Breaking News

ମୋ ବାପାଙ୍କୁ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦିଅ I ତୁମକୁ ହାତ ଯୋଡୁଛି, ତୁମେ ଫେରିଯାଅ ବର୍ଷା …

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଏବେ ଚର୍ଚ୍ଚାରେ । ଅନୁଭବ ଙ୍କ ଟ୍ୱୀଟ କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ସୁପରଷ୍ଟାର ଅନୁଭବ ମହାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ ମୋ ବାପା ଙ୍କ ଦେହ ଏବେ ଭଲ ନାହିଁ । ଅଲଗା ହେବା ପୂର୍ବରୁ ତାଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ। କିଏ ଠିକ୍ କିଏ ଭୁଲ୍ ଏ କଥା ସମସ୍ତଙ୍କୁ ଜଣା ଅଛି ।

ତୁମର ଯାହା ଦରକାର୍ ତୁମେ ନେଇଯାଅ ହେଲେ ମୋର ଆଉ ମୋ ପରିବାର ସଦସ୍ୟ ଙ୍କ ଠାରୁ ସବୁଦିନ ପାଇଁ ଦୂରେଇ ଯାଅ। ନିଜ ଭିତରେ ବୁଝାମଣା କରି ଆମେ ଅଲଗା ହୋଇଯିବା ଏ ଭଳି କିଛି ଟ୍ୱୀଟ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ଆଉ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏ ପର୍ଯ୍ୟନ୍ତ ସାଂସଦ ଅନୁଭବ ମହାନ୍ତି ଙ୍କ ର ଟ୍ଵୀଟ କୁ ନେଇ କିଛି ରୀପ୍ଲାଏ କରି ନାହାନ୍ତି ।

 

ସାଂସଦ ଅନୁଭବ ମହାନ୍ତି ଙ୍କ ବାପା ଙ୍କ ଦେହ ବହୁତ୍ ଅସୁସ୍ଥ ଥିବା କଥା ସେ ଜଣାଇ ଛନ୍ତି ଆଉ କହିଛନ୍ତି ଯେ ତାଙ୍କ ବାପା ଏବେ ଆଇ ସି ୟୁ ରେ ଅଛନ୍ତି । ଆଉ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ସେ ହାତ ଯୋଡ଼ି ଅନୁରୋଧ କରି କହିଛନ୍ତି ଯେ ସେ ତାଙ୍କ ଲାଇଫ ରୁ ଖୁବ୍ ଶୀଘ୍ର ଦୂରେଇ ଯାଆନ୍ତୁ । ସବୁ ବାପା ମାଆ ପିଲା ମାନଙ୍କ ର ଭଲ ଚାହିଁଥାନ୍ତି। ତୁମେ ମୋ ଜୀବନରୁ ଦୂରେଇ ଯାଅ ମହାପ୍ରଭୂ ତୁମର ମଙ୍ଗଳ କରିବେ।

ବିବାହ ର ଖୁବ୍ କମ୍ ବର୍ଷ ଭିତରେ ଦୁଇ ଜଣଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଦେଖା ଦେଇଥିଲା। ସାଂସଦ ଅନୁଭବ ମହାନ୍ତି କୋର୍ଟ ରେ ଛାଡ଼ପତ୍ର ଆବେଦନ କରିଥିଲେ। ହେଲେ ତାଙ୍କର ଏହି କେଶ୍ କୁ ନେଇ କୋର୍ଟ ତାଙ୍କର କିଛି ମନ୍ତବ୍ୟ ରଖି ପରି ନାହାନ୍ତି । ତାଙ୍କ କେଶ୍ ବର୍ତ୍ତମାନ ସୁଦ୍ଧା ଚାଲିଛି । ଆଉ ସାଂସଦ ଅନୁଭବ ମହାନ୍ତି ବର୍ତ୍ତମାନ ଚାହିଁଛନ୍ତି ଯେ ନିଜ ଭିତରେ ବୁଝାମଣା କରି ଖୁବ୍ ଶୀଘ୍ର ଅଲଗା ହୋଇ ଯିବା ପାଇଁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *