ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୂତାଂଶୁ ଙ୍କ ମାଆ ଯିଏ ନିଜ ପୁଅ ବିଷୟ ରେ ଅନେକ କିଛି କହିଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା । ଗାଁ ରେ ଏକ ଠେଲା ଗାଡ଼ି କରିଥିଲେ ଛୋଟ ଛୋଟ ଟେଣ୍ଟ କାମ କରି ଖାଉଥିଲା ପିଉଥିଲା ଓ ରହୁଥିଲା କିନ୍ତୁ ଟେଣ୍ଟ ହାଉସ ବାଲା ତାଙ୍କୁ କାମ ଦେବାକୁ କହି ଥିଲେ ।
କାମ ପାଇଁ କିଏ ଟଙ୍କା ଦେଉଥିଲା ତ ଆଉ କିଏ ଆଦୌମ ଦେଉ ନ ଥିଲା । ଟେଣ୍ଟ କାମ ପରେ ସେ ଚଳଚ୍ଚିତ୍ର ଲାଇନ୍ ରେ ପଶିଲେ , ସୂତାଂସୁ ଙ୍କ ମାଆ ଟଙ୍କା ଧାର କରଜ କରି ପୁଅ କୁ ଦେଇ ଥାଆନ୍ତି ଓ ପୁଅ ଠାରୁ ଚଳଚ୍ଚିତ୍ର ବିଷୟ ଶୁଣିବା ପରେ ମାଆ ଲେଖା ପଢା କରି ଟଙ୍କା ଦେବା ପାଇଁ କହିଥିଲେ । ଯାହା ବି କିଛି କରୁ ବା ନ କରୁ ସେ ନ ହେଲେ ଚାକିରି କରିବ ଶେଷ କୁ ।
ସୁତାଂସୁ+2 ପଢ଼ିଛନ୍ତି , ସୁତାଂଶୁ ଙ୍କ ଠାରୁ ସମସ୍ତେ ଟଙ୍କା ନେଇ ତାଙ୍କୁ ଚୋର ବୋଲି ସମସ୍ତେ କହି ଥାଆନ୍ତି । ପିଲା ଟି ଭଲ ବୋଲି ତାଙ୍କ ମାଆ କହିଛନ୍ତି ଓ ଯଦି ସେ ଆଜି ଖରାପ ହୋଇଛି ଲେବଲ କିଛି ଖରାପ ପ୍ରକୃତି ର ଲୋକ ମାନ ଙ୍କ ପାଇଁ । ତା ମୁଣ୍ଡ ଖରାପ ହୋଇ ଯାଇଛି ବୋଲି ତାଙ୍କ ମାଆ କହିଛନ୍ତି ଏହି ଭଳି ଭାବେ ଅନେକ କଥା କହିଛନ୍ତି ।
ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଇଏ ହେଉଛନ୍ତି ସେ ଲୋକ ଯିଏ କି ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ 50 ହଜାର ଟଙ୍କା ଚେକ୍ ଦେଇ ସାହାର୍ଯ୍ୟ ସହଯୋଗ କରି ଥିଲେ ପରେ ଚେକ୍ ଟି ବାଉନ୍ସ ହୋଇ ଯାଉଥିଲା । ଏହି ଘଟଣା ଟି ଘଟିବା ଏହି ବ୍ୟକ୍ତି ଜଣକ ଲୋକ ଲୋଚନ କୁ ଆସିଥିଲେ । ଲୋକ ଲୋଚନ କୁ ଆସିବା ପରେ ଏହି ବ୍ୟକ୍ତି ଜଣକ ଙ୍କ ର ଅନେକ ଦୋଷ ସମସ୍ତ ସମ୍ମୁଖ କୁ ଆସିଥିଲା ।
ଅତୀତ ରେ କରିଥିବା ଅନେକ ଭୁଲ କାର୍ଯ୍ୟ ସାମ୍ନା କୁ ଆସିଥିଲା ଓ ଏହି ଭୁଲ ଲୋକ ଲୋଚନ କୁ ଆସିବା ପରେ ପୁରା ବିବାଦ କୁ ଆସିଥିଲା ଏହି ବ୍ୟକ୍ତି ଜଣକ । ସୁତାଂସୂ ଙ୍କ ମୁଣ୍ଡ ଦୋଷ ଅଛି ବୋଲି ତାଙ୍କ ମାଆ କହିଛନ୍ତି ଓ ତାଙ୍କୁ ଗୁଣି ଗାରେଡ଼ି କରିଛନ୍ତି ବୋଲି ତାଙ୍କ ମାଆ ଗଣ ମାଧ୍ୟମ ନିକଟ ରେ କହିଛନ୍ତି । ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।