Breaking News

ମେଡିକାଲ ରୁ ଆସିବା ପରେ ବାବୁସାନ (Babusan) ପ୍ରତିକ୍ରିୟା ଦେଇ କହିଲେ ତୃପ୍ତି ମୋତେ ନେବା ପାଇଁ ଆସିଲେ ମୁଁବ ବହୁତ ଖୁସି – ଦେଖନ୍ତୁ ଭିଡିଓ

ଆପଣ ମାନେ ଜାଣିଥିବେ ଓଡିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ଦ୍ବାରା ବହୁତ ସୁନ୍ଦର ଭାବରେ ସବୁ ଦର୍ଶକ ମାନଙ୍କ ମାନଂକୁ ନିଜର କରି ପାରିଥାନ୍ତି । ସେମାନଙ୍କ ମଧ୍ୟରୁ ଏହି ଓଡ଼ିଆ ହିରୋ ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଓଡ଼ିଆ ଅଭିନେତା ବା ଓଡ଼ିଆ ହିରୋ କହିଲେ ସମସ୍ତେ ବାବୁଶାନ୍ ମହାନ୍ତି ଙ୍କୁ ହିଁ ସମସ୍ତେ ପ୍ରଥମେ ଜାଣିବେ ।

କାରଣ ତାଙ୍କ ର ସବୁ ସିନେମା ଗୁଡିକ ସମସ୍ତ ଦର୍ଶକ ମାନଂକୁ ବହୁତ ଭଲ ଲାଗିଥାଏ । ତାଙ୍କ ର ପ୍ରତ୍ୟେକ ଟି ସିନେମା ସୁପରହିଟ୍ ହୋଇଥାଏ । ତାଙ୍କ ର ଦମଦାର ଅଭିନୟ ଗୁଡିକ ସବୁ ସମସ୍ତ ଙ୍କୁ ବହୁତ ପସନ୍ଦ ଲାଗିଥାଏ ଓ ଅଭିନୟ ମାଧ୍ୟମରେ ସମସ୍ତ ଙ୍କର ହୃଦୟରେ ଏକ ସୁନ୍ଦର ସ୍ଥାନ ସୃଷ୍ଟି କରି ପାରି ଥାନ୍ତି। ଆଉ ତାଙ୍କ ର ପ୍ରତ୍ୟେକ ସିନେମା ର ନାଁ ମଧ୍ୟ ଦର୍ଶକ ମାନଙ୍କ ନିଶ୍ଚିତ ଭାବରେ ଜାଣି ଥିବେ ।

ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ବାବୁଶାନ୍ ମହାନ୍ତି ଙ୍କ ଦେହ ବହୁତ ଖରାପ ଅଛି ଯାହାକି ଏହି ଖବର ଟି ବର୍ତ୍ତମାନ ସମୟରେ ବହୁତ ଚର୍ଚ୍ଚା ର ବିସୟ ପାଲଟି ଯାଇଛି । ଏହି ବିଷୟ ରେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ଆପଣ ମାନେ ଜାଣି ଥିବେ ଏହି କିଛି ଦିନ ପୂର୍ବ ରୁ ବାବୁଶାନ୍ ମହାନ୍ତି ରାଇଡିଙ୍ଗ୍ ଫର ଦମନ ପାଇଁ ସେଠାରେ ସୁଟିଂ ରେ ଥିଲେ ଆଉ ସେଇଠି ପାଇଁ ତାଙ୍କ ର ଅକ୍ସିଜେନ ଲେବୁଲ କମି ଯାଇଥିଲା ଯାହା ପାଇଁ କି ସେ ଅସୁସ୍ଥ ହୋଇ ଯାଇଥିଲେ । ଆଉ ଲଦାକ୍ ରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ଵର କୁ ପହଞ୍ଚିଥିଲେ ।

ମାତ୍ର ଏଠାରେ ସେ ଫୁଣି ନିଜକୁ ଅସୁସ୍ଥ ଅନୁଭବ କରୁଥିଲେ ଆଉ ସିଧା ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତି ହୋଇ ଥିଲେ ଆଉ 5 ଦିନ ଧରି ହସ୍ପିଟାଲ ରେ ଥିଲେ ଆଉ ତାଙ୍କ ସହ ତାଙ୍କ ପତ୍ନୀ ତୃପ୍ତି ମଧ୍ୟ ସେଠାରେ ରହି ତାଙ୍କ ର ବହୁତ ଯତ୍ନ ନେଇ ଥିଲେ । ବର୍ତ୍ତମାନ ସମୟରେ ବାବୁଶାନ୍ ମହାନ୍ତି ସୁସ୍ଥ ଥିଲା ବେଳେ ଅଳ୍ପ ଆଜି ସେ ତାଙ୍କ ଘର କୁ ଫେରି ଛନ୍ତି ବୋଲି ଜଣା ପଡିଛି ।

ଆଉ ସବୁଠାରୁ ବଡ଼ କଥା ହେଉଛି ସୋସିଆଲ ମିଡ଼ିଆ ରେ ତାଙ୍କୁ ଅସୁସ୍ଥ ଖବର ପ୍ରଚାରିତ୍ ପରେ ତାଙ୍କ ର ପ୍ରସଂସାକ ମାନେ ବାବୁଶାନ୍ ଙ୍କ ଆସୁ ଆରୋଗ୍ୟ କମନା କରି ଥିଲେ । ଆଉ ବର୍ତ୍ତମାନ ସମୟରେ ବାବୁଶାନ୍ ମହାନ୍ତି ମଧ୍ୟ ଭଲ ହେଇ ଘର କୁ ଫେରି ଛନ୍ତି ଆଉ ବାବୁଶାନ୍ ମହାନ୍ତି ନିଜେ କହିଛନ୍ତି ସେ ଯଦି ଆଜି ଭଲ ହୋଇ ପାରିଛନ୍ତି ତାହେଲେ ସେ କେବଳ ଦର୍ଶକ ମାନଙ୍କ ପାଇଁ ଆଉ ତାଙ୍କ ଭଲ ପାଇବା ପାଇଁ ହିଁ ଭଲ ହୋଇ ପାରିଛନ୍ତି । ତେଣୁ ସେ ସବୁ ଦର୍ଶକ ମାନଂକୁ ନିଜ ତରଫ୍ ରୁ ବହୁତ ବହୁତ ଧନ୍ୟଵାଦ କରିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *