ଓଲିଉଡ଼ ଶିରିଏଲ୍ ଜଗତ ର ଅଭିନେତା ଭବେସ୍ ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ।ସେ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି। ଏବଂ ତା ସହିତ ସେ ଜଣେ ୟୁଟ୍ୟୁବର୍।ଅଭିନେତା ଭବେସ ବହୁତ୍ ସୁନ୍ଦର୍ ଅଭିନୟ କରନ୍ତି।ଅଭିନୟ ସହିତ ସେ ବାହାରେ ଜବ୍ ବି କରନ୍ତି।ତାଙ୍କର ସ୍ବପ୍ନ ଅଛି ଯେ ସେ ଜଣେ ବହୁତ୍ ବଡ଼ ଅଭିନେତା ହେବେ ଆଉ ଜଣେ ବହୁତ୍ ବଡ଼ ୟୁଟ୍ୟୁବର ବି ହେବେ।ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ୍ ପସନ୍ଦ କରିଛନ୍ତି।
ଅଭିନେତା ଭବେସ୍ ବହୁତ୍ କଷ୍ଟ କରି ଓଲିଉଡ଼ କୁ ଆସିଥିଲେ ।ଆଉ ଜଣେ ସଫଳ ଅଭିନେତା ମଧ୍ୟ ଦେ ହୋଇ ପାରିଛନ୍ତି।ତାଙ୍କର ପ୍ରଥମ ଧାରାବାହିକ ଥିଲା ପ୍ରେମର କୁହୁକ ସେଥିରେ ସେ ଅଭିନୟ କରିଥିଲେ ଏବଂ ତା ପରେ ତାଙ୍କର ଆଉ ଗୋଟିଏ ଧାରାବାହିକ ଆସିଥିଲା ତା ନାଁ ହେଉଛି ନଣନ୍ଦ ପୁଟୁଳି।ନଣନ୍ଦ ପୁଟୁଳି ରେ ସେ ବହୁତ୍ ସୁନ୍ଦର ଅଭିନୟ କରିଥିଲେ।ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଛନ୍ତି।
ଭବେସ୍ ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଙ୍କୁ ବହୁତ୍ ଭଲ ପାଉଥିଲେ ।ହେଲେ ଦୁଃଖର ବିଷୟ ଯେ ସେ ଏବେ ଆଉ ତାଙ୍କ ସହିତ ନାହାନ୍ତି ।ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଅନ୍ୟ ଜଣଙ୍କୁ ବିବାହ କରି ସାରିଛନ୍ତି।କାରଣ ଥିଲା ଯେ ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ତାଙ୍କ ଘର ର ବଡ଼ ଝିଅ ଆଉ ଭବେସ୍ ହେଉଛନ୍ତି ତାଙ୍କ ଘର ର ସାନ ପୁଅ ।ଦୁଇ ଜଣଙ୍କ ର ପାଖାପାଖି ସମାନ ବୟସ ଥିଲା ।ଆଉ ଯେହେତୁ ସେ ଝିଅ ତାଙ୍କ ଘରେ ବଡ଼ ଥିଲେ ବୟସ ଦୃଷ୍ଟିରୁ ତାଙ୍କୁ ପ୍ରଥମେ ବିବାହ କରିବାକୁ ପଡିଲା ।
ତାଙ୍କ ଘର ଲୋକ ଭବେସ୍ ଙ୍କୁ କହିଥିଲେ ଯେ ତୁମେ ଏବେ ସାନ ଅଛ ତୁମ ଉପରେ ବଡ଼ ଅଛନ୍ତି ।ଆମ ଝିଅର ବାହା ଘର ଆମେ ଅନ୍ୟ ଜାଗାରେ କରିବାକୁ ଚାହୁଁଛୁ।ହେଲେ ତାଙ୍କର ଦର ବି ଥିଲା ଯେ କଲେ ଭବେସ୍ ରାଗରେ ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଉପରେ ଏସିଡ ପକାଇ ଦେବେ।ହେଲେ ଭବେସ୍ ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଙ୍କ ମାଆ ଙ୍କୁ କଲ୍ କାରିକି କହିଥିଲେ ଯେ ମୁଁ ସେମିତି ପିଲା ନୁହେଁ ଆଉ ମୁଁ ସେମିତି କିଛି ବି କରିବି ନାହିଁ। ଭବେଶ୍ ଙ୍କ ର ସାଙ୍ଗ ମାନେ ଭାବୁଥିଲେ ଯେ ସେ ଝିଅ ସହିତ ସେ ଘର ଛାଡିକି ପଳେଇବେ ।
ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଙ୍କ ବାହାଘର ଦିନ ସେ ଲାଷ୍ଟ କଥା ହୋଇଥିଲେ ।ଆଉ ତା ପରେ ବ୍ଲକ୍ କରି ଦେଇଥିଲେ ।ଆଉ କେବେ ହେଲେ ସେଦିନ ପରଠୁ କଥା ହୋଇ ନାହାନ୍ତି ।ସେ କହିଛନ୍ତି ଯେ ସେ ଝିଅକୁ ସେ ବହୁତ୍ ଭଲ ପାଉଥିଲେ।ଆଉ ତାଙ୍କ ବାପା ମାଆ ଙ୍କ ପରେ ଯଦି ତାଙ୍କୁ କେହି ଅଧିକ ଭଲ ପାଉଥାନ୍ତି ତା ସେ ହେଉଛନ୍ତି ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।