ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଦୀପିକା ନ୍ୟାୟ୍ ପାଇବା ପାଇଁ ଦିନେସ୍ ଙ୍କ ଘର ଆଗରେ ଧାରଣା ରେ ବସିଛି ଯାହା ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଦୀପିକା ଧାରଣା ରେ ବସିବାର 1 ମାସ ପରେ ହେଇ ଯିବ ହେଲେ ତାକୁ ନ୍ୟାୟ ଏପର୍ଯ୍ୟନ୍ତ ମିଳିଲା ନାହିଁ । ଦୀପିକା ଏମିତି ଧାରଣା ରେ ବସି ସେ ବି ବହୁତ କିଛି ହରେଇ ସାରିଛନ୍ତି ହେଲେ ସେ ସବୁ ତାଙ୍କ ପାଇଁ କମ୍ କାରଣ ସେ ଏଇଠି ଟଙ୍କା ସୁନା କିଛି ବି ଚାହୁଁ ନାହାନ୍ତି ସେ ଚାହୁଁ ଛନ୍ତି ନ୍ୟାୟ ତାଙ୍କ କୁନି ପୁଅ ପାଇଁ ନ୍ୟାୟ୍ ସ୍ୱ ଚାହୁଁ ଛନ୍ତି ତାଙ୍କ ପୁଅ କୁ ବାପ ର ପରିଚୟ୍ ମିଳୁ ଆଉ ତାଙ୍କୁ ସମସ୍ତେ କୁହନ୍ତି ଦିନେସ୍ ହିଁ ଦେଉଛି ଦୀପିକା ର ସ୍ବାମି ।
ତେବେ ଏ ନେଇ ଆଉ ଏକ ଭିଡିଓ ଭାଇରାଲ ହେଇଚି ସୋସିଆଲ୍ ମିଡ଼ିଆ ରେ ଯାହା ଆପଣ ମାନେ ଜାଣିଥିବେ । ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ବୁଝି ପାରିବେ । ତେବେ ଏହି ଭିଡିଓ ରେ ଏମିତି କିଛି କଥା ନଜର ରେ ଆସିଛି ଯାହା ଆଗରୁ କେବେ ବି ଆସି ନାହିଁ । ମୋର 10 ତା ଘର ଅଛି କାହାର କଣ କରିବାର ଅଛି କରିକି ଦେଖାଅ । ମୁଁ ବମ୍ବେ ଗଲେ ମୋ ପକେଟ ରେ ଲୋକେ ଆଣି ପଇସା ପୁରେଇବେ । କାହାର କଣ କରିବାର ଅଛି କରିକି ଦେଖାଅ ।
ଦିନେସ୍ ଏହି ବ୍ରହ୍ମପୁର ରେ ଅଛି ଆଉ ଏହି ସାହି ରେ ଅଛି କାହାର ଦମ୍ ଅଛି ତାକୁ ବାହାର କରିକି ଦେଖାଅ । ଏହି ସାହି ରେ ମୋ ର 5 ଟି ଘର ଅଛି ମୋ ପୁଅ ଦିନେସ୍ ଯାହା କରୁଛି କରୁ ଆଉ ସେ ଏଇଠି ଅଛି କାହାର ଦମ୍ ଅଛି ତାକୁ ବାହାର କରିକି ଦେଖାଅ । ବନ୍ଧୁଗଣ ଏକଥା ଆମେ କହୁନୁ ଏ ସବୁ ଦିନେସ୍ ଙ୍କ ବାପା ମାଆ ହିଁ କହୁଛନ୍ତି । ଆଜି କୁ 2 ମାସ ହେବ ଧାରଣା ରେ ବସୁ ଥିବା କେ ଦୀପିକା ଙ୍କ ପ୍ରେମିକ ଙ୍କ ବାପା ମାଆ ଏମିତି କହୁଛନ୍ତି । ଆଉ ପୁଅ କୁ ପୁରା ଘଣ୍ଟ ଘୋଡେଇ ଏମିତି କିଛି କହୁଥିବା ଏବେ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।
ହଁ କାହାର ଦମ୍ ନାହିଁ ତୁମ ପୁଅ ପାଖ ରେ ପହଁଞ୍ଚିବା ପାଇଁ କି ଖୋଜି ବାହାର କରିବା ପାଇଁ ଏକଥା ବି ସତ କି କାହାର ଦମ୍ ନାହିଁ ତୁମ ପୁଅ କରିଥିବା ଭୁଲ ପାଇଁ ଦଣ୍ତ ଦେବା ପାଇଁ । କାରଣ ତୁମ ପାଖ ରେ ଜଥେଷ୍ଟ ପଇସା ଅଛି ତୁମ ପୁଅ କୁ ଦଣ୍ଡ ମୁକ୍ତ କରିବା ପାଇଁ । ତୁମ ପାଖ ରେ ଯଥେଷ୍ଟ ଘର ଅଛି ତୁମ ପୁଅ କୁ ଲୁଚେଇ ରଖିବା ପାଇଁ ଆଉ ଏ ସବୁ ତୁମ ବ୍ୟବହାର କୁ ଦେଖିବା ପରେ ସାହି ପଡିସା ଲୋକ କହୁଛନ୍ତି ସବୁ ଦିନ ଏ ଟଙ୍କା ର ଗରମ ରହିବ ନାହିଁ ।
ଆଉ ସବୁ ଦିନ ଏ ସମ୍ପତି କୁ ତୁମ ର ଗର୍ବ ରହିବ ନାହିଁ । ସମୟ ଅଛି ଏ ସମସ୍ୟା କୁ ସମାଧାନ କରିବା ପାଇଁ ଅଣ୍ଟା । ବାପା ମାଆ ହିସାବରେ ଯଦି ପୁଅ ଭୁଲ କରିଛି ତାକୁ ବୁଝାଅ ଆଉ ଅବାଟ ରେ ଯାଉଥିବା ପୁଅ କୁ ବାଟକୁ ଆଣ । ଆଉ ଦୀପିକା ଉଠେଇ ଥିବା ଅଭିଯୋଗ ର ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଟା କର । ଦିନେସ୍ ଆଉ ଦୀପିକା ଙ୍କୁ ଏକାଠି କର ଆଉ ମୁହାଁ ମୁହିଁ କଥା କରାଅ । ଦିନେସ୍ ଯେମିତି ଆପଣ ଙ୍କ ର ପୁଅ ଠିକ ସେମିତି ଦୀପିକା କୁ ନିଜ ଝିଅ ବୋଲି ଭାବି ଠିକ ବିଚାର କରିବା ଦରକାର । କିନ୍ତୁ ପୁଅ କୁ ଭଲ ବାଟ କୁ ନଆଣି ନିଜ ର ଟଙ୍କା ର ଗରମ୍ କୁ ଦେଖାଉଛନ୍ତି ଆଉ ପୁଅ କୁ ଅବାଟ ନେଉ ଛନ୍ତି ଏ ସବୁ ନ କରି ନିଜ ପୁଅ କୁ ବାଟ କୁ ଆଣିବା ଦରକାର