Breaking News

ମୃତ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ଦୁଇ ଭଉଣୀ !! ଏହି ଦ୍ରୁଶ୍ଯ ଦେଖିଲେ ଆଖିରୁ ଲୁହ ଆସିଯିବ ….

ଆଉ ଦିନ କେଇଟା ପରେ ଆସୁଛି ରାକ୍ଷୀ ପୂର୍ଣିମା। ପ୍ରତ୍ୟେକ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଏହି ଦିନକୁ ଚାହିଁ ରହିଥାନ୍ତି। ହେଲେ ଏହି ରାକ୍ଷୀ ପୂର୍ଣ୍ଣିମା ଆଗରୁ ଲିଭି ଯାଇଛି ଗୋଟିଏ ଭାଇର ଜୀବନ ଦୀପ। ଆଉ ଏକ ମାତ୍ର ଭାଇକୁ ହରାଇ ନିଜକୁ ସ-ମ୍ଭା-ଳି ପାରୁନାହାଁନ୍ତି ଦୁଇ ଭଉଣୀ। କାନ୍ଦ ବୋବାଳି ରେ ଫା-ଟି ପ-ଡୁ-ଛି ଗାଁ ଦାଣ୍ଡ।

ଆଉ ଏଭଳି କାନ୍ଦ ବୋବାଳି ଭିତରେ ଶେଷ ଥର ପାଇଁ ଦୁଇ ଭଉଣୀ କୋକେଇରେ ଶୋଇଥିବା ନିଜ ମୃ-ତ ଭାଇ ହାତରେ ରାକ୍ଷୀ ବାନ୍ଧିଛନ୍ତି ଆଉ ତାକୁ ବନ୍ଦେଇଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯାହାକୁ ଦେଖିଲା ଆପଣଙ୍କ ହୃ-ଦ-ୟ ବି କାନ୍ଦି ଉଠିବ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ମଧ୍ୟପ୍ରଦେଶ ଠାରେ।

ସୂଚନା ଅନୁଯାୟୀ, ଗତକାଲି ମଧ୍ୟପ୍ରଦେଶ ର ରାଇସେନ୍‌ ଜିଲ୍ଲାର ବରଖେଡ଼ା ଅଞ୍ଚଳର ନିଶାଙ୍କ ରାଠୋର ନାମକ ଜଣେ ଯୁବକ ଙ୍କର ମୃ-ତ ଦେ-ହ ସନ୍ଦିଗ୍ଧ ଅବସ୍ଥାରେ ରେଳ ଧାରଣା ଉ-ପ-ରୁ ମିଳିଥିଲା। ଘଟଣା ସ୍ଥଳରେ ପହଞ୍ଚି ପୋଲିସ ମୃତ ଦେହକୁ ଉଦ୍ଧାର କରିଥିଲା ହେଲେ ନିଶାଙ୍କ ଙ୍କ ମୃତ୍ୟୁ କିଭଳି ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଦୋଷୀଙ୍କୁ ଧରିବାରେ ପୋଲିସ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ।


କୁହାଯାଉଛି, ନିଶାଙ୍କ ମୃତ୍ୟୁ ର କିଛି ମିନିଟ ପୂର୍ବରୁ ନିଶାଙ୍କ ବାପାଙ୍କୁ ଏକ ମେସେଜ ଆସିଥିଲା। ଯେଉଁଥିରେ ନି-ଶା-ଙ୍କ ମୁ-ଣ୍ଡ ଗ-ଣ୍ଡି ଅ-ଲ-ଗା କରିବାର ଧମକ ଦିଆଯାଇଥିଲା। ତେବେ ନିଶାଙ୍କ ଆ-ତ୍ମ-ହ-ତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହ-ତ୍ୟା କ-ରି-ଛି ସେ ନେଇ କିଛି ବି ଜଣାପଡିନାହିଁ। ଏବେ ବି ପୁରା ଘଟଣା ସନ୍ଦେହ ଘେରରେ ରହିଛି।ଏପଟେ ଏହି ପୂରା ମାମଲାର ତଦନ୍ତ କରିବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଏସ୍‌ଆଇଟି ଗଠନ କରିଛନ୍ତି।

ନିଶାଙ୍କ ରାଠୋର ପରିବାରର ଏକ ମାତ୍ର ପୁଅ ଥିଲା। ପୁଅର ମୃତ୍ୟୁ ରେ ଏବେ ତାଙ୍କ ପରିବାର ସମ୍ପୁର୍ଣ୍ଣ ରୂପରେ ଭାଙ୍ଗି ପଡ଼ିଛି। ଦୁଇ ଭଉଣୀଙ୍କ ଅବସ୍ଥା କାନ୍ଦି କାନ୍ଦି ଗୁ-ରୁ-ତ-ର ହୋଇପଡିଛି। ପୂରା ପରିବାର ଏବେ ବି ବିଶ୍ୱାସ କରିପାରୁନାହାନ୍ତି ଯେ ନିଶାଙ୍କ ଆଉ ନାହାନ୍ତି।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *