ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆମେ ମାନେ ଅନେକ ଖବର ଦେଖିବାକୁ ମିଳୁଛି । ସୋସିଆଲ ମିଡ଼ିଆ ରେ ଅନେକ ଖବର ବେଶ୍ ଭାଇରାଲ ହୋଇଥାଏ , ବର୍ତ୍ତମାନ୍ ସମୟ ରେ ସେହିଭଳି ଏକ ଖବର ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ଓ ଆଜି ଆମେ ଏହି ବିଷୟ ରେ ଜାଣିବା , ଆସନ୍ତୁ ଜାଣିବା
ବନ୍ଧୁଗଣ ଏଠି ଜଣେ ମହିଳା ନିଜେ ଅଭିଯୋଗ ଆଣିଛନ୍ତି , ମହିଳା ଙ୍କ ନାମ ହେଉଛି ସ୍ବପ୍ନା ନାଏକ ସ୍ୱାମୀ କାହ୍ନୁଚରଣ ନାଏକ । ତାଙ୍କ୍ ସ୍ୱାମୀ ବ୍ରହ୍ମପୁର ରେ ଟିଟି ଅଛନ୍ତି । ଉଭୟ ଙ୍କ ବିବାହ ୧୮-୧-୨୦୧୨ ରେ ହୋଇଥିଲା ବୈଦିକ ରୀତି ନୀତି ଅନୁଯାୟୀ । ତାଙ୍କ୍ ନଣନ୍ଦ ଓ ନଣନ୍ଦେଇ ତାଙ୍କ ସ୍ଵାମୀ ବତାଇ ଶିଖାଇ ମହିଳା ଙ୍କୁ ୨୦ ଲକ୍ଷ ଟଙ୍କା ମାଗିଲେ ।
ମହିଳା ଜଣକ ୨୦ ଲକ୍ଷ ଟଙ୍କା ଦେବା ପାଇଁ ଅସମର୍ଥ ହେବା ରୁ କେଉଁ ଆଡେ ତାଙ୍କ ନଣନ୍ଦ କହୁଛନ୍ତି ଏହି ମହିଳା କୁ ତଡ଼ି ଦେଇ ଆଉ ଏକ ବିବାହ କରିବା ପାଇଁ । ଖାଲି ସେତିକି ନୁହେଁ ଘରେ ଦୁଇ ଟି ପୁଅ ଥିଲେ ମଧ୍ୟ ଘରେ ଭଣଜା ଆସି ରହୁଥିଲେ, ଯେତେବେଳ ମହିଳା ଙ୍କୁ ତାଙ୍କ ସ୍ୱାମୀ ବାଡେଇ ଥାଆନ୍ତି ଭଣଜା ଆସି ଛଡାଇ ବାରୁ ସ୍ୱାମୀ ଜଣକ କହୁଛନ୍ତି ଯେ ତୋର ତାର କଣ ସଂପର୍କ ଥିବାରୁ ତୁ ଛଡାଉଛୁ ।
ଏହି ଭଳି ଭାବେ ମହିଳା ଜଣକ ଅନେକ କଥା କହିଛନ୍ତି ଓ ବର୍ତ୍ତମାନ୍ ସମୟ ରେ ସେ ନିରାଶ ହୋଇ ପ୍ରମିଳା ମାଆ ଙ୍କ ସହଯୋଗ ମାଗିଛନ୍ତି । ଏହି ଭଳି ଭାବେ ମହିଳା ଜଣକ ଅନେକ କଥା କହିଛନ୍ତି ଓ କହିଛନ୍ତି ଯେ ତାଙ୍କ ସ୍ୱାମୀ ଭଲ ମଣିଷ କିନ୍ତୁ ସେ ମୋ ନଣନ୍ଦ ଓ ନଣନ୍ଦେଇ ଙ୍କ କଥା ରେ ପଡି ଏହି ଭଳି ହେଉଛନ୍ତି । ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ଙ୍କ ସାଙ୍ଗ ଦୀନବନ୍ଧୁ ମଧ୍ୟ ଏଥିରେ ସାମିଲ ଅଛନ୍ତି ।
କଣ ପାଇଁ ଦୁନିଆ ରେ ଲୋକ ମାନେ ଟଙ୍କା ର ପ୍ରଲୋଭନ ରେ ପଡି ଭୁଲ କାମ କରି ବସନ୍ତି । ବର୍ତ୍ତମାନ୍ ସମୟ ରେ କିଛି ବ୍ୟକ୍ତି ଟଙ୍କା ଙ୍କୁ ବେଶ୍ ଗୁରୁତ୍ଵ ଦେଇ ଥାଆନ୍ତି । ଆଜି ଟଙ୍କା ପାଇଁ କେଉଁଠି ଘର୍ ଭାଙ୍ଗି ଯାଉଛି ତ ଆଉ କେଉଁଠି ଟଙ୍କା ପାଇଁ କିଏ ମୃତ୍ୟୁ କରୁଛନ୍ତି । ମଣିଷ କେତେବେଳେ ଜାଣିବ ଯେ ଟଙ୍କା ଥିଲେ ତାର ସେବା କରିବାକୁ କେହି ନ ଥିବେ ।
ପର କଥା ରେ ପଡି ନିଜ ଘର୍ ଭାଙ୍ଗିଲେ କ୍ଷତି ନିଜର ହିଁ ହୋଇଥାଏ , କହିବା ଲୋକ କହି ଦେଇ ଚାଲିଯିବେ ଅସୁବିଧା ସମୟ ରେ କେବଳ ନିଜ ଲୋକ ହିଁ ଠିଆ ହୋଇ ଥାଆନ୍ତି । ସେଥିପାଇଁ ମନେ ରଖନ୍ତୁ କେବେହେଲେ ପରକଥା ରେ ପଡି ନିଜ ପରିବାର ବରବାଦ କର ନାହିଁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।