Breaking News

ମୋ ଗୀତ ଭାଇରଲ ହେଲାପରେ ଏମିତି କହିଥିଲେ ହ୍ୟୁମାନ ସାଗର” ପୂଜା ପ୍ରତ୍ୟୁଷା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ରେ କେତେବେଳେ ଅଭିନୟ ଦେଖାଇ ଲୋକ ମାନ ଙ୍କ ମନୋରଂଜନ କରାଉଛି ତ ଆଉ କେତେବେଳେ ଗୀତ ମାଧ୍ୟମ ରେ ଦର୍ଶକ ମାନ ଙ୍କ ମନୋରଂଜନ କରାଇ ଥାଏ । ଏହି ଭଳି ଭାବେ ଅନେକ କିଛି ହୋଇଥାଏ ।

ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଗାୟକ ଓ ଗାୟିକା ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏହି ଗାୟିକା ଓ ଗାୟିକା ମାନେ ନିଜ ଜବରଦସ୍ତ କଣ୍ଠ ପାଇଁ ବେଶ୍ ଲୋକ ପ୍ରିୟ । କିଛି ଗାୟିକା ଅଛନ୍ତି ଯେଉଁ ମାନେ କି ବର୍ତ୍ତମାନ ସମୟରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି କିନ୍ତୁ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଆସିବା ପୂର୍ବ ରୁ କିଛି ରିଆଲିଟ ସୋ ମାନ ଙ୍କ ରେ ବିଜେତା ହୋଇ ଆସିଛନ୍ତି ।

ସେହିଭଳି ଜଣେ ଗାୟିକା ହେଉଛନ୍ତି ପୂଜା ପ୍ରତ୍ୟୁଷା , ଏହି ଗାୟିକା ଜଣକ ଏକ ରିଆଲିଟ ସୋ ରେ ବିଜେତା ହୋଇ ଅନେକ ଆଧୁନିକ ଗୀତ ଏବଂ ଭଜନ ଗୀତ ଗାଇଛନ୍ତି । ହିନ୍ଦୁସ୍ଥାନୀ କଣ୍ଠ ଶିଳ୍ପୀ କ୍ଲାସିକାଲ ମ୍ୟୁଜିକ ସେ ଏହି ଥିରେ ପିଜି କରୁଛନ୍ତି । ପିଲା ଟି ଦିନ ରୁ ସେ ଗୀତ ଗାଇବାକୁ ଭଲ ପାଇ ଥାଆନ୍ତି । ତାଙ୍କର କିଛି ଗୀତ ରହିଛି ଯାହାକି ବେଶ୍ ଭାଈରାଲ ହୋଇଛି ।

ଓଡ଼ିଶା ର ଲୋକ ପ୍ରିୟ ଗାୟକ ହ୍ୟୁମାନ ସାଗର ଙ୍କ ସହ ଗୀତ ଗାଇଥିଲେ ଓ ଯେଉଁ ଗୀତ ଟି କି ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲା । ଏହି ଗାୟକ ଜଣକ ସାରେଗାମାପା ଫାଇନାଲ କୁ ଯାଇଥିଲେ କିନ୍ତୁ ବିଜେତା ହୋଇ ନ ଥିଲେ । ବିଜେତା ନ ହୋଇଥିଲେ ମଧ୍ୟ ସେ ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲେ ଓ ବର୍ତ୍ତମାନ ମଧ୍ୟ ସେ ଗୀତ ଗାଇଛନ୍ତି ।

ବର୍ତ୍ତମାନ ସମୟ ରେ ଏହି ଗାୟିକା ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଏକ ସାକ୍ଷାତକାର କୁ ଆସି ଅନେକ କିଛି କଥା କହିଛନ୍ତି ଯାହାର ଭିଡିଓ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ । ଆଜି ଏହି ଅଭିନେତ୍ରୀ ଜଣକ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ଶୋ ର ବିଜେତା ନ ହୋଇଥିଲେ ମଧ୍ୟ ଲୋକ ପ୍ରିୟ ହୋଇ ପାରିଛନ୍ତି ।

ବର୍ତ୍ତମାନ ସମୟ ରେ ଏହି ଗାୟିକା ଜଣକ ଓଡ଼ିଆ ଗାୟକ ହ୍ୟୁମାନ ସାଗର ଙ୍କ ସହ ଅନେକ ଗୀତ ଗାଇଛନ୍ତି । ଏହି ଗାୟିକା ଜଣକ ଅନେକ ପ୍ରୋଗ୍ରାମ ରେ ଭାଗ ନେଉଛନ୍ତି । ଗୀତ ସହ ସେ ଭଲ ପେଣ୍ଟିଂ ମଧ୍ୟ କରି ଥାଆନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *