ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ଲଜ୍ୟା ଜଣକ ଖବର ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି । ଏହି ଲୋକ ଲଜ୍ୟା ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସମୟ ରେ ସେହିଭଳି ଲଜ୍ୟା ଜଣକ ଖବର ଆସିଛି ସୋସିଆଲ ମିଡ଼ିଆ ରୁ ଓ ଆଜି ଆମେ ସେହି ବିଷୟ ରେ ଜାଣିବା ।
ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ବେଶ୍ ପବିତ୍ର । ସ୍ବାମୀ ର ଅସୁବିଧା ସମୟରେ ସ୍ତ୍ରୀ ପାଖ ରେ ଠିଆ ହୋଇ ଥାଏ ଓ ସ୍ତ୍ରୀ ଅସୁବିଧା ସମୟ ରେ ସ୍ବାମୀ ଠିଆ ହୋଇ ରହିଥାଏ । ପରସ୍ପର ବହୁତ୍ ଭଲ ପାଇ ଥାଆନ୍ତି । ବର୍ତ୍ତମାନ ସମୟ ରେ ନାରୀ ମାନେ ଏହାକୁ ବଦଳାଇ ଦେଇଛନ୍ତି , ନିଜ ଇଚ୍ଛା ଅନୁଯାୟୀ କାମ କରୁଛନ୍ତି ।
ସେ ଯେଉଁ କାମ କରୁଛନ୍ତି ତାହା ହିଁ ଠିକ୍ ବୋଲି ଭାବୁଛନ୍ତି , ବର୍ତ୍ତମାନ ସମୟ ରେ ଆପଣ ମାନ ଙ୍କୁ ଏହି କଥା ଟି କହିବା ର କାରଣ ହେଉଛି ସେହିଭଳି ଏକ ଖବର । ସ୍ବାମୀ ମେଡିକାଲ ରେ ଚିକିତ୍ସାଧୀନ ଥିବା ସମୟ ରେ ଏପଟେ ସ୍ତ୍ରୀ ଅସୁବିଧା ଠିଆ ହେବ ନା କଣ ସେ ନିଜ ପ୍ରେମିକ କୁ ବିବାହ କରିଛନ୍ତି ଅର୍ଥାତ୍ ଦ୍ଵିତୀୟ ବିବାହ କରି ବେଶ୍ ଖୁସି ରେ ଅଛନ୍ତି ।
ପ୍ରଥମ ସ୍ବାମୀ ମେଡିକାଲ ରେ , ଏହି ଲଜ୍ୟା ଜନକ ଘଟଣା ଟି ଘଟୁଛି ଜଳେଶ୍ଵର ବ୍ଲକ ଗୋପିମହନ ପୁର ପଞ୍ଚାୟତ ଛମୁଚ ଗାଆଁ ରେ । ଏପଟେ ସ୍ବାମୀ ମେଡିକାଲ ରେ ଥିବା ସମୟ ରେ ସ୍ତ୍ରୀ ଜଣକ ନିଜ ଖୁସି ପାଇଁ ଦ୍ଵିତୀୟ ବିବାହ କରିଛନ୍ତି ନିଜ ପ୍ରେମିକ ସହ ଓ ବରଣ ମାଳା ମଧ୍ୟ ପିନ୍ଧାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କୁଞ୍ଜ ବିହାରୀ ଦତ ୨୦୨୦ ମସିହା ରେ ବାଲିଆପାଳ ବ୍ଲକ ସୁନା ରହି ଗାଆଁ ର ଦୀପିକା ରାନୀ ରଞ୍ଜିତା ଙ୍କୁ ବିବାହ କରିଥିଲେ ।
ଦୀପିକା ବିବାହ କରିବା ପୂର୍ବ ରୁ ଦୀପିକା କମଳା କାନ୍ତ ଜେନା ଙ୍କୁ ଭଲ ପାଉ ଥିଲେ । ବର୍ତ୍ତମାନ ସମୟ ରେ ଯେତେବେଳେ ସ୍ବାମୀ ମେଡିକାଲ ରେ ଅଛନ୍ତି ସେହି ସମୟ ରେ ସ୍ତ୍ରୀ ନିଜ ପ୍ରେମିକ ସହ ଫେରାର। ଇଏ କଣ ପ୍ରକୃତ ରେ ଜଣେ ସ୍ତ୍ରୀ ନା ଆଉ କିଏ । ସ୍ବାମୀ ର ବିପଦ ସମୟ ରେ ତାଙ୍କ ପାଖ ରେ ଠିଆ ହୋଇ ନାହାଁନ୍ତି ଓ ଏହି କଥା ସୋସିଆଲ ମିଡ଼ିଆ ରେ ଭାଇରାଳ ହେବା ପରେ ।
ବର୍ତ୍ତମାନ ସମୟ ରେ ପତ୍ନୀ ଜଣକ ନିଜ ପ୍ରଥମ ସ୍ବାମୀ ଙ୍କୁ ଫୋନ୍ କରି କହିଛନ୍ତି ତାଙ୍କର ଭୁଲ ହୋଇ ଯାଇଛି ଓ ସେ ଖୁବ୍ ଶୀଘ୍ର ସେ ଚାଲିଯିବେ । କଣ ପାଇଁ ଜାଣି ଶୁଣି ଭୁଲ କରିବା ପରେ ବର୍ତ୍ତମାନ ସମୟ ରେ ସ୍ବାମୀ ପାଖ କୁ ଚାଲି ଯିବେ , ବର୍ତ୍ତମାନ ସମୟ ରେ ଏହି ଭଳି ଘଟଣା ଘଟିବା ସାଧାରଣ କଥା ହୋଇ ଗଲାଣି । ସ୍ତ୍ରୀ ମାନେ ନିଜ ଇଚ୍ଛା ଅନୁଯାୟୀ କାମ କରୁଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।