ଓଡ଼ିଆ ଅଭିନେତା ଅର୍ଧେନ୍ଦୁ ଦିନେ ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରିଥିଲେ 10 ଲକ୍ଷ ଟଙ୍କା । ଆଜି ତାଙ୍କ ବାପା ଙ୍କ ଦେହ ଖରାପ ସେ ପଡି ଛନ୍ତି ଅପୋଲ୍ ହସ୍ପିଟାଲ ରେ କିଡିନ୍ problem ରେ ପଡିଛନ୍ତି ଅର୍ଧେନ୍ଦୁ ଙ୍କ ବାପା । ଆଉ ତାଙ୍କ ବାପା ଏବେ ଅପୋଲ୍ ହସ୍ପିଟାଲ ରେ ସଂଗ୍ରାମ କରୁ ଛନ୍ତି ।
ଓଡିଶା ବାସୀ ଙ୍କୁ ଅନୁରୋଧ କରୁଛନ୍ତି ତାଙ୍କ ବାପା ଙ୍କ ପାଇଁ କିଛି ପ୍ରାର୍ଥନା କରନ୍ତୁ ଆଉ ତାଙ୍କ ବାପା ବହୁତ ଜଲ୍ଦି ଭଲ ହୋଇ ଜାଆନ୍ତୁ । ଯାହାଙ୍କ ର ମନ ଅନ୍ୟ ଲୋକ ଙ୍କୁ ପାଇଁ ତରଳି ଥିଲା ଆଉ ଅନ୍ୟ କଳାକାର ପାଇଁ ତରଳି ଥିଲା ଆଉ ସେଥି ପାଇଁ ସେ 10 ଲକ୍ଷ ଟଙ୍କା ଦାନ କରି ଦେଇ ଥିଲେ । ଆଜି ସେହି ଭଳି ଜଣେ ଭଲ ମଣିଷ ବା ହୃଦୟବାନ ମଣିଷ ର ବାପା ଙ୍କ ର ଦେହ ଆଜି ଖରାପ ।
ସେହି ଭଳି ଗୋଟିଏ ଲୋକ ର ବାପା ଙ୍କ ର ଦେହ ଖରାପ । ତାଙ୍କ ବାପା ଙ୍କ ର ଆରୋଗ୍ୟ କାମନା ପାଇଁ ସମସ୍ତ ଓଡିଶାବାସୀ ଏକଜୋଟ ହେବା ଏବଂ ପ୍ରାର୍ଥନା କରିବା । ଯେପରି ଅର୍ଧେନ୍ଦୁ ଙ୍କ ବାପା ଜଲଦି ଭଲ ହୋଇ ଜାଆନ୍ତୁ । ଅର୍ଧେନ୍ଦୁ ବାପା ଦେହ ଖରାପ କାରଣ ରୁ ସେ ଅଢେଇ ମାସ ହେବ ଅପୋଲ୍ ହସ୍ପିଟାଲ ରେ ଅଛନ୍ତି ।
ଅର୍ଧେନ୍ଦୁ ପିଣ୍ଟୁ ନନ୍ଦ ଙ୍କ ସହ ଭାଇ ଭାଇ ର ସମ୍ପର୍କ ଥିଲା । ସେ ଯାହା ବି ସାହାଯ୍ୟ କରିଛନ୍ତି ତାହା କିଛି ବି ବଡ଼ କଥା ନୁହଁ ବୋଲି ନିଜେ ଅର୍ଧେନ୍ଦୁ କହିଛନ୍ତି । ପିଣ୍ଟୁ ନନ୍ଦ ବହୁତ ଭଲ ମଣିଷ୍ ଟିଏ ସେ ସମସ୍ତ ଙ୍କ ସହ ବହୁତ ଭଲ ରେ ମିଶନ୍ତି ।
ସିଏ ଯେତେ ଜୋର ରେ ବି କଥା ହେଲା ମଧ୍ୟ ତାଙ୍କ ର ହୃଦୟ ବହୁତ ସପ୍ଟ ।ପିଣ୍ଟୁ ନନ୍ଦ କେବଳ ଅର୍ଧେନ୍ଦୁ ଧନ୍ୟଵାଦ ଦେଇ ନାହାନ୍ତି ଯିଏ 10 ଟଙ୍କା ଦେଇଛନ୍ତି ତାଙ୍କୁ ମଧ୍ୟ ଧନ୍ୟଵାଦ ଦେଇ ଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।