମାହତ ହୋଇ ପଡିଛନ୍ତି । ପରିବାର ର ଲୋକେ କାଲି କଣ୍ଟାବାଜି ଡାକ୍ତର ଖାନା ରୁ ବଲାଙ୍ଗୀର ନେଇ ଯାଇଥିଲେ ଓ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ଆଡ଼ମିଟ୍ ହୋଇ ତାଙ୍କୁ ମେଡିକାଲ୍ କଲେଜ ରେ ଚିକିତ୍ସା କରା ଯାଇଥିଲା ।
ଶେଷ ରେ ତାଙ୍କ ର ମୃତ୍ଯୁ ଘଟି ଥିଲା । ଏହି ଘଟଣା ପରେ ପରିବାର ଓ କଳା ପ୍ରେମୀ ଦର୍ଶକ ମାନଙ୍କ ମନ ରେ ଆଜି ଶୋକ ର ଲହରୀ ଖେଳି ଯାଇଛି । ଫୁଣି ଥରେ କହି ଦେବାକୁ ଚାହୁଛୁ ଏହି ଯୁବକ ଜଣେ ଜଣାଶୁଣା ସମ୍ବଲପୁରୀ ଓ ମେଘା ଧାରାବାହିକ ର ଅଭିନେତା ସତ୍ୟ ପୋରହିତ୍ । ଯାହାଙ୍କର୍ ଜୀବନ ଚାଲି ଯାଇଛି ।
ବର୍ତ୍ତମାନ ସମୟରେ ସତ୍ୟ ଙ୍କ ର କିଛି ପୁରୁଣା ରିଲ୍ ଗୁଡିକ ବହୁତ ଭାଇରାଲ ହେଉଛି ଆଉ ତାଙ୍କ ର ସ୍ମୁତି ଆଖି ଆଗରେ ନଚି ଯାଉଛି ଯାହା ପାଇଁ ସମସ୍ତ ଙ୍କୁ ବହୁତ ଦୁଃଖ ଲାଗୁଚି ତାଙ୍କ ବିଷୟରେ ଭାବିଲେ । ତାଙ୍କ ର ବହୁତ ସାରା ଭିଡିଓ ବହୁତ ସୁନ୍ଦର ଭାବରେ କରିଥିଲେ ତାକୁ ଦେଖିଲେ ଏମିତି ଲାଗୁଚି ଯେମିତି ସେ ଆମ ଗହଳି ରେ ଏବେ ରହିଛନ୍ତି ତାଙ୍କ ର କିଛି ସ୍ମୁତି ମାଧ୍ୟମ ରେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।