Breaking News

ମୋର ସୌଭାଗ୍ୟ ମୋ ଲାଇଫରେ ଯେଉଁ ପାର୍ଟନର ଅଛନ୍ତି ,ତାଙ୍କଠାରୁ ଅନେକ କଥା ମୁଁ ଶିଖୁଛି :ବିଶ୍ଵରୂପ (Biswarup) – ଦେଖନ୍ତୁ ଭିଡିଓ

ଓଡ଼ିଆ ଅଭିନେତା ବିଶ୍ବରୁପ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ତାଙ୍କ ଅଭିନୟ ପାଇଁ ବହୁତ ଚର୍ଚ୍ଚା ରେ ରହି ଆସିଛନ୍ତି । ଓଡ଼ିଆ ସିନେମା ହେଉ ଅବା ସିରିଏଲ ଅବା କୋରିଓଗ୍ରାଫର ସବୁ ଠାରେ ସେ ତାଙ୍କ ର ଝଲକ କୁ ଦେଖେଇ ପାରିଛନ୍ତି । ତେବେ ଆଜି ଆମେ ଆପଣ ମାନଂକୁ ଆପଣ ଙ୍କ ର ପ୍ରିୟ ବିଶ୍ବରୁପ ଙ୍କ ବିଷୟ ରେ କହିବାକୁ ଯାଉଛୁ ।

ଏ ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁ ଥିଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ବିଶ୍ବରୁପ ନିଜ ଜୀବନ କୁ ସୌଭାଗ୍ୟ ବୋଲି କହିଛନ୍ତି କାରଣ ତାଙ୍କ ଜୀବନ କୁ ଯିଏ ବି ଆସିଛନ୍ତି ସେମାନଙ୍କ ଠାରୁ ତାଙ୍କୁ ଶିଖିବାକୁ ମିଳିଛି । ସେ ସବୁ ବେଳେ ଶିଖିବାକୁ ପାଇଛନ୍ତି ଯେ ସବୁ ବେଳେ ଆଗକୁ ଯିବା ଦରକାର କେବେ ବି ପଛ କୁ ଦେଖିବା ଠିକ ଜୁହ୍ ।

ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ବ୍ରେକ କେବେ ବି ହେଇନି । ବିସ୍ବରୁପ ଙ୍କ ସହ ଏତେ ସବୁ ଘଟଣା ହେଲା ପରେ ମଧ୍ୟ ତାଙ୍କ ଗର୍ଲଫ୍ରେଣ୍ଡ ସବୁ ବେଳେ ତାଙ୍କ ସହ ରହି ଆସିଛନ୍ତି । ସେ ତାଙ୍କ ଗର୍ଲଫ୍ରେଣ୍ଡ ଙ୍କୁ ରୋଜ ଡେ଼ ରେ ବୋକେ ଦେଇଛନ୍ତି କିନ୍ତୁ ଭ୍ୟାଲେଣ୍ଟାଇନ୍ ଡେ଼ ରେ ସମୟ ଦେଇ ପାରି ନଥିଲେ କାରଣ ସେ ତରଙ୍ଗ ଚ୍ୟାନେଲ୍ ର ଏକ ପ୍ରୋଜେକ୍ଟ ରେ ବହୁତ ବ୍ୟସ୍ତ ଥିଲେ ।

ବିଶ୍ବରୁପ ଙ୍କ ର ଗର୍ଲଫ୍ରେଣ୍ଡ ଜଣେ ଖ୍ରିଷ୍ଟିଆନ୍ । ତଥାପି ଦୁହେଁ ଦୁହିଁକର ଧର୍ମ କୁ ବହୁତ ସମ୍ମାନ ଦିଅନ୍ତି । ବିଶ୍ଵରୂପ ତାଙ୍କ ଘରେ ଯାହା ବି କୁହନ୍ତି ସମସ୍ତେ ଶୁଣନ୍ତି କାରଣ ତାଙ୍କ ଘରେ ତାଙ୍କ ବାପା ନାହାନ୍ତି ଔବ୍ତଙ୍କ୍ ଘରେ କେବଳ ତାଙ୍କ ମାଆ ଆଉ ଭଉଣୀ ସେଥି ପାଇଁ ତାଙ୍କ ଘରେ ତାଙ୍କ କଥା ମାନନ୍ତି ।
ବିଶ୍ବରୁପ୍ ଷ୍ଟଗଲ୍ କରି ଆଜି ଏ ଜାଗା ରେ ଅଛନ୍ତି ।

ସେ ପ୍ରଥମେ କୁହନ୍ତି କି ଆର୍ଟ କୁ ଭଲ ପାଅ ତାପରେ ଆଗକୁ ଯିବା ରାସ୍ତା ଖୋଲି ଯିବ । ଆଗକୁ ତାଙ୍କ ର ଜୟ ରାଜ ଗୁରୁ ସିନେମା ରିଲିଜ ହେବା କୁ ଯାଉଛି । ସାଲବେଗ ରେ କେଶୁଦାସ ଭୂମିକା ରେ ସେ ନଜର ରେ ଆସିଛନ୍ତି । ଆଗକୁ ଆହୁରି ଭଲ ଅଭିନୟ କରିବେ ବୋଲି କହିଛନ୍ତି ବିସ୍ବରୁପ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *